Home Bibles ଉପଦେଶକ 3:19 · ଓଡ଼ିଆ ବାଇବେଲ
ଉପଦେଶକ 3:19 · ଓଡ଼ିଆ ବାଇବେଲ

ଜଣେ ମନୁଷ୍ଯ ପଶୁଠାରୁ କ'ଣ ଉତ୍ତମ? ନାଁ ! କାହିଁକି? କାରଣ ମନୁଷ୍ଯ ଓ ପଶୁମାନଙ୍କ ପାଇଁ ଏକାପରି ଘଟେ, ପଶୁମାନେ ଜନ୍ମନ୍ତି ଓ ମରନ୍ତି। ଲୋକମାନେ ମଧ୍ଯ ଜନ୍ମନ୍ତି ଓ ମରନ୍ତି, ସମସ୍ତଙ୍କର ପ୍ରାଣ ବାଯୁ ଏକାପରି। କ'ଣ ଜଣେ ମୃତ ପଶୁ ଏକ ମୃତ ମନୁଷ୍ଯ ମଧିଅରେ କୌଣସି ଉନ୍ନତି ଅଛି କି ? ପ୍ରେତ୍ୟକକ ଜିନିଷ ଅବଶ୍ଯ ଅର୍ଥହୀନ।

Cross references

ଦିତୀୟ ଶାମୁୟେଲ 14:14

ଆମ୍ଭମାନେେ ଦିନେ ନା ଦିନେ ସମସ୍ତେ ମରିବା। ଆମ୍ଭମାନେେ ଭୂମିରେ ଢଳା ହାଇେଥିବା ପାଣିପରି, ଯାହାକି ପକ୍ସ୍ଟନର୍ବାର ସଂଗ୍ରହ ହାଇେ ପାରିବ ନାହିଁ। ପରମେଶ୍ବର ଲୋକମାନଙ୍କୁ କ୍ଷମା କରନ୍ତି। ସେ ସମାନଙ୍କେ ପାଇଁ ଯୋଜନା କଲେ, ଯେଉଁମାନଙ୍କୁ ନିରାପଦ ପାଇଁ ବାଧ୍ଯ ରେ ଦୌଡି ପଳାନ୍ତି।

ଆୟୁବ ପୁସ୍ତକ 14:10

କିନ୍ତୁ ମଣିଷ ଯେତବେେଳେ ମରିୟାଏ। ସେ ସମସ୍ତ ଶକ୍ତି ହରାଇ ଦିଏ। ସପରେି ଶଷେ ନିଶ୍ବାସ ନିଏ ଏବଂ ତା'ପରେ ସେ କେଉଁଠା ରେ ?

ଗୀତସଂହିତା 39:5

ହେ ସଦାପ୍ରଭୁ, ତୁମ୍ଭେ ମାେତେ ଗୋଟିଏ କ୍ଷଣସ୍ଥାଯୀ ଜୀବନ ଦଇେଛ। ମାରେ କ୍ଷଣସ୍ଥାଯୀ ଜୀବନ ତୁମ୍ଭ ତୁଳନାରେ କିଛି ନୁହେଁ। ପ୍ରେତ୍ୟକକ ଲୋକର ଜୀବନ ଏକ ମେଘଖଣ୍ଡ ସଦୃଶ ୟାହାକି ଖୁବ୍ ଶୀଘ୍ର ଭାସିୟାଏ, କହେି ଚିରଦିନ ବଞ୍ଚିରହେ ନାହିଁ।

ଗୀତସଂହିତା 49:12

ଲୋକମାନେ ବିତ୍ତଶାଳୀ ହାଇେ ପାରନ୍ତି। କିନ୍ତୁ ସମାନେେ ଏଠାରେ ଚିରଦିନ ରହିପାରିବେ ନାହିଁ। ସମାନେେ ପଶୁ ତୁଲ୍ଯ ମୃତ୍ଯୁବରଣ କରିବେ।

ଗୀତସଂହିତା 49:13

ସହେି ମୂର୍ଖ ଲୋକମାନଙ୍କ ଭାଗ୍ଯରେ ଏହିପରି ଘଟେ। ଯେଉଁମାନେ ନିଜର ସମ୍ପତ୍ତିକୁ ଅଧିକ ଭଲ ପାଆନ୍ତି।

ଗୀତସଂହିତା 49:20

ଲୋକମାନେ ବିତ୍ତଶାଳୀ ହାଇପୋରନ୍ତି, ତଥାପି ସମାନେେ ବୁଝିପାରନ୍ତି ନାହିଁ ୟେ ସମାନେେ ମଧ୍ଯ ପଶୁଭଳି ମୃତ୍ଯୁବରଣ କରିବେ।

