ଇଶ୍ରାୟେଲର ସମଗ୍ର ଲୋକେ ରାଜାଙ୍କର ନ୍ଯାଯ ବିଗ୍ଭର ଶୁଣିଲେ ଓ ତାଙ୍କୁ ଭକ୍ତି ଓ ସମ୍ମାନ କଲେ। କାରଣ ସମାନେେ ଜାଣିଲେ ରାଜାଙ୍କର ବିଗ୍ଭର କରିବା ନିମନ୍ତେ ତାଙ୍କ ହୃଦଯ ରେ ପରମେଶ୍ବରଙ୍କ ଦତ୍ତ ଜ୍ଞାନ ରହିଛି।
Cross references
ସହେିଦିନ ଇଶ୍ରାୟେଲୀୟମାନେ ଦେଖିଛନ୍ତି ସଦାପ୍ରଭୁଙ୍କର ସହେି ମହାନ୍ ଶକ୍ତି ଯେତବେେଳେ ସେ ମିଶରୀଯମାନଙ୍କୁ ପରାସ୍ତ କଲେ। ତେଣୁ ଲୋକମାନେ ସଦାପ୍ରଭୁଙ୍କୁ ଭୟ କଲେ ଓ ସମ୍ମାନ ଦେଲେ। ସମାନେେ ସଦାପ୍ରଭୁ ଓ ତାଙ୍କର ଦସେ ମାଶାଙ୍କେଠା ରେ ବିଶ୍ବାସ ରଖିଲେ।
ସହେିଦିନ ସଦାପ୍ରଭୁ ଇଶ୍ରାୟେଲର ଲୋକମାନଙ୍କୁ ଆଗ ରେ ଯିହାଶୂେୟଙ୍କକ୍ସ୍ଟ ସମ୍ଭ୍ରାନ୍ତ କଲେ। ତହିଁରେ ଲୋକମାନେ ମାଶାଙ୍କେକ୍ସ୍ଟ ଯେପରି ଭୟ କରୁଥିଲେ, ସମ୍ମାନ କରୁଥିଲେ, ସହେିପରି ତାଙ୍କର ଜୀବନସାରା ତାଙ୍କୁ ଭୟ ଓ ସମ୍ମାନ କଲେ।
ତେଣୁ ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କୁ ଡାକିଲେ, ସହେି ସମୟରେ ସଦାପ୍ରଭୁ ମେଘଗର୍ଜନ ଓ ବୃଷ୍ଟି ପଠାଇଲେ। ତେଣୁ ସବକ୍ସ୍ଟଲୋକ ସଦାପ୍ରଭୁ ଓ ଶାମୁୟେଲଙ୍କୁ ଭୟ କଲେ।
ତେଣୁ ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି, ଠିକ୍ ଓ ଭୂଲ୍ ବାଛିବା ପାଇଁ ତୁମ୍ଭେ ମାେତେ ଜ୍ଞାନ ଦିଅ ଓ ବୁଦ୍ଧି ଦିଅ। ମାେତେ ଜ୍ଞାନ ଦିଅ ଯେପରି ମୁଁ ଲୋକମାନଙ୍କୁ ନ୍ଯାଯ ସହିତ ଶାସନ ଓ ବିଗ୍ଭର କରିପା ରେ। କାରଣ ଏହା ବିନା ଏହି ମହା ଗୋଷ୍ଠୀର କିଏ ନ୍ଯାଯ କରିପାରିବ?
