ଆଉ ଯୋଷଫେ ଇଶ୍ରାୟେଲଙ୍କର ବଂଶଧରମାନଙ୍କୁ ତାଙ୍କଠା ରେ ପ୍ରତିଜ୍ଞା କରାଇଲେ। ସେ କହିଲେ, ପରମେଶ୍ବର ନିଶ୍ଚିତ ଭାବରେ ତୁମ୍ଭମାନଙ୍କର ଯତ୍ନ ନବେେ। ସେ ତୁମ୍ଭକୁ ତୁମ୍ଭର ଦେଶକୁ ଆଗଇେ ନବେେ। ସହେି ସମୟରେ ମାରେ ଅସ୍ଥି ତୁମ୍ଭମାନେେ ନଇୟିବେ।
Cross references
ଇଶ୍ରାୟେଲଙ୍କର ମରଣ ଦିନ ପାଖଇେ ଆସିବାରୁ ସେ ଆପଣା ପୁତ୍ର ଯୋଷଫଙ୍କେୁ ଡ଼ାକି କହିଲେ, ମୁଁ ଯବେେ ତୁମ୍ଭ ସାକ୍ଷାତ ରେ ଅନୁଗ୍ରହ ପାଇଲି, ତବେେ ବିନଯ କରୁଅଛି, ତୁମ୍ଭେ ମାେ ଜଙ୍ଘ ରେ ହସ୍ତ ଦିଅ। ପୁଣି ମାେ ପ୍ରତି ଦୟା ଓ ସତ୍ଯ ବ୍ଯବହାର କରି ମାେତେ ଏହି ମିଶର ଦେଶ ରେ କବର ଦିଅ ନାହିଁ।
ମୁଁ ମାରେ ଆପଣା ପୂର୍ବପୁରୁଷମାନଙ୍କ ସହିତ ଶଯନ କଲେ ତୁମ୍ଭେ ମାେତେ ଏହି ମିଶର ଦେଶରୁ ନଇୟୋଇ ସମାନଙ୍କେର କବର ସ୍ଥାନ ରେ କବରଶାଯୀ କରିଅ।
' ମାରେ ପିତାଙ୍କ ମୃତ୍ଯୁ ପୂର୍ବରୁ ମୁଁ ତାଙ୍କଠା ରେ ଶପଥ କରିଥିଲି ଯେ ତାଙ୍କର ମୃତ୍ଯୁପରେ କିଣାନ ଦେଶ ରେ ସେ ଆପଣା ନିମନ୍ତେ ଯେଉଁ କବର ଖନନ କରିଥିଲେ ତହିଁରେ ତାହାଙ୍କୁ କବର ଦବେି। ତେଣୁ ଏବେ ମାେତେ ୟିବାକୁ ଦିଅନ୍ତୁ। ମୁଁ ପିତାଙ୍କୁ କବର ଦଇେ ପୁନର୍ବାର ଆସିବି।'
ତେଣୁ ସଦାପ୍ରଭୁ ସମାନଙ୍କେୁ ଅନ୍ୟ ଏକ ପଥରେ ଆଗଇେ ନେଲେ। ସେ ସମାନଙ୍କେୁ ସୂପ ସମୁଦ୍ର ପ୍ରାନ୍ତର ମଧ୍ଯ ଦଇେ ଆଣିଲେ। ସମାନେେ ମିଶର ଛାଡିବା ସମୟରେ ଇଶ୍ରାୟେଲୀୟମାନେ ୟୁଦ୍ଧ ପାଇଁ ପୋଷାକ ପରିଧାନ କରିଥିଲେ।
ମାଶାେ ଯୋଷଫଙ୍କେର ଅସ୍ତି ସାଙ୍ଗ ରେ ନଇେ ଆସିଲେ। ଯୋଷଫଙ୍କେ ମୃତ୍ଯୁ ପୂର୍ବରୁ ସେ ତାଙ୍କର ପୁତ୍ରମାନଙ୍କୁ ପ୍ରତିଜ୍ଞା କରାଇଥିଲେ, ଏପରି କରିବା ପାଇଁ। ଯୋଷଫେ କହିଥିଲେ, ଯେତବେେଳେ ପରମେଶ୍ବର ତୁମ୍ଭମାନଙ୍କୁ ରକ୍ଷା କରିବେ। ମନରେଖ ତୁମ୍ଭମାନେେ ମାରେ ଅସ୍ତି ତୁମ୍ଭମାନଙ୍କ ସହିତ ମିଶରରୁ ନଇୟିବେ।
