ଯାତ୍ରା ପୁସ୍ତକ 8:21 · ଓଡ଼ିଆ ବାଇବେଲ
ଯଦି ତୁମ୍ଭେ ମାରେ ଲୋକମାନଙ୍କୁ ୟିବାକୁ ନଦିଅ ତବେେ ମାଛିମାନଙ୍କ ଦ୍ବାରା ତୁମ୍ଭର ଗୃହ ପରିପୂର୍ଣ୍ଣ ହବେ। ଏବଂ ମାଛିମାନେ ତୁମ୍ଭ ଉପରେ, ତୁମ୍ଭର ଲୋକମାନଙ୍କ ଉପରେ, ତୁମ୍ଭର କର୍ମଚାରୀମାନଙ୍କ ଉପରେ ବ୍ଯାପିଯିବେ। ମିଶରର ସମସ୍ତ ଗୃହ ମାଛି ରେ ପରିପୂର୍ଣ୍ଣ ହବେ। ଏବଂ ମାଛିମାନଙ୍କ ଦ୍ବାରା ମଧ୍ଯଭୂମି ପରିପୂର୍ଣ୍ଣ ହବେ।
Cross references
ଗୀତସଂହିତା 78:45
ପରମେଶ୍ବର ସମାନଙ୍କେ ମଧ୍ଯରୁ ଦଂଶକ ଝିଙ୍କ ପଠାଇଲେ। ସସବେୁ ସମାନଙ୍କେୁ ଗ୍ରାସ କଲେ ଓ ସମାନଙ୍କେୁ ବିନାଶ କଲେ।
ଗୀତସଂହିତା 105:31
ପରମେଶ୍ବର ଆଜ୍ଞା ଦେଲେ, ଦଂଶନକାରୀ ଝାଙ୍କ, ଉକୁଣିଆ ପୋକ ଆସି ସବୁଆଡ଼େ ଭର୍ତ୍ତି ହାଇଗେଲେ।
ଯିଶାଇୟ 7:18
ସସହି ସମୟଲର ସଦାପ୍ରଭୁ ମକ୍ଷିକାକୁ ଆହ୍ବାନସଦଲବ।ସସହି ମକ୍ଷିକା ମିଶରସର ନଦୀ ନିକଟଲର ଅଛି। ବର୍ତ୍ତମାନ ମଧୁମକ୍ଷିକା ଅଶୂରସଦଶସର ଅଛନ୍ତି ଏହି ଶତ୍ରୁଗଣ ତୁମ୍ଭ ରାଜ୍ଯକୁ ଆସିଲବ।