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ପ୍ରଶଂସା କର। ସେ ଆପଣଙ୍କୁ ଇଶ୍ରାୟେଲର ସିଂହାସନ ରେ ବସାଇବାକୁ ଆପଣଙ୍କ ପ୍ରତି ସନ୍ତୁଷ୍ଟ ହେଲେ। ସଦାପ୍ରଭୁ ପରମେଶ୍ବର ଚିରକାଳ ଇଶ୍ରାୟେଲକୁ ପ୍ ରମେ କରନ୍ତି। ତେଣୁ ସେ ଉଚିତ ବିଗ୍ଭର ଓ ନ୍ଯାଯ କରିବାକୁ ଆପଣଙ୍କୁ ରାଜା କଲେ।
ସମସ୍ତ ନେତାଗଣ, ସୈନ୍ଯଗଣ ଓ ରାଜା ଦାଉଦଙ୍କର ପୁତ୍ରଗଣ ଶଲୋମନଙ୍କୁ ରାଜାରୂପେ ସ୍ବୀକାର କଲେ ଓ ତାଙ୍କର ବାଧ୍ଯ ହେଲେ।
ହେ ଏଜ୍ରା, ତୁମ୍ଭ ପରମେଶ୍ବରଙ୍କ ବିଷଯକ ଯେଉଁଜ୍ଞାନ ତୁମ୍ଭ ହସ୍ତ ରେ ଅଛି, ତଦନୁସା ରେ ନଦୀ ସପୋରିସ୍ଥ ସମସ୍ତ ଲୋକଙ୍କର ବିଗ୍ଭରାର୍ଥେ ଯେଉଁମାନେ ତୁମ୍ଭ ପରମେଶ୍ବରଙ୍କ ବ୍ଯବସ୍ଥା ଜାଣନ୍ତି, ଏପରି ଶାସନକର୍ତ୍ତା ଓ ବିଗ୍ଭରକର୍ତ୍ତାମାନଙ୍କୁ ତୁମ୍ଭେ ନିୟୁକ୍ତି କର। ଆଉ ଯେ ତାହା ନ ଜାଣେ ତାହାକୁ ତୁମ୍ଭେ ଶିକ୍ଷା ଦିଅ।
ରାଜାଙ୍କୁ ସାହାୟ୍ଯ କର, ୟପରେି ସମାନେେ ତୁମ୍ଭର ଲୋକମାନଙ୍କୁ ସୁବିଚାର ଦଇେ ପାରିବେ। ତାଙ୍କୁ ସାହାୟ୍ଯ କର, ୟପରେି ସମାନେେ ଗରିବ ଲୋକମାନଙ୍କୁ ଉଚିତ୍ ବ୍ଯବହାର କରିବେ।
ରାଜା ଧନହୀନ ଲୋକମାନଙ୍କ ପ୍ରତି ନ୍ଯାଯକାରୀ ରୁହନ୍ତୁ। ସେ ଅସହାୟ ଲୋକମାନଙ୍କୁ ସହାୟତା କରନ୍ତୁ। ସେ ଏମାନଙ୍କ ଉପରେ ଉପଦ୍ରବ କରୁଥିବା ଲୋକମାନଙ୍କୁ ଦଣ୍ଡିତ କରନ୍ତୁ।
ମାେ ମାଧ୍ଯମ ରେ ରାଜାମାନେ ରାଜତ୍ବ କରନ୍ତି। ଶାସନକର୍ତ୍ତାମାନେ ମାେ ଦ୍ବାରା ଯଥାର୍ଥ ବିଚାର କରନ୍ତି।
ହେ ମାରେ ପୁତ୍ର, ସଦାପ୍ରଭୁଙ୍କୁ ଓ ରାଜାଙ୍କୁ ଭୟ କର। ସହେି ଲୋକମାନଙ୍କ ସହିତ ଜଡିତ ହୁଅ ନାହିଁ। ଯେଉଁମାନେ ସମାନଙ୍କେର ବିପକ୍ଷ ରେ ଅଛନ୍ତି।
ବିଷଯ ଗୋପନ କରିବା ପରମେଶ୍ବରଙ୍କ ଗୌରବ। ଏହି ବିଷଯ ଅନୁସନ୍ଧାନ କରିବା ରାଜାଙ୍କର ଗୌରବ।
ନଗର ରେ ଥିବା ଦଶଜଣ ଶାସନକର୍ତ୍ତା ଅପେକ୍ଷା ଜ୍ଞାନ, ଜ୍ଞାନୀ ବ୍ଯକ୍ତିକୁ ଅଧିକ ଶକ୍ତି ଦିଏ।
