ଏଷ୍ଟର ବିବରଣ 1:18 · ଓଡ଼ିଆ ବାଇବେଲ
ପାରସ୍ଯ ଓ ମାଦିଯାର ଉଚ୍ଚକୁଳୀନା ସ୍ତ୍ରୀଗଣ ରାଣୀର ଏହି କର୍ମର ସମାଗ୍ଭର ଆଜି ଶୁଣି ଅଛନ୍ତି, ସମାନେେ ରାଜାର ସମସ୍ତ ଅଧିପତିଙ୍କୁ ଏହିପରି କରିବେ। ତହିଁରୁ ଅତିଶଯ ନିନ୍ଦା ଓ କୋରଧ ଉତ୍ପନ୍ନ ହବେ।
Cross references
ବିଚାରକର୍ତାମାନଙ୍କ ବିବରଣ 5:29
ତା'ର ସବୁଠକ୍ସ୍ଟଁ ଜ୍ଞାନବତୀ ସହଚରୀ ତାଙ୍କୁ ଉତ୍ତର ଦଲୋ, ପ୍ରକୃତ ରେ ସେ ତାକକ୍ସ୍ଟ ଏକ ଉତ୍ତର ଦଲୋ।
ପ୍ରଥମ ରାଜାବଳୀ 11:3
ଶଲୋମନଙ୍କର 700 ରାଜପତ୍ନୀ ଥିଲେ। ଏହି ସ୍ତ୍ରୀମାନେ ଅନ୍ୟ ଦେଶର ଅଧ୍ଯକ୍ଷମାନଙ୍କର କନ୍ଯା ଥିଲେ। ଆଉ ତାଙ୍କର 300 ଉପପତ୍ନୀ ଥିଲେ। ତାଙ୍କର ପତ୍ନୀମାନେ ତାଙ୍କୁ ବିପଥଗାମୀ କରାଇଲେ।