ତେଣୁ ତୁମ୍ଭେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ନିଶ୍ଚଯ ଏହା କହିବ, 'ତୁମ୍ଭର ସମସ୍ତ ଆଜ୍ଞା ଅନକ୍ସ୍ଟସା ରେ ମୁ ଆପଣା ଗୃହରକ୍ସ୍ଟ ସମସ୍ତ ପବିତ୍ର ଖାଦ୍ୟ ବାହାର କରି ନଇେଛି। ଏବଂ ଲବେୀୟକକ୍ସ୍ଟ, ବିଦେଶୀମାନଙ୍କୁ, ପିତୃମାତୃହୀନମାନଙ୍କୁ ଓ ବିଧବାମାନଙ୍କୁ ଦଇେଅଛି। ମୁ ତୁମ୍ଭର କୌଣସି ଆଜ୍ଞା ଲଘଂନ କରିନାହିଁ କିଅବା ସଗେକ୍ସ୍ଟଡିକ ପାଶୋରି ନାହିଁ।
Cross references
ଏହି ଖାଦ୍ୟ ସକଳ ସହେି ଲବେୀୟ ଲୋକମାନଙ୍କର, କାରଣ ସମାନଙ୍କେର କୌଣସି ନିଜସ୍ବ ସଐତ୍ତି ନାହିଁ। ଏହି ଖାଦ୍ୟ ମଧ୍ଯ ଅନ୍ୟ ଲୋକମାନଙ୍କ ପାଇଁ ବିଦେଶୀମାନଙ୍କ ପାଇଁ ପିତୃହୀନ ଓ ବିଧବାମାନେ ଆସି ଭୋଜନ କରି ତୃଲ୍ଗ ହବେେ। ତହିଁରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ହସ୍ତକୃତ ସମସ୍ତ କର୍ମ ରେ ତୁମ୍ଭକୁ ଆଶୀର୍ବାଦ କରିବେ।
ତୁମ୍ଭେ ଆପଣା କ୍ଷେତ୍ର ରେ ଶସ୍ଯ କାଟିବା ବେଳେ ଗୋଟିଏ ବିଡା କ୍ଷେତ୍ର ରେ ପାସୋରି ଆସିଲେ ତାହା ଆଣିବା ପାଇଁ ଫରେିୟିବ ନାହିଁ। ତାହା ବିଦେଶୀର, ପିତୃହୀନର ଓ ବିଧବାର ହବେ। ତହିଁରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ହସ୍ତକୃତ ସମସ୍ତ କର୍ମ ରେ ତୁମ୍ଭକୁ ଆଶୀର୍ବାଦ କରିବେ।
ତୃତୀୟ ବର୍ଷ ରେ ଅର୍ଥାତ୍ ଦଶମାଂଶ ବର୍ଷ ରେ ତୁମ୍ଭେ ଆପଣା ଉତ୍ପନ୍ନ ଶସ୍ଯ ଆଦିର ଦଶମାଂଶ ଦବୋର ସମାଲ୍ଗ କଲାପରେ ତୁମ୍ଭମାନେେ ଲବେୀୟକକ୍ସ୍ଟ, ବିଦେଶୀକି, ପିତୃହୀନକକ୍ସ୍ଟ ଓ ବିଧବାକକ୍ସ୍ଟ ତାହା ହବେ। ତହିଁରେ ସମାନେେ ତକ୍ସ୍ଟମ୍ଭ ନଗରଦ୍ବାର ମଧିଅରେ ଭୋଜନ କରି ତୃଲ୍ଗ ହବେେ।
ମୁଁ କବେେ ଗରିବ ଲୋକକୁ ସାହାୟ୍ଯ କରିବାକୁ ମନା କରିନାହିଁ। ବିଧବାମାନଙ୍କୁ ସମାନଙ୍କେ ଦରକାର ମୁତାବକ ଦଇେଛି।
କାରଣ ମୁଁ ସଦାପ୍ରଭୁଙ୍କ ଆଦେଶକୁ ପାଳନ କରେ। ମୁଁ ପରମେଶ୍ବରଙ୍କ ବିରୁଦ୍ଧରେ କୌଣସି ପାପ କରି ନାହିଁ।
ମୁଁ ସବୁବେଳେ ସଦାପ୍ରଭୁଙ୍କ ନିଷ୍ପତ୍ତିକୁ ମାନି ଆସିଛି। ମୁଁ ତାଙ୍କ ବ୍ଯବସ୍ଥାଗୁଡ଼ିକୁ ପାଳନ କରେ।
ହେ ସଦାପ୍ରଭୁ, ମାରେ ବିଚାର କର। ପ୍ରମାଣ କର ୟେ, ମୁଁ ଶୁଦ୍ଧ ଜୀବନୟାପନ କରିଛି। ମୁଁ କବେେ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରି ନାହିଁ।
