Home Bibles ☰ Books ରୋମୀୟଙ୍କ ପ୍ରତି ପତ୍ର 13:5 · ଓଡ଼ିଆ ବାଇବେଲ
ରୋମୀୟଙ୍କ ପ୍ରତି ପତ୍ର 13:5 · ଓଡ଼ିଆ ବାଇବେଲ

ସେଥିପାଇଁ ଶାସକଙ୍କ ଆଜ୍ଞା ପାଳନ କରିବାକୁ ତୁମ୍ଭେ ବାଧ୍ଯ। ପାଳନ ନ କରିବା କାରଣରୁ ଯେ ଦଣ୍ତିତ ହବେ, ସେଥିପାଇଁ ଆଜ୍ଞା ପାଳନ କର ନାହିଁ। ଅଧିକନ୍ତୁ ଶାସନକୁ ମାନିବା ଠିକ୍ କାମ ବୋଲି ଯାଣିଥିବାରୁ ତୁମ୍ଭେ ଏପରି କରିବା ଉଚିତ୍।

Cross references

ପ୍ରଥମ ଶାମୁୟେଲ 24:5

ତା'ପରେ ଦାଉଦ ଅନକ୍ସ୍ଟତଲ୍ଗ କଲେ ଶାଉଲର ଲକ୍ସ୍ଟଗାଧଡି କାଟି ନଇେଥିବାରକ୍ସ୍ଟ।

ଉପଦେଶକ 8:2

ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ତୁମ୍ଭେ ସର୍ବଦା ରାଜାଆଜ୍ଞା ପାଳନ କର। ତୁମ୍ଭେ ଏପରି କର କାରଣ ତୁମ୍ଭେ ପରମେଶ୍ବରଙ୍କଠା ରେ ତାହା କରିବାକୁ ପ୍ରତିଜ୍ଞା କରିଅଛ।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:16

ସେଥିପାଇଁ ମୁଁ ପରମେଶ୍ବର ଓ ଲୋକମାନଙ୍କ ପାଖ ରେ ଯାହା ଠିକ୍ ବୋଲି ଅନୁଭବ କରେ, ତାହା ଅନୁଯାଯୀ କାର୍ୟ୍ଯ କରିବା ପାଇଁ ସର୍ବଦା ଚେ଼ଷ୍ଟା କରେ।

ତୀତସଙ୍କ ପ୍ରତି ପତ୍ର 3:1

ଲୋକମାନଙ୍କୁ ସର୍ବଦା ଏହିଗୁଡ଼ିକ କରିବା ପାଇଁ ମନେ ରଖିବାକୁ କୁହ : ସମାନେେ ସରକାରୀ ଅଧିକାରୀମାନଙ୍କ ଅଧୀନ ରେ ରୁହନ୍ତୁ, ସମାନଙ୍କେ ଆଜ୍ଞା ପାଳନ କରନ୍ତୁ ଓ ଭଲ କାମ କରିବା ପାଇଁ ପ୍ରସ୍ତୁତ ଥାଆନ୍ତୁ ;

ଏବ୍ରୀ 13:18

ଆମ୍ଭ ପାଇଁ ପ୍ରାର୍ଥନା କରୁଥାଅ। ଆମ୍ଭେ ସବୁବେଳେ ସର୍ବୋତ୍କୃଷ୍ଟ କାମ କରିବାକୁ ଚେଷ୍ଟା କରୁଥିବାରୁ, ଆମ୍ଭେ କରୁଥିବା କାମଗୁଡ଼ିକ ଠିକ୍ ବୋଲି ଅନୁଭବ କରୁ।

ପିତରଙ୍କ ପ୍ରଥମ ପତ୍ 2:13

ଏହି ଜଗତ ରେ କ୍ଷମତାପ୍ରାପ୍ତ ଲୋକଙ୍କ ଆଜ୍ଞା ପାଳନ କର। ପ୍ରଭୁଙ୍କ ଲାଗି ଏହା କର। ସର୍ବୋଚ୍ଚ ଶାସନକର୍ତ୍ତା ରାଜାଙ୍କ ଆଜ୍ଞା ପାଳନ କର।

ପିତରଙ୍କ ପ୍ରଥମ ପତ୍ 2:19

ଜଣେ ଲୋକ ଭୁଲ ନ କରିଥିଲେ ମଧ୍ଯ ସେ ଦୁଃଖ ପାଇ ପା ରେ। ଯଦି ସେ ଲୋକ ପରମେଶ୍ବରଙ୍କ କଥା ଚିନ୍ତା କରେ ଓ କଷ୍ଟକୁ ସହି ଯାଏ ତା ହେଲେ ପରମେଶ୍ବର ପ୍ରସନ୍ନ ହୁଅନ୍ତି।

ପିତରଙ୍କ ପ୍ରଥମ ପତ୍ 3:16

କିନ୍ତୁ ତୁମ୍ଭେ ସମାନଙ୍କେୁ ଭଦ୍ର ଭାବରେ ଓ ନମ୍ର ଭାବରେ ବୁଝାଅ। ତୁମ୍ଭେ ସବୁବେଳେ ଅନୁଭବ କରିବା ଉଚିତ ଯେ, ତୁମ୍ଭେ ଠିକ କାମ କରୁଛ। ଏପରି କଲେ, ଯେଉଁମାନେ ତୁମ୍ଭ ବିରୁଦ୍ଧ ରେ ମନ୍ଦ କଥା କହୁଛନ୍ତି, ସମାନେେ ଲଜ୍ଜିତ ହବେେ। ତୁମ୍ଭେ ଖ୍ରୀଷ୍ଟଙ୍କଠା ରେ ଥାଇ ଉତ୍ତମ ଜୀବନ କାଟୁଥିବାରୁ ସମାନେେ ମନ୍ଦ କଥାଗୁଡ଼ିକ କୁହନ୍ତି। ସମାନେେ ତୁମ୍ଭ ବିଷୟ ରେ ମନ୍ଦ କଥା କହିଥିବା ହତେୁ ଲଜ୍ଜିତ ହବେେ।

Interlinear

Choose Theme