ତା'ପ ରେ ସଦାପ୍ରଭୁ ବିଚାର ନିମନ୍ତେ ବିଚାରକଙ୍କୁ ବିଚାର ଜନିତ ଆତ୍ମା ଓ ଯେଉଁମାନେ ନଗରଦ୍ବାର ରେ ୟୁଦ୍ଧ ରେ ଫରୋଇ ଦିଅନ୍ତି ସମାନଙ୍କେ ପାଇଁ ବଳସ୍ବରୂପ ହବେେ।
ସେ ସମୟ ଓ ଋତୁ ପରିବର୍ତ୍ତନ କରନ୍ତି। ସେ ରାଜାମାନଙ୍କୁ ପଦଚ୍ଯୁତ କରନ୍ତି ଓ ରାଜାମାନଙ୍କୁ ରାଜପଦ ଦିଅନ୍ତି। ସେ ଜ୍ଞାନୀମାନଙ୍କୁ ଜ୍ଞାନ ଓ ବୁଦ୍ଧିମନ୍ତ ମାନଙ୍କୁ ସୁବିବଚେନା ଦିଅନ୍ତି।
ତତ୍ପ ରେ ଦାନିୟେଲଙ୍କୁ ରାଜା କହିଲେ, ମୁଁ ଜାଣେ ତୁମ୍ଭର ପରମେଶ୍ବର ସମସ୍ତ ଈଶ୍ବରଗଣର ପରମେଶ୍ବର ଓ ରାଜଗଣର ସଦାପ୍ରଭୁ ଓ ଯେ ଗୁପ୍ତ ବିଷଯଗୁଡିକର ପ୍ରକାଶକୁ ଆଣନ୍ତି। କାରଣ ତୁମ୍ଭେ ମାେତେ ଏହି ନିଗୂଢ କଥା ପ୍ରକାଶ କରିବାକୁ ସମର୍ଥ ଅଟ।
ତୁମ୍ଭ ରାଜ୍ଯ ରେ ଜଣେ ଲୋକ ଅଛନ୍ତି, ଯାହାଙ୍କ ଅନ୍ତର ରେ ପବିତ୍ର ଦବଗେଣ ଆତ୍ମା ବିରାଜିତ। ପୁଣି ତୁମ୍ଭ ପିତାଙ୍କ ସମୟରେ ଦବଗେଣର ଜ୍ଞାନତୁଲ୍ଯ ବୁଦ୍ଧି ଓ ଜ୍ଞାନଦୀପ୍ତି ତାଙ୍କଠା ରେ ପ୍ରକାଶିତ ହାଇେଥିଲା। ଆଉ ତୁମ୍ଭର ପିତା ରାଜା ନବୂଖଦ୍ନିତ୍ସର ତାଙ୍କୁ ମନ୍ତ୍ରଜ୍ଞ, ଗଣକ କଲଦୀଯ ଓ ଶୁଭାଶୁଭବାଦୀମାନଙ୍କ ଉପ ରେ ପ୍ରଧାନ କରି ନିୟୁକ୍ତ କରିଥିଲେ।
କିନ୍ତୁ ପରମେଶ୍ବରଙ୍କ ଦ୍ବାରା ଆହୂତ ଉଭୟ ୟିହୁଦୀ ଓ ଅଣଯିହୂଦୀମାନଙ୍କ ପାଇଁ ଖ୍ରୀଷ୍ଟ ପରମେଶ୍ବରଙ୍କ ଶକ୍ତି ଓ ପରମେଶ୍ବରଙ୍କ ଜ୍ଞାନ ସ୍ବରୂପ ଅଟନ୍ତି।
କବଳେ ପରମେଶ୍ବର ହିଁ ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତା ରେ ଅଂଶୀ କରାଇଛନ୍ତି। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ବରଙ୍କ ଆଗତ ଜ୍ଞାନ। ଖ୍ରୀଷ୍ଟଙ୍କ ହତେୁ ଆମ୍ଭେ ପରମଶ୍ବରଙ୍କ ଦୃଷ୍ଟି ରେ ଧାର୍ମିକ ଏବଂ ଆମ୍ଭମାନଙ୍କର ପାପରୁ ମୁକ୍ତି ପାଇ ପବିତ୍ର ହାଇେଛୁ।
ଖ୍ରୀଷ୍ଟଙ୍କଠା ରେ ଜ୍ଞାନ ଓ ବିଜ୍ଞତାର ଭଣ୍ଡାର ସୁରକ୍ଷିତ ରଖା ହାଇେଛି।