ଯଦି ତୁମ୍ଭେ ଏହା ଦେଖ ଯେ ତୁମ୍ଭର ପଡ଼ୋଶୀମାନଙ୍କର ଗାଈ କିଅବା ମଷେ ବଣା ହାଇେ ୟିବାର, ତୁମ୍ଭେ ନିଶ୍ଚଯ ତାହାକକ୍ସ୍ଟ ତାଙ୍କର ମାଲିକକକ୍ସ୍ଟ ଫରୋଇ ଦବେ।
Cross references
ଯଦି ତୁମ୍ଭେ ପଥହରା ଗୋରୁ କିମ୍ବା ଗଧ ଦେଖ, ତବେେ ତାକୁ ତା'ର ମୁନିବକୁ ଫରୋଇ ଦିଅ, ଯଦି ସେ ତୁମ୍ଭର ଶତୃ ବି ହାଇେଥାଏ।
ଯେଉଁ ଲୋକ ନିଜର ସନ୍ତାନମାନଙ୍କୁ ମାେଲକ୍ ଦବେତା ଉଦ୍ଦେଶ୍ଯ ରେ ଉତ୍ସର୍ଗ କରେ, ସଙ୍ଗେ ସଙ୍ଗେ ବଧ କରାୟିବା ଉଚିତ୍। ଦେଶର ଲୋକମାନେ ଯଦି ତାହା ପ୍ରତି ଚକ୍ଷୁ ମୁଦ୍ରିତ କରନ୍ତି ଓ ତାହାକୁ ବଧ ନ କରନ୍ତି,
ତୁମ୍ଭେ ତୁମ୍ଭର ପଡ଼ୋଶୀଙ୍କ ଗଦର୍ଭ ପାଇଲେ ମଧ୍ଯ ତୁମ୍ଭେ ତାହା ପ୍ରତି ଠିକ୍ ସହେିପରି କର, ତୁମ୍ଭେ ସର୍ବଦା ତୁମ୍ଭର ପଡ଼ୋଶୀମାନଙ୍କୁ ସାହାୟ୍ଯ କରିବ। ଯଦି ସମାନଙ୍କେର ଲକ୍ସ୍ଟଗା କିଅବା ଅନ୍ୟ କିଛି ଦ୍ରବ୍ଯ ସମାନେେ ହରାଇଥାନ୍ତି।
ଯଦି ଲୋକମାନେ ଯୋଜନା କରନ୍ତି ଏକ ଲୋକକୁ ହତ୍ଯା କରିବାକୁ, ତବେେ ତୁମ୍ଭେ ତାଙ୍କୁ ରକ୍ଷା କର।
ଯେ ଦରିଦ୍ରକୁ ଦାନ କରେ, ତାର ଅଭାବ ହବେ ନାହିଁ। ମାତ୍ର ଯେ ଆପଣା ଆଖି ବନ୍ଦ କରେ, ସେ ଅନକେ ଅଭିଶାପ ପାଇବ।
ମୁଁ ସଦାପ୍ରଭୁଙ୍କୁ ସାହାୟ୍ଯ ପାଇଁ ଅପେକ୍ଷା କରିବି। ଯେତବେେଳେ ଯାକୁବ ପରିବାରରୁ ସେ ଆପଣାର ମୁଖ ଲୁଚାନ୍ତି। ମୁଁ ସଦାପ୍ରଭୁଙ୍କ ଉପ ରେ ଆଶା ରଖିବି, ମୁଁ ଏଥିପାଇଁ ଅପେକ୍ଷା କରିବି।
ପୁଣି କ୍ଷୁଧିତ ଲୋକକୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର ତାଡ଼ିତ ଦୁଃଖୀ ଲୋକକୁ ନିଜ ଗୃହକୁ ଆଣିବାର, ଉଲଗ୍ନକୁ ଦେଖି ତାକୁ ବସ୍ତ୍ର ପିନ୍ଧାଇଦବୋର ଓ ତୁମ୍ଭର ନିଜ ବଂଶୀଯ ଲୋକଠାରୁ ନିଜକୁ ନ ଲୁଚାଇବାର, ଏହି ପ୍ରକାର ଉପବାସ ଆମ୍ଭେ କ'ଣ ମନୋନୀତ କରି ନାହୁଁ ?'
ଏବଂ ତୁମ୍ଭମାନେେ ଦୁର୍ବଳ ମାନଙ୍କୁ ସବଳ କରି ନାହଁ ଓ ପୀଡିତ ମାନଙ୍କର ଚିକିତ୍ସା କରି ନାହିଁ, ଆହତ ମଷେମାନଙ୍କର କ୍ଷତସ୍ଥାନ ରେ ପଟି ବାନ୍ଧି ନାହଁ। ବିତାଡ଼ିତ ମଷେମାନଙ୍କୁ ଫରୋଇ ଆଣି ନାହଁ କିମ୍ବା ଯେ ହଜିଗଲା ତାକୁ ଖାଜେିଲ ନାହିଁ। କିନ୍ତୁ ତୁମ୍ଭମାନେେ ବଳ ରେ ଓ ନିଷ୍ଠୁର ଭାବରେ ସମାନଙ୍କେୁ ଶାସନ କରିଅଛ।
ହଜି ୟାଇଥିବା ମଷେମାନଙ୍କୁ ମୁଁ ଅନ୍ବଷେଣ କରିବି ଆଉ ଛିନ୍ନଭିନ୍ନ ହାଇେଥିବା ମଷେମାନଙ୍କୁ ଫରୋଇ ଆଣିବି। ଏବଂ ଆହତ ମଷେର କ୍ଷତ ରେ ପଟି ବାନ୍ଧିବି ଓ ଦୁର୍ବଳକୁ ସବଳ କରିବି। କିନ୍ତୁ ମୁଁ ସହେି ହୃଷ୍ଟପୁଷ୍ଟ ଓ ବଳବାନ୍କୁ ସଂହାର କରିବି ଓ ଯଥାର୍ଥ ଭାବେ ସମାନଙ୍କେୁ ମଣିବି।
ବରଂ ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କ ପାଖକୁ ୟିବ। ସମାନେେ ହଜିଯାଇଥିବା ମଷେ ଭଳି।
ଯୀଶୁ କହିଲେ, ପରମେଶ୍ବର ମାେତେ କବଳେ ଇଶ୍ରାୟେଲର ହଜିଯାଇଥିବା ଲୋକ(ଯିହୂଦୀ)ମାନଙ୍କ ପାଇଁ ପଠାଇଛନ୍ତି।
ଯଦି କୌଣସି ଲୋକର ଶ ହଟେି ମେଣ୍ଢା ଥାଆନ୍ତି, କିନ୍ତୁ ସେଥିରୁ ଗୋଟିଏ ହିଜିଯାଏ, ତବେେ ସହେି ଲୋକଟି ତାର ବାକି ଅନେଶ୍ବତ ମେଣ୍ଢାଙ୍କୁ ପାହାଡ଼ ଉପରେ ଛାଡ଼ିଦଇେ ହଜିଯାଇଥିବା ମେଣ୍ଢାକୁ ଖାଜେିବାକୁ ୟିବନାହିଁକି? ତୁମ୍ଭେ କଣ ଭାବ?
ଏପରି ଘଟିଲା ଯେ ଜଣେ ଯିହୂଦୀ ଯାଜକ ସହେି ରାସ୍ତା ଦଇେ ଯାଉଥିଲେ। ସହେି ଲୋକଟିକୁ ଦେଖି ସେ ବାଟ ଭାଙ୍ଗି ଚାଲିଗଲେ।