ଗଣନା ପୁସ୍ତକ 15:11 · ଓଡ଼ିଆ ବାଇବେଲ
ଏହି ରୂପେ ପ୍ରେତ୍ୟକକ ଗୋରୁ, ପ୍ରେତ୍ୟକକ ମଷେ, ପ୍ରେତ୍ୟକକ ମଷେବତ୍ସ ଅବା ଛାଗବତ୍ସ ସଦାପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗ ପାଇଁ ପ୍ରସ୍ତୁତ କରାୟିବା ଉଚିତ୍।
Cross references
ଯାତ୍ରା ପୁସ୍ତକ 12:3
ଏହି ଆଜ୍ଞା ସମଗ୍ର ଇଶ୍ରାୟେଲୀମାନଙ୍କ ପାଇଁ ଥିଲା। ଏହି ମାସର ଦଶମ ଦିନଟି ରେ ପ୍ରେତ୍ୟକକ ଲୋକ ଗୋଟିଏ ମଷେ ଶାବକ ଆପଣା ପରିବାରମାନଙ୍କ ପାଇଁ ନବେ।
ଗଣନା ପୁସ୍ତକ 29:6
ଅମାବାସ୍ଯା ରେ ନିତ୍ଯ ହାମବେଳି ସହିତ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଏ ସମସ୍ତ ଉତ୍ସର୍ଗ କରିବ। ଏହା ସଦାପ୍ରଭୁଙ୍କୁ ସୁବାସିତ ଉପହାର ହବେ।