Home Bibles ଏଷ୍ଟର ବିବରଣ 1:21 · ଓଡ଼ିଆ ବାଇବେଲ
ଏଷ୍ଟର ବିବରଣ 1:21 · ଓଡ଼ିଆ ବାଇବେଲ

ଏହି କଥା ରେ ରାଜା ଓ ଅଧିପତିଗଣ ସନ୍ତୁଷ୍ଟ ହବୋରୁ ରାଜା ମମୁଖନର ପରାମର୍ଶାନୁସା ରେ କର୍ମକଲା।

Cross references

ଆଦି ପୁସ୍ତକ 41:37

ସେତବେେଳେ ରାଜା ଫାରୋ ଏବଂ ତାଙ୍କର ଦାମମାନଙ୍କ ଦୃଷ୍ଟି ରେ ଏହା ଉତ୍ତମ ଜ୍ଞାନ ବୋଧ ହେଲା।

ଏଷ୍ଟର ବିବରଣ 1:19

ଏଥିପାଇଁ ଯଦି ମହାରାଜା ସନ୍ତୁଷ୍ଟ ହୁଅନ୍ତି, ତବେେ ବଷ୍ଟୀ ଅକ୍ଷଶ୍ବରେଶ ରାଜା ନିକଟକୁ ଆଉ ନ ଆସିବାକୁ ରାଜାଜ୍ଞା ଶ୍ରୀଛାମୁରୁ ପ୍ରକାଶିତ ହେଉ। ଏବଂ ଏହା ପାରସିକ ଓ ମାଦୀଯ ବ୍ଯବସ୍ଥା ମଧିଅରେ ଲିଖିତ ହେଉ, ଯାହା ପରିବର୍ତ୍ତନ କରାୟାଇ ପାରିବ ନାହିଁ। ପୁଣି ମହାରାଜା ତାଙ୍କର ରାଣୀପଦ ତାହାଠାରୁ ଉତ୍ତମା ଏକ ସ୍ତ୍ରୀକୁ ଦିଅନ୍ତୁ।

ଏଷ୍ଟର ବିବରଣ 2:4

ଏହାପରେ ଯେଉଁ କନ୍ଯା ମହାରାଜାଙ୍କର ତୁଷ୍ଟୀକାରୀଣୀ ହବେ, ସେ ବଷ୍ଟୀ ବଦଳେ ରାଣୀ ହବେ। ଏହି କଥା ରେ ରାଜା ସନ୍ତାଷେ ହବୋରୁ ସେ ଏପରି କଲା।

Interlinear

Choose Theme