Home Bibles ହିତୋପଦେଶ 17:24 · ଓଡ଼ିଆ ବାଇବେଲ
ହିତୋପଦେଶ 17:24 · ଓଡ଼ିଆ ବାଇବେଲ

ବୁଦ୍ଧିମାନର ସମ୍ମୁଖ ରେ ଜ୍ଞାନ ଥାଏ। ମାତ୍ର ମୂର୍ଖର ଦୃଷ୍ଟି ପୃଥିବୀର ପ୍ରାନ୍ତ ରେ ଥାଏ।

Cross references

ଗୀତସଂହିତା 119:37

ସଦାପ୍ରଭୁ ଅସାର ବସ୍ତୁ ମାେତେ ଦେଖିବାକୁ ଦିଅ ନାହିଁ। ତୁମ୍ଭ ପଥରେ ଚାଲିକି ମାେତେ ଜୀବନ ଖାଜେିବାକୁ ଦିଅ।

ହିତୋପଦେଶ 14:6

ନିନ୍ଦୁକମାନେ ଜ୍ଞାନ ଲୋଡ଼ିଲେ ପାଆନ୍ତି ନାହିଁ। ମାତ୍ର ବୁଦ୍ଧିମାନ୍ ପାଇଁ ବିଦ୍ଯା ସହଜ ଅଟେ।

ହିତୋପଦେଶ 15:14

ବୁଦ୍ଧିମାନର ମନ ଜ୍ଞାନ ଲୋଡ଼େ। ମାତ୍ର ମୂର୍ଖମାନଙ୍କର ମୁଖ ଅଜ୍ଞାନତା ଆହାର କରେ।

ହିତୋପଦେଶ 23:5

ତୁମ୍ଭେ ଧନକୁ ଦେଖିବା ପୂର୍ବରୁ ସେ ପଳାଏ। କାରଣ ଧନ ଉଡ଼ୁଥିବା ଉତ୍କ୍ରୋଶ ପକ୍ଷୀ ପରି ଡ଼ଣୋ ପାଏ ଏବଂ ଉଡ଼ିୟାଏ।

ଉପଦେଶକ 2:14

ଜ୍ଞାନବାନ ବ୍ଯକ୍ତି ଆଲୋକରେ ଗମନ କରେ, ମାତ୍ର ମୂର୍ଖ ବ୍ଯକ୍ତି ଅନ୍ଧକାର ରେ ଗମନ କରେ। କିନ୍ତୁ ମୁଁ ଦେଖିଲି ଏକପ୍ରକାର ଘଟଣା ଉଭୟ ଜ୍ଞାନୀମାନଙ୍କ ଓ ମୂର୍ଖମାନଙ୍କ ପାଇଁ ଘଟୁଛି। ଶଷେ ରେ ଉଭୟ ମୃତ୍ଯୁବରଣ କରନ୍ତି।

ଉପଦେଶକ 6:9

ଏହା ନିତାନ୍ତ ଖୁସିର କଥା ଯେ ତୁମ୍ଭର ଯାହା ଅଛି ଅଧିକ ଆଶା କରିବା ଅପେକ୍ଷା ସେଥି ରେ ସନ୍ତୁଷ୍ଟ ହବୋ ଭଲ। ଏହା ମଧ୍ଯ ଅସାର ଅଟେ। ଏହା ବାଯୁକୁ ଧରିବା ତୁଲ୍ଯ ହବେ।

ଉପଦେଶକ 8:1

ଜ୍ଞାନବାନ୍ କଥାକୁ ଯେପରି ବୁଝେ ଓ ବ୍ଯାଖ୍ଯା କରେ ତାଙ୍କ ପରି ଆଉ କହେି କରିପାରିବେ ନାହିଁ। ତା'ର ଜ୍ଞାନ ତାହାକୁ ଖୁସି କରାଏ ଏବଂ ଏହା ଦୁଃଖିତ ମୁଖକୁ ଖୁସି କରାଏ।

ଯୋହନଲିଖିତ ସୁସମାଚାର 7:17

ପରମେଶ୍ବର ଯାହା ଚାହାଁନ୍ତି ଯଦି କୌଣସି ବ୍ଯକ୍ତି ସହେି ଅନୁଯାଯୀ କାର୍ୟ୍ଯ କରେ, ମାରେଉପଦେଶ ପରମେଶ୍ବରଙ୍କଠାରୁ ଆସିଛି ନା ନାହିଁ, ତାହା ସେ ଜାଣିପାରିବ। ସେ ବ୍ଯକ୍ତି ଜାଣିପାରିବ ଯେ ଏ ଉପଦେଶ ମାେ ନିଜର ନୁହେଁ।

ଯୋହନଙ୍କ ପ୍ରଥମ ପତ୍ର 2:16

ସଂସାରର ଏହି ବିଷୟଗୁଡ଼ିକ ମନ୍ଦ ଅଟେ। ଯଥା :

Interlinear

Choose Theme