Home Bibles ଯାତ୍ରା ପୁସ୍ତକ 10:6 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 10:6 · ଓଡ଼ିଆ ବାଇବେଲ

ପଙ୍ଗପାଳଦଳ ତୁମ୍ଭର ଗୃହ, ତୁମ୍ଭର କର୍ମଚାରୀମାନଙ୍କର ଗୃହ ଏପରିକି ମିଶରର ସମସ୍ତ ଗୃହ ପଙ୍ଗପାଳ ରେ ପୂର୍ଣ୍ଣ ହାଇଯେିବ। ଏତେ ପଙ୍ଗପାଳ ତୁମ୍ଭର ପୂର୍ବପୁରୁଷଗଣ ପୂର୍ବରୁ କବେେ ଦେଖି ନଥିବେ। ଏପରିକି ମିଶରକୁ ତୁମ୍ଭର ପୂର୍ବପୁରୁଷଗଣ ଆସିବା ଦିନଠାରୁ ବର୍ତ୍ତମାନ ୟାଏ ଏତେ ପଙ୍ଗପାଳ ହାଇେ ନଥିବ।' ଏହାପରେ ମାଶାେ ଫାରୋଙ୍କ ନିକଟରୁ ବିଦାଯ ନେଲେ।

Cross references

ଯାତ୍ରା ପୁସ୍ତକ 8:3

ନୀଳନଦୀ ସଂପୂର୍ଣ୍ଣ ବେଙ୍ଗ ରେ ପରିପୂର୍ଣ୍ଣ ହବେ। ସମାନେେ ନଦୀରୁ ଆସି ତୁମ୍ଭର ଘ ରେ ପଶିବେ। ସମାନେେ ତୁମ୍ଭର ଶଯନ କକ୍ଷ ଓ ଶୟେ ରେ ପଡି ରହିବେ ଏବଂ ସମାନେେ ତୁମ୍ଭର ଅଧିକାରୀଗଣଙ୍କ ଓ ତୁମ୍ଭ ଲୋକମାନଙ୍କ ଗୃହ ରେ ପ୍ରବେଶ କରିବେ ଏବଂ ବେଙ୍ଗଗୁଡିକ ତୁମ୍ଭର ଜଳପାତ୍ର, ଅଧିକାରୀମାନଙ୍କର ଚୁଲ୍ଲୀ ରେ ପ୍ରବେଶ କରିବେ।

ଯାତ୍ରା ପୁସ୍ତକ 8:21

ଯଦି ତୁମ୍ଭେ ମାରେ ଲୋକମାନଙ୍କୁ ୟିବାକୁ ନଦିଅ ତବେେ ମାଛିମାନଙ୍କ ଦ୍ବାରା ତୁମ୍ଭର ଗୃହ ପରିପୂର୍ଣ୍ଣ ହବେ। ଏବଂ ମାଛିମାନେ ତୁମ୍ଭ ଉପରେ, ତୁମ୍ଭର ଲୋକମାନଙ୍କ ଉପରେ, ତୁମ୍ଭର କର୍ମଚାରୀମାନଙ୍କ ଉପରେ ବ୍ଯାପିଯିବେ। ମିଶରର ସମସ୍ତ ଗୃହ ମାଛି ରେ ପରିପୂର୍ଣ୍ଣ ହବେ। ଏବଂ ମାଛିମାନଙ୍କ ଦ୍ବାରା ମଧ୍ଯଭୂମି ପରିପୂର୍ଣ୍ଣ ହବେ।

ଯାତ୍ରା ପୁସ୍ତକ 9:18

ତେଣୁ, ଆସନ୍ତାକାଲି ଏହି ସମୟରେ, ମୁଁ ଏକ ଭୟଙ୍କର ଶିଳା ବୃଷ୍ଟି କରିବି। ଏପରି ଶିଳାବୃଷ୍ଟି ମିଶର ରେ କବେବେି ହାଇେ ନଥିବ। ଏପରିକି ମିଶର ଏକ ଦେଶ ହେଲାଠାରୁ ହାଇନେଥିବ।

