Home Bibles ଯାତ୍ରା ପୁସ୍ତକ 14:15 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 14:15 · ଓଡ଼ିଆ ବାଇବେଲ

ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭମାନେେ କାହିଁକି ମାେ ପାଖ ରେ କ୍ରନ୍ଦନ କରୁଛ? ଇଶ୍ରାୟେଲୀୟମାନଙ୍କୁ କୁହ ସମାନେେ ଆଗକୁ ମାଡି ଚାଲନ୍ତୁ।

Cross references

ଯାତ୍ରା ପୁସ୍ତକ 17:4

ତେଣୁ ମାଶାେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ ଓ କହିଲେ, ମୁଁ ଏହି ଲୋକମାନଙ୍କ ପାଇଁ କ'ଣ କରିବି? ସମାନେେ ମାେତେ ପଥର ମାରି ହତ୍ଯା କରିବାକୁ ପ୍ରସ୍ତୁତ।

ଯିହୋଶୂୟ 7:10

ତେଣୁ ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ, ତୁମ୍ଭେ କାହିଁକି ଏପରି ଅଧମକ୍ସ୍ଟଖ ହାଇେ ଭୂମିରେ ପଡିଅଛ? ଛିଡା ହକ୍ସ୍ଟଅ!

ଦିତୀୟ ରାଜାବଳୀ 20:11

ତା'ପରେ ଯିଶାଇୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ଏଥି ରେ ସଦାପ୍ରଭୁ ଛାଯା କଲେ ଯେ, ଦଶ ପାଉଣ୍ତ ଆଗକୁ ୟାଇ ପଛକୁ ଘୁଞ୍ଚି ଆସିଲ।

ଏଜ୍ରା 10:4

ହେ ଏଜ୍ରା, ଉଠନ୍ତୁ, କାରଣ ଏହା ତୁମ୍ଭ ଉପରେ ଏହି କାର୍ୟ୍ଯର ଭାର ଅଛି, ତେଣୁ ଆମ୍ଭମାନେେ ତୁମ୍ଭକୁ ସାହାୟ୍ଯ କରିବୁ। ସାହସିକ ହାଇେ ଏହି କାର୍ୟ୍ଯ କରନ୍ତୁ।

ନିହିମିୟା 9:9

ତୁମ୍ଭେ ମିଶରଠା ରେ ଆମ୍ଭ ପୂର୍ବପୁରୁଷଗଣର କ୍ଲେଶ ଦେଖିଲ ଓ ସୂଫ ସାଗର ନିକଟରେ ସମାନଙ୍କେର କ୍ରନ୍ଦନ ଶୁଣିଲ।

Interlinear

Choose Theme