ଗୀତସଂହିତା 89:47

ଏହା ସ୍ମରଣ କର ୟେ, ମାରେ ଜୀବନ କେତେ କ୍ଷୀଣ। ତୁମ୍ଭେ ଆମ୍ଭକୁ ସୃଷ୍ଟି କରିଛ ଅଳ୍ପ ଦିନ ପାଇଁ, ଏହାପରେ ଆମ୍ଭେ ମରିବୁ।

ଗୀତସଂହିତା 92:6

ପଶୁବତ୍ ଲୋକମାନେ ଏହାକୁ ଜାଣି ନାହାଁନ୍ତି, କିଅବା ନିର୍ ବୋଧମାନେ ବୁଝନ୍ତି ନାହିଁ।

ଗୀତସଂହିତା 104:29

ଏବଂ ତୁମ୍ଭେ ଯେତବେେଳେ ସମାନଙ୍କେର ବିମୁଖ ହୁଅ ସମାନେେ ଭୟଭୀତ ହୁଅନ୍ତି। ଯେତବେେଳେ ତୁମ୍ଭେ ସମାନଙ୍କେର ନିଃଶ୍ବାସ ପ୍ରଶ୍ବାସ ନଇୟୋଅ, ସମାନେେ ଦୁର୍ବଳ ଓ ମୃତ୍ଯୁ ହାଇେ ୟାଆନ୍ତି, ପୁଣି ସମାନଙ୍କେ ଶରୀର ଧୂଳିରେ ପରିଣତ ହୁଏ।

ଉପଦେଶକ 1:14

ସୂର୍ୟ୍ଯ ତଳେ ଘଟୁଥିବା ସମସ୍ତ କାର୍ୟ୍ଯ ମୁଁ ନୀରିକ୍ଷଣ କରିଅଛି। ଆଉ ଦେଖ ସବୁ ଅସାର, ପବନକୁ ଧରିବା ପରି।

ଉପଦେଶକ 1:17

ତା'ପ ରେ ମୁଁ ଜ୍ଞାନ ଓ ବୁଦ୍ଧି, ପାଗଳାମି ଓ ବୋକାମି ବିଷଯ ରେ ଅଭିଜ୍ଞତା ହାସଲ କରିବା ପାଇଁ ନିଷ୍ପତ୍ତି ନଲେି। ଏବଂ ଏହାହିଁ ପବନର ପଶ୍ଚାତ୍ଧାବନ ବୋଲି ମୁଁ ଜାଣିଲି।

ଉପଦେଶକ 2:14

ଜ୍ଞାନବାନ ବ୍ଯକ୍ତି ଆଲୋକରେ ଗମନ କରେ, ମାତ୍ର ମୂର୍ଖ ବ୍ଯକ୍ତି ଅନ୍ଧକାର ରେ ଗମନ କରେ। କିନ୍ତୁ ମୁଁ ଦେଖିଲି ଏକପ୍ରକାର ଘଟଣା ଉଭୟ ଜ୍ଞାନୀମାନଙ୍କ ଓ ମୂର୍ଖମାନଙ୍କ ପାଇଁ ଘଟୁଛି। ଶଷେ ରେ ଉଭୟ ମୃତ୍ଯୁବରଣ କରନ୍ତି।

ଉପଦେଶକ 2:16

ଯେପରି ମୂର୍ଖର, ସହେିପରି ଜ୍ଞାନବାନ ଲୋକର ସ୍ମରଣ ସର୍ବଦା ନ ଥାଏ। କାରର ଭବିଷ୍ଯତ ରେ, ସମସ୍ତେ ବିସ୍ମୃତ ହାଇେ ୟାଇଥିବେ। କଣେ ଜ୍ଞାନୀ ଲୋକକୁ କିପରି ମୂର୍ଖ ଲୋକ ପରି ମରିବା ପାଇଁ ଅନୁମତି ଦିଆୟିବ?

ଉପଦେଶକ 2:20

ତେଣୁ ସୂର୍ୟ୍ଯ ତଳେ ମୁଁ ଯେଉଁ ପରିଶଯମ ରେ ପରିଶ୍ରାନ୍ତ ହଲିେ, ସେ ସବୁ ବିଷଯ ରେ ଆପଣା ଅନ୍ତକରଣକୁ ନିରାଶ କରାଇବାକୁ ପ୍ରବୃତ୍ତ ହଲିେ।

Interlinear

Choose Theme