Home Bibles ☰ Books ଦିତୀୟ ବିବରଣ 24:15 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 24:15 · ଓଡ଼ିଆ ବାଇବେଲ

ସନ୍ଧ୍ଯା ପୂର୍ବରକ୍ସ୍ଟ ତାହାକକ୍ସ୍ଟ ତାହାର ବତନେ ଦବେ। କାରଣ ସେ ଦକ୍ସ୍ଟଃଖୀ ଲୋକ ତହିଁ ଉପରେ ତାହାର ମନ ଥାଏ। କଜାେଣି ସେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ସଦାପ୍ରଭୁଙ୍କୁ ଡାକ ପକାଇବ, ତହିଁରେ ତୁମ୍ଭର ପାପ ହବେ।

Cross references

ଯାତ୍ରା ପୁସ୍ତକ 22:23

ଯଦି ତୁମ୍ଭେ କହେି ଅସହାୟ ବିଧବା କିମ୍ବା ପିତାମାତାହୀନ ଅନାଥଙ୍କର କିଛି ଅନିଷ୍ଟ କର ତବେେ ମୁଁ ତାଙ୍କର ଦୁଃଖ ଶୁଣିବି।

ଲେବୀୟ ପୁସ୍ତକ 19:13

ତୁମ୍ଭମାନେେ ଆପଣା ପ୍ରତିବେଶୀ ପ୍ରତି ଅନ୍ଯାଯ କରିବ ନାହିଁ ଓ ତାଙ୍କଠାରୁ ଚୋରି କରିବ ନାହିଁ। ପୁଣି ବତନଜେୀବିର ବତନେ ରାତ୍ରିଠାରୁ ସକାଳ ୟାଏ ତୁମ୍ଭ ପାଖ ରେ ରହିବ ନାହିଁ।

ଦିତୀୟ ବିବରଣ 15:9

ଏପରି କାହାକକ୍ସ୍ଟ ଋଣ ଦବୋକକ୍ସ୍ଟ ମନା କର ନାହିଁ, ଯେ ହତେକ୍ସ୍ଟ ଋଣ କ୍ଷମାର ବର୍ଷ ନିକଟବର୍ତ୍ତୀ ହାଇଗେଲାଣି ବୋଲି। ତୁମ୍ଭମାନଙ୍କ ମଧିଅରେ ଏପରି ମନ୍ଦ କଳ୍ପନା ରହିବା ଉଚିତ୍ ନକ୍ସ୍ଟହଁ। ସାବଧାନ ହକ୍ସ୍ଟଅ, ଗୋଟିଏ ନିଃଶ୍ବ ଲୋକ ପ୍ରତି କୃପଣ ହକ୍ସ୍ଟଅ ନାହିଁ! କାରଣ ଯଦି ସହେି ବ୍ଯକ୍ତି ତକ୍ସ୍ଟମ୍ଭ ପ୍ରତିକୂଳ ରେ ସଦାପ୍ରଭୁଙ୍କୁ ଡାକେ, ତବେେ ତୁମ୍ଭକୁ ପାପରେ ଦୋଷୀ ବୋଲି ବିବଚେନା କରାୟିବ।

ଆୟୁବ ପୁସ୍ତକ 7:2

ମଣିଷ, ଜଣେ ଦାସ ଯଭେଳି ଦିନର କଠିନ ଶ୍ରମ ପରେ ଶୀତଳ ଛାଯା ଚା ହେଁ। ମଣିଷ ଜଣେ ମୂଲ ପାଉଥିବା ବ୍ଯକ୍ତି ଯମେିତି ତା'ର ବତନେ ଦିନକୁ ଅପେକ୍ଷା କରେ।

ଆୟୁବ ପୁସ୍ତକ 31:38

ମାରେ ଜମି ମୁଁ କାହାଠାରୁ ଚୋରି କରି ନାହିଁ। ଏହା ଚୋରି କରିଥିବା କଥା କହେି ମାେତେ ଦୋଷ ଦଇେ ପାରିବେ ନାହିଁ।

ଆୟୁବ ପୁସ୍ତକ 34:28

ସହେି ଦୁଷ୍ଟ ଲୋକେ ଗରିବଙ୍କୁ ଆଘାତ କରନ୍ତି। ଫଳ ରେ ସହେି ଗରିବମାନେ ପରମେଶ୍ବରଙ୍କ ସାହାୟ୍ଯ ପାଇଁ ଚିତ୍କାର କରନ୍ତି। ଏବଂ ପରମେଶ୍ବର ମଧ୍ଯ ସମାନଙ୍କେ ଡ଼ାକକୁ ଶୁଣନ୍ତି।

ଆୟୁବ ପୁସ୍ତକ 35:9

ଦୁଷ୍ଟ ଲୋକମାନେ ଯେତବେେଳେ ଆଘାତ ପାଆନ୍ତି, ସମାନେେ ସାହାୟ୍ଯ ପାଇଁ ଚିତ୍କାର କରନ୍ତି। ସମାନେେ ଶକ୍ତିମାନ ଲୋକଙ୍କ ପାଖକୁ ୟାଆନ୍ତି ଓ ସମାନଙ୍କେର ସାହାୟ୍ଯ ପ୍ରାର୍ଥନା କରନ୍ତି।

ଗୀତସଂହିତା 24:4

ଯେଉଁ ଲୋକମାନେ କବେେ କିଛି ମନ୍ଦ କାର୍ୟ୍ଯ କରି ନାହାଁନ୍ତି, ୟାହାଙ୍କର ହୃଦଯ ଓ ମନ ନିର୍ମଳ, ଯେଉଁ ଲୋକମାନେ ମାରେ ନାମର ଅସତ୍ଯ ବ୍ଯବହାର କରି ନାହଁନ୍ତି ଯେଉଁ ମିଥ୍ଯା କହନ୍ତି ନାହିଁ କି ମିଥ୍ଯା ପ୍ରତିଶ୍ରୁତି ଦିଅନ୍ତି ନାହିଁ, କବଳେ ସହେି ଲୋକମାନେ ସଠାେରେ ଉପାସନା କରିପାରିବେ।

ଗୀତସଂହିତା 25:1

ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ନିଜକୁ ସମର୍ପଣ କରୁଛି।

ଗୀତସଂହିତା 86:4

ହେ ସଦାପ୍ରଭୁ, ମୁଁ ମାେ ଜୀବନ ତୁମ୍ଭ ହସ୍ତରେ ସମର୍ପଣ କରିଛି, ତଣେୁ ମାେତେ ତୁମ୍ଭର ସବକେକୁ ଆନନ୍ଦ ଦିଅ।

ହିତୋପଦେଶ 3:27

ଯେତବେେଳେ ତୁମ୍ଭେ ପାରିବ, ସେତବେେଳେ ତୁମ୍ଭେ ଅନ୍ୟମାନଙ୍କର ଉପକାର କର।

ହିତୋପଦେଶ 22:22

ଦରିଦ୍ର ଲୋକଠାରୁ ଚୋରି କରିବା ଅତି ସହଜ କିନ୍ତୁ ଏପରି କର ନାହିଁ। ଏବଂ ସହେି ଦରିଦ୍ର ଲୋକମାନଙ୍କୁ ନ୍ଯାଯରୁ ବଞ୍ଚିତ କର ନାହିଁ।

Interlinear

Choose Theme