ଯେଉଁ ଲୋକ ନିଜର ସନ୍ତାନମାନଙ୍କୁ ମାେଲକ୍ ଦବେତା ଉଦ୍ଦେଶ୍ଯ ରେ ଉତ୍ସର୍ଗ କରେ, ସଙ୍ଗେ ସଙ୍ଗେ ବଧ କରାୟିବା ଉଚିତ୍। ଦେଶର ଲୋକମାନେ ଯଦି ତାହା ପ୍ରତି ଚକ୍ଷୁ ମୁଦ୍ରିତ କରନ୍ତି ଓ ତାହାକୁ ବଧ ନ କରନ୍ତି,
Cross references
ସହେି ବ୍ଯକ୍ତିର କଥା ତୁମ୍ଭମାନେେ ଶକ୍ସ୍ଟଣିବା ଉଚିତ୍ ନକ୍ସ୍ଟହଁ। ସମାନଙ୍କେ ପାଇଁ ଅନକ୍ସ୍ଟକଐା ଦଖାେଅ ନାହିଁ। ତାଙ୍କୁ ମକ୍ସ୍ଟକ୍ତି ଦିଅ ନାହିଁ କି ତାଙ୍କୁ ସକ୍ସ୍ଟରକ୍ଷା ଦିଅନାହିଁ।
ଯଦି କେତକେ ପୁରୁଷ ଓ ସ୍ତ୍ରୀ ସଦାପ୍ରଭୁଙ୍କର ନିଯମ ଅବମାନନା କରନ୍ତି ଏବଂ ପାପ କରନ୍ତି ଏବଂ ମାେ ଆଦେଶ ବିରକ୍ସ୍ଟଦ୍ଧ ରେ ୟାଆନ୍ତି, ଯେ କୌଣସି ନଗର ମଧିଅରେ ଯେଉଁଗୁଡିକୁ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କୁ ଦଇେଛନ୍ତି ଏବଂ ତାଙ୍କର ନିଯମ ଭଂଗ କରନ୍ତି।
ସହେି କାରଣରକ୍ସ୍ଟ ଇଶ୍ରାୟେଲୀୟମାନେ ପରାସ୍ତ ହାଇେ ଫରେି ଆସିଛନ୍ତି। ସମାନେେ ଅପରାଧ କରିଥିବାରକ୍ସ୍ଟ ଓ ଧ୍ବଂସ କାର୍ୟ୍ଯକକ୍ସ୍ଟ ନିନ୍ଦା କରିଥିବାରକ୍ସ୍ଟ ସମାନେେ ପରାସ୍ତ ହେଲେ। ତୁମ୍ଭମାନେେ ତୁମ୍ଭମାନଙ୍କ ପାଖ ରେ ଥିବା ସହେି ଲକ୍ସ୍ଟଟ୍ ବସ୍ତକ୍ସ୍ଟକକ୍ସ୍ଟ ଧ୍ବଂସ ନ କଲା ପର୍ୟ୍ଯନ୍ତ ମୁ ତକ୍ସ୍ଟମ୍ଭ ସଙ୍ଗ ରେ ରହିପାରିବି ନାହିଁ, ଯେଉଁଗକ୍ସ୍ଟଡିକ ଧ୍ବଂସ କରିବା ପାଇଁ ମୁ ନିର୍ଦ୍ଦେଶ ଦଇେଥିଲି।
ମୁ ତାକକ୍ସ୍ଟ କହିଅଛି ଯେ, ମୁ ଚିରଦିନ ତା'ର ବଂଶକକ୍ସ୍ଟ ଦଣ୍ତ ଦବେି, ଯେ ହତେକ୍ସ୍ଟ ତା'ର ଅପରାଧ ତାକକ୍ସ୍ଟ ଜଣାଅଛି। ସେ ଜାଣିଲା ଯେ, ସମାନେେ ପରମେଶ୍ବରଙ୍କ ବିରକ୍ସ୍ଟଦ୍ଧ ରେ କରୁଛନ୍ତି ଓ କହକ୍ସ୍ଟଛନ୍ତି। ତଥାପି ଏଲି ତା'ର ପକ୍ସ୍ଟତ୍ରମାନଙ୍କୁ ନିଯନ୍ତ୍ରଣ କଲା ନାହିଁ।
ତତ୍ପରେ ସେ ଭବିଷ୍ଯଦ୍ବକ୍ତା ରାଜାଙ୍କୁ କହିଲେ, ସଦାପ୍ରଭୁ ଏହିକଥା କହନ୍ତି, 'ଆମ୍ଭେ ଯେଉଁ ଲୋକକୁ ବିନାଶାର୍ଥେ ଦଇେଥିଲୁ, ତୁମ୍ଭେ ତାକୁ ଆପଣା ହସ୍ତ ରେ ଛାଡିଅଛ। ଏଣୁ ତା'ର ପ୍ରାଣ ବଦଳ ରେ ତୁମ୍ଭର ପ୍ରାଣ ୟିବ। ଆଉ ତାହାର ଲୋକମାନଙ୍କ ବଦଳ ରେ ତୁମ୍ଭର ଲୋକମାନେ ଯିବେ।'
ପୂର୍ବରୁ ପରମେଶ୍ବର ଲୋକମାନଙ୍କର ଏହି ନିର୍ବୋଧତା ଉପେକ୍ଷା କରିଥିଲେ। ମାତ୍ର ବର୍ତ୍ତମାନ ସେ ସାରା ପୃଥିବୀର ଲୋକମାନଙ୍କୁ ଅନୁତାପ କରି ଫରେିଆସିବା ପାଇଁ ଆଦେଶ ଦିଅନ୍ତି।
ତଥାପି ମାରେ ତୁମ୍ଭ ବିରୁଦ୍ଧ ରେ କିଛି କହିବାକୁ ଅଛି : ତୁମ୍ଭ ଦଳ ଭିତରୁ କେତକେ ଲୋକ ବିଲିଯାମର ଶିକ୍ଷା ଅନୁସରଣ କରୁଛନ୍ତି। ଏହି ବିଲିଯାମ ବାଲାକ ପ୍ରତିମାକୁ ଅର୍ପିତ ହାଇେଥିବା ଖାଦ୍ୟ ଖାଇବା ପାଇଁ ଓ ୟୌନଗତ ପାପ କରି ଇଶ୍ରାୟେଲର ଲୋକମାନଙ୍କୁ ପାପ କରିବା ପାଇଁ ଶିଖାଇଥିଲା।