Home Bibles ଆୟୁବ ପୁସ୍ତକ 14:10 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 14:10 · ଓଡ଼ିଆ ବାଇବେଲ

କିନ୍ତୁ ମଣିଷ ଯେତବେେଳେ ମରିୟାଏ। ସେ ସମସ୍ତ ଶକ୍ତି ହରାଇ ଦିଏ। ସପରେି ଶଷେ ନିଶ୍ବାସ ନିଏ ଏବଂ ତା'ପରେ ସେ କେଉଁଠା ରେ ?

Cross references

ଆଦି ପୁସ୍ତକ 49:33

ଯାକୁବ ତାଙ୍କର ପିଲାମାନଙ୍କ ସହିତ କଥାବାର୍ତ୍ତା କଲାପରେ ସେ ଶୟ୍ଯା ରେ ଦୁଇପାଦ ଏକତ୍ର ବିଛଣା ଭିତରକୁ କରି ପ୍ରାଣତ୍ଯାଗ କଲେ।

ପ୍ରଥମ ବଂଶାବଳୀ 29:15

ଆମ୍ଭମାନେେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପରି କବଳେ ଅପରିଚିତ ଆଗନ୍ତୁକ ଅଟୁ ଓ ଏହି ପୃଥିବୀ ମଧିଅରେ ଭ୍ରମଣ କରୁଅଛୁ। ଏହି ପୃଥିବୀର ଆମ୍ଭମାନଙ୍କର ସମୟ କବଳେ ଅତିକ୍ରାନ୍ତ ଛାଯା ତୁଲ୍ଯ। ଆମ୍ଭମାନେେ ତାହାକୁ ବନ୍ଦ କରି ନ ପାରୁ।

ଆୟୁବ ପୁସ୍ତକ 3:11

ମୁଁ ଜନ୍ମ ସମୟରେ କାହିଁକ ନ ମଲି ? ମୁଁ କାହିଁକି ନ ମରି ବଞ୍ଚିଛି ?

ଆୟୁବ ପୁସ୍ତକ 7:7

ପରମେଶ୍ବର, ମନକରେ ମାରେ ଜୀବନ କବଳେ ଗୋଟିଏ ପ୍ରଶ୍ବାସ। ମୁଁ କବେେ ଆଉ କୌଣସି ଭଲ ବିଷଯ ଦେଖିବି ନାହିଁ।

ଆୟୁବ ପୁସ୍ତକ 7:8

ତୁମ୍ଭେ ବି ମାେତେ ଆଉ ଦେଖିବ ନାହିଁ। ତୁମ୍ଭେ ମାେତେ ଖାଜେିବ କିନ୍ତୁ ମୁଁ ନ ଥିବି।

ଆୟୁବ ପୁସ୍ତକ 7:21

କାହିଁକି ତୁମ୍ଭେ ମାେତେ କ୍ଷମା କରୁ ନାହଁ, ଯଦି ମୁଁ କିଛି ଅଧର୍ମ କରିଥାଏ ? କାହିଁକି ମାରେ କୌଣସି ପାପ କ୍ଷମା କରୁନାହଁ ?

ଆୟୁବ ପୁସ୍ତକ 10:18

ହେ ପରମେଶ୍ବର, ତୁମ୍ଭେ ମାେତେ କାହିଁକି ଜନ୍ମ ହବୋକୁ ଦଲେ ? ମୁଁ ଇଚ୍ଛା କରେ କହେି ମାେତେ ଦେଖିବା ପୂର୍ବରୁ ମରିୟାଇଥାନ୍ତି।

ଆୟୁବ ପୁସ୍ତକ 11:20

ଦୁଷ୍ଟ ଲୋକମାନଙ୍କର ଚକ୍ଷୁ ସମାନଙ୍କେୁ ବିଫଳତା ଦବେ। ଦୁଷ୍ଟ ଲୋକ ସାହାୟ୍ଯ ପାଇଁ ହାତ ବଢ଼ାଇ ପାରନ୍ତି। କିନ୍ତୁ ସମାନେେ ତାଙ୍କ ଅସୁବିଧାରୁ ରକ୍ଷା ପାଇପାରିବେ ନାହିଁ। ସମାନଙ୍କେର ଆଶା କବଳେ ମୃତ୍ଯୁ ଆଡ଼କୁ ନଇୟୋଏ।

