Home Bibles ଯାତ୍ରା ପୁସ୍ତକ 12:3 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 12:3 · ଓଡ଼ିଆ ବାଇବେଲ

ଏହି ଆଜ୍ଞା ସମଗ୍ର ଇଶ୍ରାୟେଲୀମାନଙ୍କ ପାଇଁ ଥିଲା। ଏହି ମାସର ଦଶମ ଦିନଟି ରେ ପ୍ରେତ୍ୟକକ ଲୋକ ଗୋଟିଏ ମଷେ ଶାବକ ଆପଣା ପରିବାରମାନଙ୍କ ପାଇଁ ନବେ।

Cross references

ଆଦି ପୁସ୍ତକ 4:4

ଏବଂ ଏବଲ ନିଜର ପ୍ରଥମଜାତ ମଷେ ଆଣିଲେ ଏବଂ ସମାନଙ୍କେର ସର୍ବୋତ୍ତମ ଅଂଶ ପରମେଶ୍ବରଙ୍କୁ ଉତ୍ସର୍ଗ କଲେ।

ଆଦି ପୁସ୍ତକ 22:8

ଅବ୍ରହାମ ଉତ୍ତର ଦେଲେ, ହେ ମାରେ ପୁତ୍ର, ପରମେଶ୍ବର ନିଜେ ଉତ୍ସର୍ଗ ପାଇଁ ସହେି ମଷେ ଯୋଗଇବେ।

ଯାତ୍ରା ପୁସ୍ତକ 4:30

ଏହାପରେ ହାରୋଣ ଲୋକମାନଙ୍କୁ କହିଲେ, ସେ ସହେି ପ୍ରଚୀନବର୍ଗକୁ ସମସ୍ତ କଥା କହିଲେ ଯାହା ସବୁ ସଦାପ୍ରଭୁ ମାଶାଙ୍କେୁ କହିଥିଲେ, ଏହାପରେ ମାଶାେ ତାଙ୍କର ପ୍ରମାଣ ଲୋକମାନଙ୍କୁ ଜଣାଇଲେ।

ଯାତ୍ରା ପୁସ୍ତକ 6:6

ତେଣୁ ଇଶ୍ରାୟେଲୀୟ ଲୋକମାନଙ୍କୁ କୁହ, 'ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ରକ୍ଷା କରିବା। ଆମ୍ଭେ ତୁମ୍ଭକୁ ମୁକ୍ତ କରିବା। ତୁମ୍ଭମାନେେ ମିଶରବାସୀମାନଙ୍କର ଆଉ ଦାସ ହାଇେ ରହିବ ନାହିଁ। ମୁଁ ମାରେ ମହାନଶକ୍ତି ପ୍ରଯୋଗ କରି ମିଶରବାସୀମାନଙ୍କୁ ଭୟଙ୍କର ଭାବେ ଦଣ୍ଡ ଦବେି। ଏହାପରେ ମୁଁ ତୁମ୍ଭମାନଙ୍କୁ ସମାନଙ୍କେ କବଳରୁ ରକ୍ଷା କରିବି।

ଯାତ୍ରା ପୁସ୍ତକ 12:6

ତୁମ୍ଭମାନଙ୍କୁ ସହେି ମଷେ ଶାବକକୁ ମାସର ଚତୁର୍ଦ୍ଦଶ ଦିନୟାଏଁ ନଜର ରେ ରଖିବାକୁ ହବେ। ସହେିଦିନ ଇଶ୍ରାୟେଲର ସମସ୍ତ ଲୋକମାନେ ସୂର୍ୟ୍ଯାସ୍ତ ପରେ ସନ୍ଧ୍ଯା ପୂର୍ବରୁ ଏମାନଙ୍କୁ ହତ୍ଯା କରିବେ।

ଯାତ୍ରା ପୁସ୍ତକ 14:15

ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭମାନେେ କାହିଁକି ମାେ ପାଖ ରେ କ୍ରନ୍ଦନ କରୁଛ? ଇଶ୍ରାୟେଲୀୟମାନଙ୍କୁ କୁହ ସମାନେେ ଆଗକୁ ମାଡି ଚାଲନ୍ତୁ।

