ଲୋକମାନେ ବିତ୍ତଶାଳୀ ହାଇପୋରନ୍ତି, ତଥାପି ସମାନେେ ବୁଝିପାରନ୍ତି ନାହିଁ ୟେ ସମାନେେ ମଧ୍ଯ ପଶୁଭଳି ମୃତ୍ଯୁବରଣ କରିବେ।
Cross references
ଆଉ ହାମନ୍ ଆପଣା ଧନ ଓ ଐଶ୍ବର୍ୟ୍ଯର କଥା ଓ ବହୁ ସନ୍ତାନମାନଙ୍କ କଥା ଓ ରାଜା କିରୂପେ ତାହାର ପଦ ବୃଦ୍ଧି କରିଛନ୍ତି, ତାଙ୍କୁ ଆପଣା ଅଧିପତିମାନଙ୍କ ଓ ଦାସମାନଙ୍କ ଉପରେ ଆସନ ଦଇେଛନ୍ତି। ଏହିସବୁ ବିଷଯ ସମାନଙ୍କେୁ ଶୁଣାଇଲା।
ଏଥି ରେ ହାମନ୍, ମର୍ଦ୍ଦଖଯ ନିମନ୍ତେ ଯେଉଁ ଫାଶିକାଠ ପ୍ରସ୍ତୁତ କରିଥିଲା, ତହିଁ ଉପରେ ସମାନେେ ହାମନଙ୍କୁ ଫାଶି ଦେଲେ। ତହିଁରେ ରାଜାଙ୍କର କୋରଧ ଶାନ୍ତ ହେଲା।
ସମାନଙ୍କେର ତମ୍ବୁର ରସିସବୁ ଛିଣ୍ଡିୟାଏ, ସମାନେେ ଜ୍ଞାନଭ୍ରଷ୍ଟ ହାଇେ ମୃତ୍ଯୁବରଣ କରନ୍ତି।'
ପୂର୍ବରୁ ମୁଁ ସହେି ସ୍ଥାନକୁ ୟିବି ଯେଉଁଠାରୁ କହେି କବେେ ଫେ ରେ ନାହିଁ। ଯାହା ମୃତ୍ଯୁ ଓ ଅନ୍ଧକାର ଅଟେ।
ଲୋକମାନେ ବିତ୍ତଶାଳୀ ହାଇେ ପାରନ୍ତି। କିନ୍ତୁ ସମାନେେ ଏଠାରେ ଚିରଦିନ ରହିପାରିବେ ନାହିଁ। ସମାନେେ ପଶୁ ତୁଲ୍ଯ ମୃତ୍ଯୁବରଣ କରିବେ।
ହେ ପରମେଶ୍ବର, ତୁମ୍ଭେ ନିଶ୍ଚିତରେ ସହେି ଲୋକମାନଙ୍କୁ ଏକ ବିପଦପୂର୍ଣ୍ଣ ଅବସ୍ଥାରେ ରଖିଛ। ତୁମ୍ଭେ ସମାନଙ୍କେୁ ଧ୍ବଂସ ମୁଖରୁ ପଲେି ଦିଅ।
ମୁଁ ନିଜେ ମନେ ମନେ ଲୋକମାନଙ୍କ ବିଷଯ ରେ ଭାବିଲି, ମୁଁ ନିଜକୁ ନିଜେ ଚିନ୍ତା କଲି, ପରମେଶ୍ବର ସମାନଙ୍କେୁ ଦଖାଇେ ଦବୋକୁ ଚାହାନ୍ତି ଯେ, ସମାନେେ ପଶୁ ତୁଲ୍ଯ।
ତୁମ୍ଭେ ଆପଣା ଜୀବନର ପ୍ରେତ୍ୟକକ ଦିନକୁ ଉପ ଭୋଗ କରିବା ଉଚିତ୍, ତୁମ୍ଭେ ଯେତଦେିନ ପର୍ୟ୍ଯନ୍ତ ଜୀବିତ ରହୁଛ। କିନ୍ତୁ ମନରେଖ, ନିଶ୍ଚିତ ରେ ତୁମ୍ଭମାନେେ ମରିବ। ମନରେଖ ଯେ ତୁମ୍ଭମାନେେ ଯେତଦେିନ ବଞ୍ଚିଛ ତା'ଠାରୁ ଅଧିକ ମୃତ ହାଇେ ରହିବ ଏବଂ ତୁମ୍ଭମାନେେ ସହେି ସମସ୍ତ ସମୟ ନିରର୍ଥକ।