ଆୟୁବ ପୁସ୍ତକ 14:12

ଠିକ୍ ସହେିପରି, ମଣିଷ ଶାଇେପଡ଼େ ଏବଂ ଆଉ ଉେଠ ନାହିଁ। ଯେପର୍ୟ୍ଯନ୍ତ ସ୍ବର୍ଗ ଅଛି, ମୃତ ଲୋକ କବେେ ସହେି ନିଦ୍ରାରୁ ଉଠିବେ ନାହିଁ।

ଆୟୁବ ପୁସ୍ତକ 17:13

ମୁଁ ହୁଏତ କବରକୁ ମାରେ ନୂଆ ଘର ବୋଲି ଆଶା କରିବି। ମୁଁ ଆଶା କରୁଛି, ମାରେ ବିଛଣା ଅନ୍ଧକାର ବିବରଣ କରିବି।

ଆୟୁବ ପୁସ୍ତକ 19:26

ମାରେ ଚମଡ଼ା ଧ୍ବଂସ ହେଲା ପରି, ବିନା ମାଂସ ରେ ମୁଁ ପରମେଶ୍ବରଙ୍କୁ ଦେଖିବି।

ଆୟୁବ ପୁସ୍ତକ 20:7

କିନ୍ତୁ ସେ ନିଜର ଶରୀର ଭଳି ଦିନେ ନିଶ୍ଚିହ୍ନ ହାଇୟିବେ। ଯେଉଁ ବ୍ଯକ୍ତିମାନେ ତାକୁ ଜାଣିଥିଲେ ସମାନେେ କହିବେ, ' ସେ କାହିଁ ?'

ହିତୋପଦେଶ 14:32

ଦୁଷ୍ଟଲୋକ ଆପଣା ମନ୍ଦ କର୍ମ ରେ ତଡ଼ି ଦିଆୟାଏ। ମାତ୍ର ମରଣକାଳ ରେ ଧାର୍ମିକର ଆଶ୍ରଯ ଥାଏ।

ଉପଦେଶକ 3:20

ମୃତ ମନୁଷ୍ଯ ଓ ପଶୁର ଶରୀର ଏକା ପ୍ରକାର ରେ ବିନାଶ ହୁଏ। ସମାନେେ ଏହି ପୃଥିବୀରୁ ଆସିଥିଲେ ଓ ଏହି ପୃଥିବୀ ରେ ମିଶିଗଲେ।

ଉପଦେଶକ 3:21

ମନୁଷ୍ଯର ଆତ୍ମା ସ୍ବର୍ଗଗାମୀ ଓ ପଶୁର ଆତ୍ମା ନର୍କଗାମୀ ହୁଏ, କିଏ ଏ ବିଷଯ ରେ କହି ପାରିବ।

ମାଥିଉଲିଖିତ ସୁସମାଚାର 27:50

ପୁଣି ଥରେ ଯୀଶୁ କହିଲେ ସମାପ୍ତ ହେଲା, ତା'ପରେ ସେ ପ୍ରାଣତ୍ଯାଗ କଲେ।

ଲୂକଲିଖିତ ସୁସମାଚାର 16:22

ପରେ ଲାଜାର ମରିଗଲା। ସ୍ବର୍ଗଦୂତମାନେ ତାହାକୁ ନଇଯାେଇ ଅବ୍ରହାମଙ୍କ କୋଳ ରେ ରଖିଲେ। ଧନୀ ଲୋକ ଜଣକ ମଧ୍ଯ ମରିଗଲା ଓ ତାହାକୁ କବର ଦିଆଗଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:10

ସେ ସ୍ତ୍ରୀ ଲୋକଟି ମଧ୍ଯ ତାହାଙ୍କ ପାଦତଳେ ପଡ଼ି ମରିଗଲା। ତା'ପରେ ୟୁବକମାନେ ଭିତରକୁ ଆସିଲେ ଓ ତାହାକୁ ମୃତ ଦେଖି ବାହାରକୁ ନଇଗେଲେ ଓ ତାହାର ସ୍ବାମୀ ପାଖ ରେ ତାହାକୁ କବର ଦେଲେ।

Interlinear

Choose Theme