Home Bibles ଦିତୀୟ ବିବରଣ 17:12 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 17:12 · ଓଡ଼ିଆ ବାଇବେଲ

ଯେଉଁ ବ୍ଯକ୍ତି ଯାଜକର ବିଗ୍ଭର ଅବମାନନା କରିବାକୁ ସାହସ କରେ ୟିଏ କି ଛିଡା ହକ୍ସ୍ଟଏ ଓ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ସବୋ କରେ, ତାକକ୍ସ୍ଟ ମୃତକ୍ସ୍ଟ୍ଯ ଦଣ୍ତ ଦିଆୟିବା ଉଚିତ୍ା ତେଣୁ ତୁମ୍ଭେ ଇଶ୍ରାୟେଲରକ୍ସ୍ଟ କକ୍ସ୍ଟକର୍ମ ବାହାର କରିଦବୋ ଉଚିତ୍।

Cross references

ଗଣନା ପୁସ୍ତକ 15:30

ଯଦି ଯେଉଁ ବ୍ଯକ୍ତି ଉବ୍ଦେଶ୍ଯମୂଳକ ଭାବରେ ପାପକର୍ମ କରେ ସେ ଇଶ୍ରାୟେଲୀୟ କି ବିଦେଶୀ ମୂଳ ସ୍ଥାଯୀ ବାସୀନ୍ଦା ହେଉ, ଯଦି ସଦାପ୍ରଭୁଙ୍କର ନିନ୍ଦା କରେ, ତବେେ ସେ ବ୍ଯକ୍ତି ଆପଣା ଲୋକଙ୍କଠାରୁ ବହିସ୍କାର ହବେ।

ଗଣନା ପୁସ୍ତକ 15:31

କାରଣ ସେ ସଦାପ୍ରଭୁଙ୍କର ବାକ୍ଯ ଅବଜ୍ଞା କଲା ଓ ତାଙ୍କର ଆଜ୍ଞା ଭଂଗ କଲା, ତେଣୁ ସେ ବ୍ଯକ୍ତି ନିଶ୍ଚିତ ବହିସ୍କାର ହବେ ଓ ତା'ର ପାପ ସେ ବହନ କରିବ।

ଦିତୀୟ ବିବରଣ 10:8

ସେ ସମୟରେ ସଦାପ୍ରଭୁଙ୍କ ନିଯମ ସିନ୍ଦକ୍ସ୍ଟକ ବହିବା ପାଇଁ ଓ ସଦାପ୍ରଭୁଙ୍କ ସବୋକର୍ମ ପାଇଁ ତାହାଙ୍କ ଛାମକ୍ସ୍ଟ ରେ ଠିଆ ହବୋକକ୍ସ୍ଟ ଓ ତାହାଙ୍କ ନାମ ରେ ଆଶୀର୍ବାଦ କରିବାକୁ ସଦାପ୍ରଭୁ ଆଜି ପର୍ୟ୍ଯନ୍ତ ଲବେୀ ପରିବାରବର୍ଗଙ୍କକ୍ସ୍ଟ ପୃଥକ କରିଛନ୍ତି।

ଦିତୀୟ ବିବରଣ 13:5

ତୁମ୍ଭମାନେେ ସହେି ଭବିଷ୍ଯଦବକ୍ତା ବା ସ୍ବପ୍ନ ଦର୍ଶକକକ୍ସ୍ଟ ପ୍ରାଣ ଦଣ୍ତ ଦବୋ ଉଚିତ୍। କାରଣ ସହେି ବ୍ଯକ୍ତିଟି ମାରେ ଲୋକମାନଙ୍କୁ ପରମେଶ୍ବରଙ୍କ ବରକ୍ସ୍ଟଦ୍ଧ ରେ ବିଦ୍ରୋହ କରିବା ପାଇଁ ପ୍ରତାରିତ କଲା, ୟିଏକି ତୁମ୍ଭମାନଙ୍କୁ ମିଶର ଦେଶରକ୍ସ୍ଟ ବାହାର କରି ଆଣିଲେ ଓ ଦାସତ୍ବରକ୍ସ୍ଟ ତୁମ୍ଭମାନଙ୍କୁ ମକ୍ସ୍ଟକ୍ତ କଲେ। ସହେି ବ୍ଯକ୍ତିଟି ତୁମ୍ଭକୁ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କଠାରକ୍ସ୍ଟ ଦକ୍ସ୍ଟରକକ୍ସ୍ଟ ନବୋକକ୍ସ୍ଟ ଚେଷ୍ଟା କରୁଛି। ଯାହା ସେ ତୁମ୍ଭମାନଙ୍କୁ ଅନକ୍ସ୍ଟସରଣ କରିବା ପାଇଁ ନିର୍ଦ୍ଦେଶ ଦେଲେ। ଏହି ଉପାଯ ରେ ତକ୍ସ୍ଟମ୍ଭ ମଧିଅରେ ଥିବା କକ୍ସ୍ଟକର୍ମ ଦୂର କରିପାରିବ।

