ତୁମ୍ଭର ସ୍ତ୍ରୀ ଏବଂ ପିଲାମାନେ ୟର୍ଦ୍ଦନର ପୂର୍ବ ଦିଗସ୍ଥ ଭୂମିରେ ବାସ କରିବେ, ଯାହା ସଦାପ୍ରଭୁ ତୁମ୍ଭକୁ ଦଇେଛନ୍ତି। ସମାନେେ ସଠାେରେ ସମାନଙ୍କେର ଗୋରୁଗାଈ ସହିତ ବାସ କରିବେ। କିନ୍ତୁ ତୁମ୍ଭର ଶକ୍ତିଶାଳୀ ଯୋଦ୍ଧାଗଣ ତୁମ୍ଭମାନଙ୍କର ଭାତୃଗଣ ସହିତ ଅସ୍ତ୍ର ରେ ସକ୍ସ୍ଟସଜ୍ଜିତ ହାଇେ ୟର୍ଦ୍ଦନ ନଦୀ ପାର ହବୋ ଉଚିତ୍। ତୁମ୍ଭେ ସମାନଙ୍କେୁ ସମାନଙ୍କେ ଭୂମି ଫରୋଇବା ପାଇଁ କରୁଥିବା ୟକ୍ସ୍ଟଦ୍ଧ ରେ ସାହାୟ୍ଯ କରିବା ଉଚିତ୍।
Cross references
ତେଣୁ ସଦାପ୍ରଭୁ ସମାନଙ୍କେୁ ଅନ୍ୟ ଏକ ପଥରେ ଆଗଇେ ନେଲେ। ସେ ସମାନଙ୍କେୁ ସୂପ ସମୁଦ୍ର ପ୍ରାନ୍ତର ମଧ୍ଯ ଦଇେ ଆଣିଲେ। ସମାନେେ ମିଶର ଛାଡିବା ସମୟରେ ଇଶ୍ରାୟେଲୀୟମାନେ ୟୁଦ୍ଧ ପାଇଁ ପୋଷାକ ପରିଧାନ କରିଥିଲେ।
ଅଧିକାରୀଗଣ ଲୋକମାନଙ୍କୁ କହିବେ, 'ଭୟାଳୁ ଓ ଦୁର୍ବଳ ହୃଦଯ ଲୋକ କିଏ ଅଛି କି? ସେ ଫରେି ଆପଣା ଗୃହକକ୍ସ୍ଟ ଯାଉ, ଯମେିତି ସେ ତା'ର ଭାଇର ହୃଦଯକକ୍ସ୍ଟ ଭୟା ରେ ତରଳାଇ ନ ଦେଉ।'
ସେ ଆପଣା ପାଇଁ ପ୍ରଥମ ଅଂଶ ମନୋନୀତ କରେ। ଆଦେଶକାରୀଙ୍କର ଭାଗ ସକ୍ସ୍ଟରକ୍ଷିତ ଅଛି। ସେ ଲୋକମାନଙ୍କର ନତେୃବର୍ଗଙ୍କ ପାଖକକ୍ସ୍ଟ ଆସନ୍ତି। ସେ ଯାହା କରନ୍ତି ତାହା ସଦାପ୍ରଭୁଙ୍କ ପାଇଁ ଉତ୍ତମ। ସେ ଏପରି କରନ୍ତି ଯାହା ଇଶ୍ରାୟେଲବାସୀ ପାଇଁ ମଙ୍ଗଳ।
ରୂବନ୍େ ଗୋଷ୍ଠୀର ମନକ୍ସ୍ଟଷ୍ଯମାନେ, ଗାଦ ଗୋଷ୍ଠୀର ମନକ୍ସ୍ଟଷ୍ଯମାନେ ଓ ମନଃଶିର ଅର୍ଦ୍ଧକେ ଗୋଷ୍ଠୀଗଣ, ୟକ୍ସ୍ଟଦ୍ଧାସ୍ତ୍ର ରେ ସଜ୍ଜିତ ଓ ୟକ୍ସ୍ଟଦ୍ଧ ପାଇଁ ହାଇେ ଇଶ୍ରାୟେଲୀୟମାନଙ୍କ ଆଗ ରେ ନଦୀ ପାର ହାଇଗେଲେ, ଠିକ୍ ମାଶାେ ଯେପରି ସମାନଙ୍କେୁ କହିଲେ ।
ସହେି ସ୍ତ୍ରୀ ଲୋକଟି ବାଇଗଣି ଓ ଲାଲ ରଙ୍ଗର ବସ୍ତ୍ର ପିନ୍ଧିଥିଲା। ସେ ପିନ୍ଧିଥିବା ସୁନା, ଅଳଙ୍କାର ଓ ମଣିମୁକ୍ତା ୟୋଗୁ ଝଲକୁଥିଲା। ତା' ହାତ ରେ ଗୋଟିଏ ସୁବର୍ଣ୍ଣ ପାତ୍ର ଥିଲା। ସହେି ପାତ୍ରଟି ଘୃଣ୍ଯ ବିଷୟଗୁଡ଼ିକରେ ଓ ତା'ର ନିଜର ୟୌନଗତପାପର ଆବର୍ଜନା ରେ ପୂର୍ଣ୍ଣ ଥିଲା।