ଯାତ୍ରା ପୁସ୍ତକ 20:19

ଆଉ ସମାନେେ ମାଶାଙ୍କେୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ସଙ୍ଗେ କଥା କୁହ ଆମ୍ଭମାନେେ ଶୁଣିବୁ, ମାତ୍ର ପରମେଶ୍ବର ଆମ୍ଭମାନଙ୍କ ସଙ୍ଗେ କଥା ନ କୁହନ୍ତୁ, ନ ହେଲ ଆମ୍ଭମାନେେ ମରିୟିବୁ।

ଲେବୀୟ ପୁସ୍ତକ 1:2

ତୁମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ତୁମ୍ଭମାନଙ୍କ ମଧ୍ଯରୁ କହେି ଯଦି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନବୈେଦ୍ଯ ଉତ୍ସର୍ଗ କରେ, ତବେେ ସେ ନିଜ ପାଳିତ ଗୋରୁ, ମଷେ କିମ୍ବା ଛଳେି ଉତ୍ସର୍ଗ କରୁ।

ଲେବୀୟ ପୁସ୍ତକ 5:6

ତହୁଁ ସେ ତା'ର କୃତ ପାପର ପ୍ରାଯଶ୍ଚିତ ପାଇଁ ପାପାର୍ଥକ ବଳିଦାନ ରୂପେ ପଲରୁ ଗୋଟିଏ ମାଈ ମେଣ୍ଢାଛୁଆ କିମ୍ବା ମାଈ ଛଳେିଛୁଆ ସଦାପ୍ରଭୁଙ୍କ ଛାମୁକୁ ଆଣିବ। ତା'ପରେ ଯାଜକ ତା'ର କୃତ ପାପର ପ୍ରାଯଶ୍ଚିତ କରାଇବ।

ଗଣନା ପୁସ୍ତକ 1:1

ଦ୍ବିତୀୟ ବର୍ଷର ଦ୍ବିତୀୟ ମାସ ପ୍ରଥମ ଦିନ ରେ ଇଶ୍ରାୟେଲର ଲୋକମାନେ ମିଶର ଛାଡିଲାପରେ, ସଦାପ୍ରଭୁ ସୀନଯ ମରୁଭୂମିରେ ସମାଗମ ତମ୍ବୁ ମଧିଅରେ ମଶାଙ୍କେୁ କହିଲେ,

ଗଣନା ପୁସ୍ତକ 15:11

ଏହି ରୂପେ ପ୍ରେତ୍ୟକକ ଗୋରୁ, ପ୍ରେତ୍ୟକକ ମଷେ, ପ୍ରେତ୍ୟକକ ମଷେବତ୍ସ ଅବା ଛାଗବତ୍ସ ସଦାପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗ ପାଇଁ ପ୍ରସ୍ତୁତ କରାୟିବା ଉଚିତ୍।

ଯିହୋଶୂୟ 7:14

'ପ୍ରଭାତ ରେ ତୁମ୍ଭେ ସମସ୍ତେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଠିଆ ହବେ। ସମସ୍ତ ପରିବାରବର୍ଗର ଲୋକମାନେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଦଣ୍ତାଯମାନ ହବେେ। ସଦାପ୍ରଭୁ ସମାନଙ୍କେ ମଧ୍ଯରକ୍ସ୍ଟ ଗୋଟିଏ ପରିବାରବର୍ଗଙ୍କକ୍ସ୍ଟ ବାଛିବେ। ଏହାପରେ ସହେି ପରିବାରବର୍ଗଟି ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଦଣ୍ତାଯମାନ ହବେ। ସଦାପ୍ରଭୁ ସହେି ପରିବାରବର୍ଗରକ୍ସ୍ଟ ଗୋଟିଏ ଗୋଷ୍ଠୀକକ୍ସ୍ଟ ବାଛିବେ ଏବଂ ସମାନେେ ସଦାପ୍ରଭୁଙ୍କ ଆଗ ରେ ଛିଡା ହବେେ। ତା'ପରେ ସହେି ଗୋଷ୍ଠୀରୁ ସେ ଗୋଟିଏ ପରିବାରକକ୍ସ୍ଟ ବାଛିବେ। ତା'ପରେ ସେ ସହେି ପରିବାରର ପ୍ରେତ୍ୟକକ ଲୋକଙ୍କକ୍ସ୍ଟ ନିରୀକ୍ଷଣ କରିବେ।

