Home Bibles ଯୋହନଲିଖିତ ସୁସମାଚାର 7:30 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 7:30 · ଓଡ଼ିଆ ବାଇବେଲ

ଯୀଶୁ ଏ କଥା କହିବା ବେଳେ ଲୋକମାନେ ତାହାଙ୍କୁ ଧରିବା ପାଇଁ ଚେଷ୍ଟା କଲେ। କିନ୍ତୁ କହେି ତାହାଙ୍କୁ ଛୁଇଁ ପାରିଲେ ନାହିଁ। ସେତବେେଳେ ମଧ୍ଯ ତାହାଙ୍କୁ ହତ୍ଯା କରିବାର ଉଚିତ୍ ସମୟ ହାଇନେଥିଲା।

Cross references

ଗୀତସଂହିତା 76:10

ହେ ପରମେଶ୍ବର, ଯେତବେେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି। ତୁମ୍ଭେ ଆପଣା କୋର୍ଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ ଶକ୍ତିଶାଳୀ ହୁଅନ୍ତୁ।

ଯିଶାଇୟ 46:10

ଶଷେ ରେ କ'ଣ ଘଟିବ ଆମ୍ଭେ ଆଦ୍ଯରୁ କହିଥାଉଁ। ପୁଣି ଯାହା ଘଟି ନାହିଁ ତାହା ଆମ୍ଭେ ପ୍ରାଚୀନ କାଳରୁ ଜଣାଇଥାଉ ଓ କହୁ। ଆମ୍ଭର ଉଦ୍ଦେଶ୍ଯ ସାଧିତ ହବେ ଓ ଆମ୍ଭେ ନିଜର ସକଳ ମନୋରଥ ସିଦ୍ଧ କରିବୁ।

ମାଥିଉଲିଖିତ ସୁସମାଚାର 21:46

ତେଣୁ ସମାନେେ ଯୀଶୁଙ୍କୁ ବନ୍ଦୀ କରିବାକୁ ଚେ଼ଷ୍ଟା କଲେ। ସମାନେେ କିନ୍ତୁ ଲୋକମାନଙ୍କୁ ଡ଼ରୁଥିଲେ। କାରଣ ଲୋକେ ଯୀଶୁଙ୍କୁ ଜଣେ ଭବିଷ୍ଯଦ୍ବକ୍ତା ବୋଲି ବିଶ୍ବାସ କରୁଥିଲେ।

ମାର୍କଲିଖିତ ସୁସମାଚାର 11:18

ପ୍ରଧାନଯାଜକ ଓ ଧର୍ମଯାଜକମାନେ ଏ କଥା ଶୁଣିଲେ। ସମାନେେ ଯୀଶୁଙ୍କୁ ମାରିବା ପାଇଁ ବାଟ ଖାଜେିଲେ। କିନ୍ତୁ ସଠାେରେ ଜମା ହାଇେଥିବା ସବୁ ଲୋକେ ଯୀଶୁଙ୍କ ଉପଦେଶ ଶୁଣି ବିସ୍ମିତ ହାଇଯୋଇଥିବାରୁ ଧର୍ମଯାଜକମାନେ ଯୀଶୁଙ୍କୁ ଡରି ଗଲେ।

ଲୂକଲିଖିତ ସୁସମାଚାର 13:32

ଯୀଶୁ ସମାନଙ୍କେୁ କହିଲେ, ଯାଅ, ସହେି କୋକିଶିଆଳିକୁ କୁହ, 'ଆଜି ଓ ଆସନ୍ତା କାଲି ମୁଁ ଲୋକଙ୍କ ଦହରେୁ ଭୂତମାନଙ୍କୁ ତଡି ଦେଉଛି ଓ ଲୋକମାନଙ୍କୁ ସୁସ୍ଥ କରିବା କାମ ସାରି ଦେଉଛି। ତା'ପର ଦିନ ମାରେ କାମ ସରିୟିବ।

ଲୂକଲିଖିତ ସୁସମାଚାର 19:47

ଯୀଶୁ ପ୍ରତିଦିନ ମନ୍ଦିର ରେ ଉପଦେଶ ଦେଉଥିଲେ। ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଯୀଶୁଙ୍କୁ ଜୀବନ ରେ ମାରି ଦବୋକୁ ଚାହୁଁଥିଲେ।