ଯାତ୍ରା ପୁସ୍ତକ 9:24

ମିଶରର ଉତ୍ପତ୍ତିଠାରୁ ଏପରି ଶିଳାବୃଷ୍ଟି, ବିଜୁଳି ମାରିବା କବେବେି ହାଇେ ନଥିଲା।

ଯାତ୍ରା ପୁସ୍ତକ 10:11

ଆରମ୍ଭରୁ ଯେଉଁ ଲୋକମାନଙ୍କୁ ତୁମ୍ଭେ ପ୍ରସ୍ତାବ କରିଅଛ, କବଳେ ସହେି ଲୋକମାନେ ସଦାପ୍ରଭୁଙ୍କୁ ଉପାସନା କରିବା ପାଇଁ ଯିବେ। କିନ୍ତୁ ସବୁଲୋକମାନେ ୟାଇ ପାରିବେ ନାହିଁ। ଏହାପରେ ସେ ହାରୋଣ ଓ ମାଶାଙ୍କେୁ ବିଦାଯ ଦେଲେ।

ଯାତ୍ରା ପୁସ୍ତକ 10:14

ପଙ୍ଗପାଳ ଦଳ ଉଡିଆସି ମିଶର ଦେଶ ରେ ଭୂମିସ୍ଥ ହେଲେ। ଏତେ ସଂଖ୍ଯା ରେ ପଙ୍ଗପାଳଦଳ ଆସିଲେ ଯେ ପୂର୍ବରୁ ଏତେ ସଂଖ୍ଯକ ପଙ୍ଗପାଳ ଦଳ ମିଶର ରେ କଦାପି ଦଖାୟୋଇ ନଥିଲେ।

ଯାତ୍ରା ପୁସ୍ତକ 11:6

ମିଶର ରେ ଏକ ମହାରୋଦନ ହବେ। ଯାହା ପୂର୍ବେ ହାଇେ ନାହିଁ କି କବେେ ହବେ ନାହିଁ।

ଯାତ୍ରା ପୁସ୍ତକ 11:8

ଏହାପରେ ତୁମ୍ଭମାନଙ୍କର ସମସ୍ତ ଅଧିକାରୀଗଣ ମାେ ନିକଟକୁ ଆସିବେ ଏବଂ ମାେ ଆଗ ରେ ମଥାନତ କରିବେ। ସମାନେେ କହିବେ, ସମସ୍ତ ଲୋକମାନଙ୍କ ସହିତ ବାହାରି ୟାଅ। ଏହାପରେ ମୁଁ ୟିବି। ତା'ପରେ କୋର୍ଧ ରେ ମାଶାେ ଫାରୋଙ୍କୁ ପରିତ୍ଯାଗ କଲେ।'

ଯୋୟେଲ 2:2

ତାହା ଏକ ଅନ୍ଧାକାର ଓ ତମସାଚ୍ଛାନ୍ନ ଦିନ, ତାହା ନିବିଡ ଅନ୍ଧକାର ଓ ମଘାେଛନ୍ନ ଦିନ ହବେ। ସୂର୍ େଯ୍ଯାଦଯ ରେ ପର୍ବତ ଉପ ରେ ସୈନ୍ଯମାନେ ଘରେି ୟାଇଥିବାର ତୁମ୍ଭେ ଦେଖିବ। ସମାନେେ ମହାନ୍ ଶକ୍ତିଶାଳୀ ସୈନ୍ଯବାହିନୀ ହବେେ। ପୂର୍ବରୁ ଏପରି କବେେ ହାଇନୋହିଁ, ଆଉ ମଧ୍ଯ ଏହା ପୁନର୍ବାର କବେେ ହବେ ନାହିଁ।

ଯୋୟେଲ 2:9

ସମାନେେ ନଗର ଆଡକୁ ଦୌଡ଼ନ୍ତିନ୍ତି। ସମାନେେ ଦ୍ରୁତଗତି ରେ କାନ୍ଥଗୁଡିକ ଆରୋହଣ କରନ୍ତି। ଘରଗୁଡିକରେ ଆରୋହଣ କରନ୍ତି। ଚୋର ପରି ଝରକାବାଟେ ପ୍ରବେଶ କରନ୍ତି।

ଏବ୍ରୀ 11:27

ନିଜ ବିଶ୍ବାସ କାରଣରୁ ମାଶାେ ମିଶର ଦେଶ ଛାଡ଼ିଲେ। ସେ ରାଜାଙ୍କର କୋରଧ ପ୍ରତି ଭୟଭୀତ ନ ଥିଲେ। ସେ ଅନ୍ୟମାନଙ୍କୁ ଅଦୃଶ୍ଯ ପରମେଶ୍ବରଙ୍କୁ ଦେଖି ପାରିଲା ଭଳି ନିଜ ବିଶ୍ବାସ ରେ ଦୃଢ଼ ଥିଲେ।

Interlinear

Choose Theme