ତେଣୁ ହାରୋଣ ଯାଜକର ପୌତ୍ର, ଇଲିଯାସରର ପୁତ୍ର ପୀନହସ ତାହା ଦେଖି ମଣ୍ତଳୀ ମଧ୍ଯରୁ ଉଠି ହାତ ରେ ଏକ ବର୍ଚ୍ଛା ନଲୋ।
Cross references
ହାରୋଣର ପୁତ୍ର ଇଲିଯାସର ଫୂଟୀଯଲରେ ଏକ କନ୍ଯକୁ ବିବାହ କଲେ ଓ ସେ ଔରସ ରେ ପୀନହସକୁ ଜନ୍ମ ଦଲୋ। ଏମାନେ ସମସ୍ତେ ଲବେୀୟ ଥିଲେ।
ମାଶାେ ସହେି 12,000 ଲୋକଙ୍କୁ, ୟୁଦ୍ଧ ଭୂମିକୁ ପଠାଇଲେ। ପୁଣି ଯାଜକ ଇଲିଯାସରର ପୁତ୍ର ପୀନ୍ହସର ହସ୍ତ ରେ ପବିତ୍ର ପାତ୍ର ଓ ରଣତୂରୀ ଦଇେ ତାହାକୁ ସମାନଙ୍କେ ସଙ୍ଗେ ୟୁଦ୍ଧ କ୍ଷେତ୍ରକୁ ପଠାଇଲେ।
ପୀନହାସ ଯାଜକ ଏବଂ ତାଙ୍କ ସହିତ ୟାଇଥିବା ମକ୍ସ୍ଟଖିଆ, ଏହିପରି ରକ୍ସ୍ଟବନ୍େ, ଗାଦ ଓ ମନଃଶିର ବଂଶର ଲୋକମାନଙ୍କଠାରକ୍ସ୍ଟ ଶୁଣିଲେ। ସମାନେେ ମଧ୍ଯ ବକ୍ସ୍ଟଝିଲେ ଯେ ବାସ୍ତବ ରେ ସତକଥା ଏବଂ ଠିକ୍କଥା କହକ୍ସ୍ଟଛନ୍ତି।
ସଠାେରେ ଜଣେ ଯାଜକ ଥିଲେ ତାଙ୍କର ନାମ ଥିଲା ପୀନହସ୍। ସେ ଇଲିଯାସରର ବଂଶଧର ଥିଲେ। ଇଲିଯାସର ଥିଲା ହାରୋଣଙ୍କର ପକ୍ସ୍ଟତ୍ର। ଇଶ୍ରାୟେଲର ଲୋକମାନେ ପଚାରିଲେ, ବିନ୍ଯାମୀନର ଲୋକମାନେ ଆମର ସଐର୍କୀଯ। ଆମ୍ଭର ତାଙ୍କ ସହିତ ୟକ୍ସ୍ଟଦ୍ଧ କରିବା ଉଚିତ ନା ୟକ୍ସ୍ଟଦ୍ଧ ବନ୍ଦ କରିବା ଉଚିତ୍?
ପରଦିନ ପରମେଶ୍ବରଙ୍କଠାରକ୍ସ୍ଟ ଯେତବେେଳେ ମନ୍ଦ ଆତ୍ମା ଶାଉଲଙ୍କକ୍ସ୍ଟ ଅକ୍ତିଆର କଲେ, ସେ ତାଙ୍କ ଗୃହ ମଧିଅରେ ଅବାନ୍ତର କାର୍ୟ୍ଯ କରିବାକୁ ଲାଗିଲେ। ଦାଉଦ ପ୍ରତିଦିନପରି ହସ୍ତ ରେ ବୀଣା ବଜାଇଲେ, ସେ ସମୟରେ ଶାଉଲଙ୍କ ଗୋଟିଏ ବର୍ଚ୍ଛା ଧରିଥିଲେ।
କିନ୍ତୁ ଏକ ମନ୍ଦ ଆତ୍ମା ସଦାପ୍ରଭୁଙ୍କଠାରୁ ଶାଉଲଙ୍କ ଉପରକକ୍ସ୍ଟ ଆସିଲା। ଶାଉଲ ତାଙ୍କ ନିଜ ଗୃହ ରେ ବସିଥିଲେ। ଶାଉଲ ହାତ ରେ ବର୍ଚ୍ଛା ଧରିଥିଲେ। ଦାଉଦ ଆପଣା ହସ୍ତ ରେ ବାଦ୍ଯ ବଜାଉ ଥିଲେ।
ବୁକ୍କି ଅବୀଶୂଯର ପୁତ୍ର ଥିଲା। ଅବୀଶୂଯ ପୀନହସର ପୁତ୍ର ଥିଲା। ପୀନହସ୍ ଇଲିଯାସର ପୁତ୍ର ଥିଲା। ଇଲିଯାସର ପ୍ରଧାନ ଯାଜକ ହାରୋଣଙ୍କର ପୁତ୍ର ଥିଲା। ଏଜ୍ରା ବାବିଲୋରୁ ୟିରୁଶାଲମକୁ ଆସିଲେ। ଏଜ୍ରା ଜଣେ ଶିକ୍ଷକ ଥିଲେ। ସେ ମାଶାଙ୍କେର ବ୍ଯବସ୍ଥା ଖୁବ୍ ଭଲ ରୁପେ ଜାଣିଥିଲେ। ମାଶାଙ୍କେର ବ୍ଯବସ୍ଥା ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବରଙ୍କ ଦ୍ବାରା ଦିଆୟାଇଥିଲା। ରାଜା ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ସବୁ ଦେଲେ ଯାହା ସେ ମାଗିଲେ। କାରଣ ସଦାପ୍ରଭୁ ଏଜ୍ରାଙ୍କ ସହିତ ଥିଲେ।
କିନ୍ତୁ ପୀନହସ୍ ପରମେଶ୍ବରଙ୍କୁ ପ୍ରାର୍ଥନା କଲେ ଏବଂ ପରମେଶ୍ବର ତା'ର ମହାମାରୀ ଦୂର କଲେ।