ହେ ସଦାପ୍ରଭୁ, ମୁଁ ତୁମ୍ଭର ଧନ୍ଯବାଦ ସ୍ବର ଶୁଣାଇବି। ମୁଁ ତୁମ୍ଭର ଆଶ୍ଚର୍ୟ୍ଯଜନକ କାର୍ୟ୍ଯ, ୟାହା ତୁମ୍ଭେ କରିଛ, ତାହା ଗାଇ ବୁଲିବି।
ସଦାପ୍ରଭୁ ତୁମ୍ଭର ନିର୍ଦ୍ଦେଶକୁ ମୁଁ କଦାପି ପାଶୋରିବି ନାହିଁ। କାରଣ ସମାନଙ୍କେ ଦ୍ବାରା ମାେତେ ତୁମ୍ଭେ ଜୀବିତ ରହିବାକୁ ଦିଅ।
ମାରେ ଦୃଢ଼ ଅନୁଭବ ମାେତେ ଗ୍ରାସ କରିଅଛି। ମୁଁ ବହୁତ ମାନସିକ ଅଶାନ୍ତିରେ ଅଛି। କାରଣ ମାରେ ଶତ୍ରୁଗଣ ତୁମ୍ଭର ବାକ୍ଯସବୁ ପାଶୋରି ୟାଇଛନ୍ତି।
ମୁଁ ଗୁରୁତ୍ବପୂର୍ଣ୍ଣ ନୁହେଁ ଏବଂ ଲୋକମାନେ ମାେତେ ସମ୍ମାନ କରନ୍ତି ନାହିଁ। କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଭୁଲି ନାହିଁ।
ହେ ସଦାପ୍ରଭୁ, ମାରେ ୟନ୍ତ୍ରଣାକୁ ଦେଖ ଓ ମାେତେ ଉଦ୍ଧାର କର। କାରଣ ମୁଁ ତୁମ୍ଭର ଶିକ୍ଷାମାନ ଭୁଲି ନାହିଁ।
ମୁଁ ହଜି ୟାଇଥିବା ମଷେପରି, ଏଣତେଣେେ ବୁଲୁଅଛି, ହେ ସଦାପ୍ରଭୁ, ଆପଣା ଦାସକୁ ଖାଜେ। କାରଣ ମୁଁ ତୁମ୍ଭର ଆଜ୍ଞା ସକଳ ପାଶାରେି ନାହିଁ।
ହେ ମାରେ ପୁତ୍ର, ମାରେଶିକ୍ଷା ପାଶୋର ନାହିଁ। ମାରେ ଆଜ୍ଞାମାନ ମନେପକାଅ।
ସେଥିପାଇଁ ମୁଁ ପରମେଶ୍ବର ଓ ଲୋକମାନଙ୍କ ପାଖ ରେ ଯାହା ଠିକ୍ ବୋଲି ଅନୁଭବ କରେ, ତାହା ଅନୁଯାଯୀ କାର୍ୟ୍ଯ କରିବା ପାଇଁ ସର୍ବଦା ଚେ଼ଷ୍ଟା କରେ।
ପୁଣି ଆମ୍ଭେ ସମ୍ପୂର୍ଣ୍ଣ ହୃଦୟର ସହ କହିପାରୁ ଯେ, ଏହି ଜଗତ ରେ ଆମ୍ଭେ ଯାହା କିଛି କରୁଛୁ, ତାହା ସବୁ ଆମ୍ଭେ ପରମେଶ୍ବରଙ୍କଠାରୁ ପାଇଥିବା ଶୁଦ୍ଧ ଓ ଅକପଟ ହୃଦୟ ରେ କହୁଛୁ। ଏଥିପାଇଁ ଆମ୍ଭେ ଗର୍ବିତ। ଏହା ତୁମ୍ଭମାନଙ୍କ ପାଇଁ କରା ଯାଇଥିବା କାର୍ୟ୍ଯ ଦୃଷ୍ଟିରୁ ଏହା ଅଧିକ ସତ୍ଯ। କାରଣ ଆମ୍ଭେ ଏହା ଜାଗତିକ ଜ୍ଞାନ ରେ ନୁହେଁ ମାତ୍ର ପରମେଶ୍ବରଙ୍କ କୃପାରୁ କରୁଛୁ।
ପରମେଶ୍ବର ଜାଣନ୍ତି ଯେ, ମୁଁ ମିଥ୍ଯା କହୁ ନାହିଁ। ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା।
ବିଶ୍ବାସୀ ଯେ ତୁମ୍ଭମାନେେ, ତୁମ୍ଭମାନଙ୍କ ଗହଣ ରେ ରହିଥିଲା ବେଳେ, ଆମ୍ଭମାନେେ ପବିତ୍ର, ଧାର୍ମିକ ଓ ତ୍ରୁଟି ରହିତ ଜୀବନଯାପନ କରିଥିଲୁ।