ପ୍ରଥମ ଶାମୁୟେଲ 7:9

ଶାମକ୍ସ୍ଟଯଲେ ଗୋଟିଏ ମେଣ୍ତାଛକ୍ସ୍ଟଆ ନେଲେ ଏବଂ ସଦାପ୍ରଭୁଙ୍କୁ ସଐର୍ଣ୍ଣ ହାମବେଳି ରୂପେ ଏହା ଉତ୍ସର୍ଗ କଲେ। ଶାମକ୍ସ୍ଟଯଲେ ଇଶ୍ରାୟେଲୀୟମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ସଦାପ୍ରଭୁ ଶାମୁୟେଲଙ୍କ ପ୍ରାର୍ଥନାର ଉତ୍ତର ଦେଲେ।

ଦିତୀୟ ବଂଶାବଳୀ 35:7

ଯୋଶିୟ ଇଶ୍ରାୟେଲର ଲୋକମାନଙ୍କୁ 30,000 ମଷେ ଓ ଛାଗ ନିସ୍ତାରପର୍ବ ବଳି ନିମନ୍ତେ ହତ୍ଯା କରିବାକୁ ଦେଲେ। ସେ ଆହୁରି ମଧ୍ଯ ଲୋକମାନଙ୍କୁ 3,000 ପଶୁପଲ ଦେଲେ। ଏହି ସମସ୍ତ ପଶୁ ରାଜା ଯୋଶିୟଙ୍କ ନିଜସ୍ବ ପଶୁପଲର ଥିଲା।

ଯିହିଜିକଲ 40:1

ମ୍ଭର ନିର୍ବାସନର ପଞ୍ଚବିଂଶ ବର୍ଷର, ଆରମ୍ଭ ରେ ମାସର ଦଶମ ଦିନ ରେ ସଦାପ୍ରଭୁଙ୍କ ଶକ୍ତି ମାେ ଉପ ରେ ଅଧିଷ୍ଠିତ ହେଲା। ଏହା ବାବିଲ ୟିରୁଶାଲମ ଅକ୍ତିଆର କରିବାର ଚତୁର୍ଦ୍ଦଶବର୍ଷ ପ ରେ ସହେିଦିନ ସଦାପ୍ରଭୁ ମାେତେ ସଠାେକୁ ଦର୍ଶନ ରେ ଆଣିଲେ।

ଯୋହନଲିଖିତ ସୁସମାଚାର 1:29

ତହିଁ ଆରଦିନ ଯୋହନ ଯୀଶୁଙ୍କୁ ତାହାଙ୍କ ପାଖକୁ ଆସିବାର ଦେଖିଲେ। ଯୋହନ କହିଲେ, ଏହି ଦେଖ, ପରମେଶ୍ବରଙ୍କର ମଷେଶାବକ। ସେ ପୃଥିବୀର ପାପ ବୋହି ନିଅନ୍ତି।

ଯୋହନଲିଖିତ ସୁସମାଚାର 1:36

ସେତବେେଳେ ଯୋହନ ଯୀଶୁଙ୍କୁ ୟିବାର ଦେଖିଲେ। ସେ କହିଲେ, ଦେଖ, ପରମେଶ୍ବରଙ୍କର ମଷେଶାବକ।

ଯୋହନଲିଖିତ ସୁସମାଚାର 12:1

ଯୀଶୁ ନିସ୍ତାରପର୍ବ ଉତ୍ସବର ଛଅ ଦିନ ପୂର୍ବରୁ ବେଥନିଆକୁ ଗଲେ। ଲାଜାର ବେଥନିଆ ରେ ରହୁଥିଲେ। (ଯାହାଙ୍କୁ ଯୀଶୁ ମୃତ୍ଯୁରୁ ଉେଠଇ ଥିଲେ))।