ଦିତୀୟ ବିବରଣ 13:6

ଧରାଯାଉ ତୁମ୍ଭମାନଙ୍କର ନିଜ ଲୋକ, ଏପରିକି ତୁମ୍ଭର ନିଜ ଭାଇ, ତୁମ୍ଭର ପକ୍ସ୍ଟତ୍ର ବା କନ୍ଯା, ତୁମ୍ଭର ସ୍ତ୍ରୀ କିଅବା ଅନ୍ତରଙ୍ଗ ବନ୍ଧକ୍ସ୍ଟ ଏହା କହି ତୁମ୍ଭକୁ ପ୍ରଲୋଭିତ କରିବାକୁ ଚୋଷ୍ଟାକରେ, 'ଗ୍ଭଲ ଅନ୍ୟ ଦବଗେଣଙ୍କର ପୂଜା କରିବା।' ଯେଉଁ ଦବେତାଗଣଙ୍କକ୍ସ୍ଟ ତୁମ୍ଭମାନେେ କିଅବା ତୁମ୍ଭମାନଙ୍କର ପୂର୍ବପୁରୁଷ ଜାଣି ନାହାଁନ୍ତି।

ଦିତୀୟ ବିବରଣ 13:11

ତେଣୁ ସମସ୍ତ ଇଶ୍ରାୟେଲୀୟମାନେ ଏ ବିଷଯ ରେ ଶକ୍ସ୍ଟଣିବେ ଓ ଭୟଭୀତ ହବେେ। ଆଉ ଇଶ୍ରାୟେଲୀୟମାନେ ଏପରି ପୂନର୍ବାର ଦକ୍ସ୍ଟଷ୍କର୍ମ କରିବାକୁ ସାହସ କରିବେ ନାହିଁ।

ଦିତୀୟ ବିବରଣ 17:7

ସାକ୍ଷୀମାନେ ପ୍ରଥମେ ସହେି ଲୋକକୁ ମାରିବା ପାଇଁ ପ୍ରଥମେ ପଥର ଫିଙ୍ଗିବେ। ଏହାପରେ ଅନ୍ୟ ସମସ୍ତ ଲୋକେ ତାକକ୍ସ୍ଟ ପଥରମାନ ଫିଙ୍ଗି ମାରିବେ। ଏହିପରି ଭାବରେ ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ଦକ୍ସ୍ଟଷ୍ଟ ଲୋକମାନଙ୍କୁ ବାହାର କରିବ।

ଦିତୀୟ ବିବରଣ 18:5

କାରଣ ସଦାପ୍ରଭୁଙ୍କ ନାମ ରେ ସବୋ କରିବାକୁ ନିତ୍ଯ ଠିଆ ହବୋ ନିମନ୍ତେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭର ସମସ୍ତ ବଂଶଧର ମଧରକ୍ସ୍ଟ ତାହାକକ୍ସ୍ଟ ଓ ତାହାର ସନ୍ତାନଗଣକକ୍ସ୍ଟ ମନୋନୀତ କରିଅଛନ୍ତି।