ଲୂକଲିଖିତ ସୁସମାଚାର 20:19

ଧର୍ମଶାସ୍ତ୍ରୀ ଓ ମୁଖ୍ଯ ଯାଜକମାନେ ଯୀଶୁଙ୍କଠାରୁ ଏହି ଦୃଷ୍ଟାନ୍ତଟି ଶୁଣିଲେ। ସମାନେେ ଜାଣି ପାରିଲେ ଯେ, ଏହି ଦୃଷ୍ଟାନ୍ତଟି ସମାନଙ୍କେ ଉଦ୍ଦେଶ୍ଯ ରେ କୁହାୟାଇଛି। ତେଣୁ ସମାନେେ ଯୀଶୁଙ୍କୁ ଠିକ୍ ସତେିକି ବେଳେ ବନ୍ଦୀ କରିବାକୁ ଚାହିଁଲେ। କିନ୍ତୁ ଲୋକମାନେ କାଳେ କ'ଣ କିଛି କରିପକାଇବେ, ସେଥିପାଇଁ ସମାନେେ ଡରୁଥିଲେ।

ଲୂକଲିଖିତ ସୁସମାଚାର 22:53

ମନ୍ଦିର ରେ ମୁଁ ପ୍ରେତ୍ୟକକ ଦିନ ତୁମ୍ଭମାନଙ୍କ ସହିତ ରହୁଥିଲି। ତୁମ୍ଭମାନେେ ମାେତେ ସଠାେରେ ବନ୍ଦୀ କରିନବୋକୁ କାହିଁକି ଚେଷ୍ଟା କଲନାହିଁ? କିନ୍ତୁ ଏହି ସମୟରେ ଆସିଛ ଯେତବେେଳେ ଅନ୍ଧକାର ରାଜତ୍ବ କରିଥାଏ।

ଯୋହନଲିଖିତ ସୁସମାଚାର 7:6

ଯୀଶୁ ତାହାଙ୍କ ଭାଇମାନଙ୍କୁ କହିଲେ, ମାେ ପାଇଁ ଏପର୍ୟ୍ଯନ୍ତ ଉପୟୁକ୍ତ ସମୟ ଆସି ନାହିଁ। କିନ୍ତୁ ତୁମ୍ଭମାନଙ୍କର (ୟିବା) ପାଇଁ ସମସ୍ତ ସମୟ ଉପୟୁକ୍ତ।

ଯୋହନଲିଖିତ ସୁସମାଚାର 7:8

ତେଣୁ ତୁମ୍ଭମାନେେ ପର୍ବକୁ ଯାଅ। ମୁଁ ବର୍ତ୍ତମାନ ପର୍ବକୁ ୟିବି ନାହିଁ। ମାେ ପାଇଁ ଏପର୍ୟ୍ଯନ୍ତ ଉପୟୁକ୍ତ ସମୟ ଆସି ନାହିଁ।

ଯୋହନଲିଖିତ ସୁସମାଚାର 7:19

ଏହା ସତ୍ଯ ଯେ ମାଶାେ ତୁମ୍ଭକୁ ନିୟମ (ବ୍ଯପସ୍ଥା) ଦଇେଛନ୍ତି। କିନ୍ତୁ ତୁମ୍ଭମାନଙ୍କ ମଧ୍ଯରୁ କହେି ସେ ନିୟମ ମାନୁ ନାହଁ। ତୁମ୍ଭେ ମାେତେ କାହିଁକି ମାରି ଦବୋ ପାଇଁ ଚେଷ୍ଟା କରୁଛ?

ଯୋହନଲିଖିତ ସୁସମାଚାର 7:32

ଲୋକମାନେ ଯୀଶୁଙ୍କ ବିଷୟ ରେ ଏହି କଥାମାନ କହୁଥିବାର ଫାରୂଶୀମାନେ ଶୁଣିଲେ। ତେଣୁ ମୁଖ୍ଯ ଯାଜକମାନେ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ମନ୍ଦିର ରେ କେତକେ ସୈନ୍ଯଙ୍କୁ ପଠାଇଲେ।

ଯୋହନଲିଖିତ ସୁସମାଚାର 7:44

ଲୋକମାନଙ୍କ ମଧ୍ଯରୁ କେତକେ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଚାହିଁଲେ। କିନ୍ତୁ କହେି ଜଣେ ହେଲେ ଏହା କରିବାକୁ ଚେଷ୍ଟା କଲେ ନାହିଁ।