ଯେତବେେଳେ ଇଶ୍ରାୟେଲବାସୀମାନେ ମିଶରକକ୍ସ୍ଟ ପରିତ୍ଯାଗ କଲେ। ସେତବେେଳେ ଯୋଷଫଙ୍କେ ଏହି ଅସ୍ଥିସବୁ ତାଙ୍କ ସହିତ ନଇେ ଆସିଥିଲେ। ତେଣୁ ଲୋକମାନେ ଯୋଷଫଙ୍କେର ଏହିସବୁ ଅସ୍ଥିକକ୍ସ୍ଟ ଶିଖିମଠା ରେ କବର ଦେଲେ। ସମାନେେ ତାଙ୍କର ଏହିସବୁ ଅସ୍ଥିକକ୍ସ୍ଟ ସହେି ଭୂମିରେ କବର ଦେଲେ, ଯେଉଁ ସ୍ଥାନ ଶିଖିମର ପିତା ହା ମାରେସନ୍ତାନମାନଙ୍କଠାରକ୍ସ୍ଟ କ୍ରଯ କରିଥିଲେ। ୟାକକ୍ସ୍ଟବ ସହେି ଭୂମିକକ୍ସ୍ଟ ଏକଶହ ରୈପ୍ଯ ମକ୍ସ୍ଟଦ୍ରା ରେ ତାହାକକ୍ସ୍ଟ କ୍ରଯ କରିଥିଲେ। ଏହି ଭୂମି ଯୋଷଫଙ୍କେର ସନ୍ତାନମାନଙ୍କର ଅଧିକାର ରେ ରହିଲା।
ଯେତବେେଳେ ନୟମୀ ମାୟୋବର ପର୍ବତମଯ ଦେଶ ରେ ବାସ କରୁଥିଲା, ସେ ଜାଣିବାକକ୍ସ୍ଟ ପାଇଲା ଯେ, ପରମଶ୍ବର ତାଙ୍କର ଲୋକମାନଙ୍କୁ ସାହାୟ୍ଯ କରୁଛନ୍ତି। ସେ ୟିହକ୍ସ୍ଟଦାର ଲୋକମାନଙ୍କୁ ଖାଦ୍ୟ ଦେଉଛନ୍ତି। ତେଣୁ ସେ ମାୟୋବ ଦେଶ ଛାଡି ନିଜ ଦେଶକକ୍ସ୍ଟ ଫରେିୟିବା ପାଇଁ ନିଷ୍ପତ୍ତି ନଲୋ। ତା'ର ପକ୍ସ୍ଟତ୍ରବଧୂମାନେ ମଧ୍ଯ ତା ସହିତ ୟିବା ପାଇଁ ନିଷ୍ପତ୍ତି ନେଲେ।
ସମାନଙ୍କେୁ ଶିଖିମକୁ ନିଆଯାଇ କବର ଦିଆଗଲା। ଶିଖିମର ଏହି କବର ସ୍ଥାନକୁ ଅବ୍ରାହାମ ହ ମାରେର ପୁତ୍ରମାନଙ୍କୁ ପାଖରୁ କିଛି ରୂପା ଟଙ୍କା ଦଇେ କିଣିଥିଲେ।
ବିଶ୍ବାସ ଦ୍ବାରା ହଁ, ନିଜର ଶଷେ ସମୟ ନିକଟ ହବୋ ପୂର୍ବରୁ ଯୋଷଫେ ଇଶ୍ରାୟେଲ ନିବାସୀମାନଙ୍କର ମିଶର ଦେଶରୁ ନିର୍ଗମନ ବିଷୟ ରେ, ତାହାଙ୍କ ମୃତ୍ଯୁ ପରେ ତାହାଙ୍କୁ କିପରି କବର ଦବେେ, ସେ ବିଷୟ ରେ କହିଥିଲେ।