ଯୋହନଲିଖିତ ସୁସମାଚାର 12:12

ତହିଁ ଆରଦିନ ଲୋକମାନେ ୟିରୂଶାଲମ ରେ ଶୁଣିଲେ ଯେ, ଯୀଶୁ ସଠାେକୁ ଆସୁଛନ୍ତି। ଏହି ଲୋକମାନେ ଅନକେ ସଂଖ୍ଯା ରେ ନିସ୍ତାରପର୍ବ ପାଇଁ ଆସିଥିଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 5:7

ତୁମ୍ଭମାନେେ ସଂମ୍ପୂର୍ଣ୍ଣ ଭାବେ ନୂତନ ଗୁଳା ହବୋଲାଗି ତୁମ୍ଭମାନଙ୍କ ଭିତ ରେ ଥିବା ପୁରୁଣା ଖମୀରକୁ ସମ୍ପୂର୍ଣ୍ଣ ଭାବେ ବାହାର କରି ଦିଅ। ତୁମ୍ଭମାନେେ ସହେି ଖମୀର ଶୂନ୍ଯ ନିସ୍ତାର ପର୍ବର ରୋଟୀ ହଁ ଖ୍ରୀଷ୍ଟ ଆମ୍ଭର ନିସ୍ତାର ପର୍ବ ସୂଚକ ମେଣ୍ଢା ଯେ କି ଆମ୍ଭ ପାଇଁ ବଳି ହାଇେ ଯାଇଛନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:6

ସେତବେେଳେ ମୁଁ ସିଂହାସନର ମଝି ରେ ଜଣେ ମଷେଶାବକଙ୍କୁ ଦେଖିଲି। ତାହାଙ୍କ ଚାରିପାଖେ ଚାରୋଟି ଜୀବିତପ୍ରାଣୀ ଓ ପ୍ରାଚୀନମାନେ ଘରେି ରହିଥିଲେ। ବଳି ଦିଆଯାଇଥିବା ପରି ସେ ଦଖାେ ଯାଉଥିଲେ। ତାହାଙ୍କର ସାତାଟେି ଶିଙ୍ଗ ଓ ସାତାଟେି ଚକ୍ଷୁ ଥିଲା, ଏହି ସାତାଟେି ଚକ୍ଷୁ ପରମେଶ୍ବରଙ୍କର ସାତାଟେି ଆତ୍ମା, ଯାହାଙ୍କୁ ପୃଥବୀର ଚାରିଆଡ଼େ ପ୍ ରରେିତ କରାଯାଇଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:9

ତା'ପରେ ମୁଁ ବହୁତ ଲୋକଙ୍କୁ ଦେଖିଲି। ସେଠ ରେ ଏତେଲୋକ ଥିଲେ ଯେ, କହେି ସମାନଙ୍କେୁ ଗଣିପାରିବ ନାହିଁ। ସମାନେେ ପ୍ରେତ୍ୟକକ ଜାତି, ଗୋଷ୍ଠୀ, ବଂଶୀୟ ଓ ଭାଷାବାଦୀର ଲୋକ ଥିଲେ। ସହେି ଲୋକମାନେ ସିଂହାସନ ଓ ମଷେଶାବକଙ୍କ ସାମନା ରେ ଠିଆ ହାଇେଥିଲେ। ସମାନେେ ସମସ୍ତେ ଧଳା ରାଜ ପୋଷାକ ପିନ୍ଧିଥିଲେ। ସମାନଙ୍କେର ହାତ ରେ ଖଜୁରିବାହୁଙ୍ଗା ଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:8

ପୃଥିବୀ ରେ ରହୁଥିବା ସମସ୍ତ ଲୋକମାନେ ସହେି ପଶୁକୁ ପୂଜା କରିବେ। ପୃଥିବୀ ଆରମ୍ଭରୁ ଏହି ଲୋକମାନଙ୍କର ନାମ ମଷେଶାବକଙ୍କ ଜୀବନ ପୁସ୍ତକରେ ଲଖାେ ହାଇନୋହିଁ। ଏହି ମଷେଶାବକଙ୍କୁ ବଧ କରାଯାଇଥିଲା।

Interlinear

Choose Theme