ଯୋହନଲିଖିତ ସୁସମାଚାର 8:20

ଯୀଶୁ ଏସବୁ କଥା ମନ୍ଦିର ପରିସର ରେ ଉପଦେଶ ଦଲୋ ବେଳେ କହିଲେ। ଦାନ ପାତ୍ର ରେ ଦାନ ପକାଉଥିବା ସ୍ଥାନ ନିକଟରେ ଯୀଶୁ ଠିଆ ହାଇେଥିଲେ। କିନ୍ତୁ କହେି ଲୋକ ତାହାଙ୍କୁ ବନ୍ଦୀ କଲେ ନାହିଁ। ଯୀଶୁଙ୍କର ଉଚିତ ସମୟ ସପେର୍ୟ୍ଯନ୍ତ ଆସି ନଥିଲା।

ଯୋହନଲିଖିତ ସୁସମାଚାର 8:37

ମୁଁ ଜାଣେ ଯେ, ତୁମ୍ଭେ ଅବ୍ରହାମଙ୍କ ବଂଶଧର। କିନ୍ତୁ ତୁମ୍ଭେ ମାେତେ ହତ୍ଯା କରିବାକୁ ଚାହଁ, ଯେ ହତେୁ ତୁମ୍ଭେ ମାରେ ଉପଦେଶ ଗ୍ରହଣ କରିବା ପାଇଁ ଚାହଁନାହିଁ।

ଯୋହନଲିଖିତ ସୁସମାଚାର 8:59

ଯୀଶୁ ଏକଥା କହିବା ବେଳେ ଲୋକମାନେ ତାହାଙ୍କୁ ମାରିବା ପାଇଁ ପଥର ଉେଠଇଲେ। ମାତ୍ର ସେ ଲୁଚି ଗଲେ ଓ ପରେ ମନ୍ଦିର ପରିସରରୁ ବାହାରି ଚାଲିଗଲେ।

ଯୋହନଲିଖିତ ସୁସମାଚାର 9:4

ଦିନ ଥାଉଁ ଥାଉଁ ମାରେ ପ୍ ରରଣୋକର୍ତ୍ତାଙ୍କ କାର୍ୟ୍ଯ ଆମ୍ଭେ ଅବିରତ କରିବା ଉଚିତ୍। ରାତି ଆସୁଅଛି। ରାତି ରେ କହେି କାର୍ୟ୍ଯ କରିପାରିବେ ନାହିଁ।

ଯୋହନଲିଖିତ ସୁସମାଚାର 10:31

ଯିହୂଦୀମାନେ ଯୀଶୁଙ୍କୁ ମାରିବା ପାଇଁ ପୁଣି ପଥର ଉେଠଇଲେ।

ଯୋହନଲିଖିତ ସୁସମାଚାର 10:39

ଯିହୂଦୀମାନେ ଯୀଶୁଙ୍କୁ ଧରିବା ପାଇଁ ପୁଣି ଥରେ ଚେଷ୍ଟା କଲେ, କିନ୍ତୁ ମେ ସମାନଙ୍କେ ହାତରୁ ଖସିଗଲେ।

ଯୋହନଲିଖିତ ସୁସମାଚାର 11:9

ଯୀଶୁ ଉତ୍ତର ଦେଲେ, ଦିନ ମଧିଅରେ ବାର ଘଣ୍ଟା ଆଲୋକ ଥାଏ। ଜଣେ ଲୋକ ଦିନ ବେଳେ ଚାଲିଲେ ସେ ଝୁଣ୍ଟେ ନାହିଁ କି ପଡେ ନାହିଁ, କାରଣ ଜଗତର ଆଲୋକରେ ସେ ଦେଖିପା ରେ।

ଯୋହନଲିଖିତ ସୁସମାଚାର 11:57

କିନ୍ତୁ ମହାୟାଜକ ଓ ଫାରୂଶୀମାନେ ଯୀଶୁଙ୍କ ସମ୍ବନ୍ଧ ରେ ଗୋଟିଏ ବିଶଷେ ଆଦେଶ ଦଇେଥିଲେ। ସମାନେେ ଘାଷେଣା କରିଥିଲେ ଯେ, ଯୀଶୁ କେଉଁଠା ରେ ଅଛନ୍ତି ଏହା ଜାଣିଥିବା ବ୍ଯକ୍ତି ସଙ୍ଗେ ସଙ୍ଗେ ସମାନଙ୍କେୁ ଜଣାଇବ। ତବେେ ମୁଖ୍ଯ ଯାଜକ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରିପାରିବେ।

Interlinear

Choose Theme