Home Bibles ଯାତ୍ରା ପୁସ୍ତକ 10:11 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 10:11 · ଓଡ଼ିଆ ବାଇବେଲ

ଆରମ୍ଭରୁ ଯେଉଁ ଲୋକମାନଙ୍କୁ ତୁମ୍ଭେ ପ୍ରସ୍ତାବ କରିଅଛ, କବଳେ ସହେି ଲୋକମାନେ ସଦାପ୍ରଭୁଙ୍କୁ ଉପାସନା କରିବା ପାଇଁ ଯିବେ। କିନ୍ତୁ ସବୁଲୋକମାନେ ୟାଇ ପାରିବେ ନାହିଁ। ଏହାପରେ ସେ ହାରୋଣ ଓ ମାଶାଙ୍କେୁ ବିଦାଯ ଦେଲେ।

Cross references

ଯାତ୍ରା ପୁସ୍ତକ 5:4

କିନ୍ତୁ ଫାରୋ ସମାନଙ୍କେୁ କହିଲେ, ମାଶାେ ଏବଂ ହାରୋଣ, ତୁମ୍ଭମାନେେ ମାରେ କର୍ମୀମାନଙ୍କୁ କାର୍ୟ୍ଯରୁ ନିବୃତ୍ତ କରୁଅଛ। ସମାନଙ୍କେୁ ସମାନଙ୍କେର କାର୍ୟ୍ଯ କରିବାକୁ ଦିଅ!

ଯାତ୍ରା ପୁସ୍ତକ 10:28

ଏହାପରେ ଫାରୋ ମାଶାଙ୍କେୁ କହିଲେ, ମାେ ନିକଟରୁ ଦୂର ହୁଅ। ମୁଁ ତୁମ୍ଭର ମୁଖ ଯେପରି ଆଉ ନ ଦେଖେ। ଯଦି ମୁଁ ତୁମ୍ଭକୁ ପୁଣି ଦେଖେ, ତୁମ୍ଭେ ମୃତ୍ଯୁବରଣ କରିବ।

ଗୀତସଂହିତା 52:3

ତୁମ୍ଭେ ସୁକର୍ମ ଅପେକ୍ଷା କୁକର୍ମକୁ ଅଧିକ ଭଲ ପାଉଛ। ତୁମ୍ଭେ ସତ କହିବା ଅପେକ୍ଷା, ମିଥ୍ଯା କହିବାକୁ ଅଧିକ ଭଲ ପାଉଛ।

ଗୀତସଂହିତା 119:69

ଯେଉଁ ଲୋକମାନେ ଭାବନ୍ତି ସମାନେେ ମାଠାରୁେ ଉତ୍ତମ, ସମାନେେ ମାେ ବିଷଯରେ ମିଥ୍ଯା କହିଛନ୍ତି। କିନ୍ତୁ ହେ ସଦାପ୍ରଭୁ, ମୁଁ ହୃଦଯ ଅନ୍ତକରଣ ସହକାରେ ତୁମ୍ଭର ନିର୍ଦ୍ଦେଶ ଅନୁସରଣ କରିଅଛି।

Interlinear

Choose Theme