ଦିତୀୟ ବିବରଣ 18:7

ସହେି ସ୍ଥାନ ରେ ସେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଠିଆ ହବୋର ଆପଣା ସମସ୍ତ ଲବେୀୟ ଭାଇମାନଙ୍କ ପରି ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ନାମ ରେ ସବୋ କରିବ।

ଦିତୀୟ ବିବରଣ 18:20

କିନ୍ତୁ ଯେତବେେଳେ ଜଣେ ଭବିଷ୍ଯଦ୍ବକ୍ତା ମାେ ନାମ ରେ କୌଣସି ଅନକ୍ସ୍ଟଚିତ୍ କଥା କ ହେ, ଯାହା ମୁ ତାଙ୍କୁ କହିବା ପାଇଁ ନିର୍ଦ୍ଦେଶ ଦଇନୋହିଁ। ସହେି ଭବିଷ୍ଯଦ୍ବକ୍ତାର ମୃତକ୍ସ୍ଟ୍ଯଦଣ୍ତ ପାଇବା ଉଚିତ୍। ଏବଂ ଯଦି କେତକେ ଭବିଷ୍ଯଦ୍ବକ୍ତା ଅନ୍ୟ ଦବଗେଣଙ୍କ ନାମ ରେ କହନ୍ତି, ତବେେ ସହେି ଭବିଷ୍ଯଦ୍ବକ୍ତାଗଣ ନିଶ୍ଚଯ ମୃତକ୍ସ୍ଟ୍ଯଦଣ୍ତ ପାଇବେ।

ଯିହୋଶୂୟ 1:18

ସେଥିପାଇଁ ଯଦି କୌଣସି ଲୋକ ଆପଣାଙ୍କକ୍ସ୍ଟ ଅବମାନନା କରେ ଅବା କୌଣସି ଲୋକ ଆପଣଙ୍କର ବିରକ୍ସ୍ଟଦ୍ଧା ରଣେ କରେ, ସେ ଲୋକକୁ ହତ୍ଯା କରାୟିବ। ତେଣୁ ସାହାସୀ ଓ ଶକ୍ତିଶାଳୀ ହକ୍ସ୍ଟଅ।

ବିଚାରକର୍ତାମାନଙ୍କ ବିବରଣ 20:13

ଗିବିଯାର କକ୍ସ୍ଟକର୍ମକାରୀମାନଙ୍କୁ ଆମ୍ଭମାନଙ୍କ ହସ୍ତ ରେ ବର୍ତ୍ତମାନ ସମର୍ପଣ କର, ଯାହାଫଳ ରେ ଆମ୍ଭମାନେେ ସମାନଙ୍କେୁ ହତ୍ଯା କରି ପାରିବକ୍ସ୍ଟ ଏବଂ ଇଶ୍ରାୟେଲରକ୍ସ୍ଟ ଦକ୍ସ୍ଟଷ୍ଟତା ଦୂର କରିଦବେକ୍ସ୍ଟ।

ଏଜ୍ରା 10:8

ଯଦି କୌଣସି ଲୋକ ତିନି ଦିନ ମଧିଅରେ ୟିରୁଶାଲମକୁ ନ ଆସିବ, ତବେେ ତାର ସମସ୍ତ ସମ୍ପତ୍ତି ହରଣ କରାୟିବ। ଏହି ନିଷ୍ପତ୍ତି ଅଧିପତିମାନେ ଓ ପ୍ରାଚୀନବର୍ଗମାନେ ନଇେଥିଲେ ଓ ସମାନଙ୍କେୁ ମଧ୍ଯ ବନ୍ଦୀତ୍ବର ସମାଜରୁ ପୃଥକ କରାୟିବ।

ଗୀତସଂହିତା 19:13

ମୁଁ ଯେଉଁ ପାପସବୁ କରିବାକୁ ଚାହୁଁଛି ମାେତେ ସେଥିରୁ ନିବୃତ୍ତ କର। ସହେି ପାପସବୁ ୟପରେି ମାେ ଉପରେ ଶାସନ ନ କରୁ। ତୁମ୍ଭେ ୟଦି ମାେତେ ସାହାୟ୍ଯ କରିବ ତା' ହେଲେ ମୁଁ ଶୁଦ୍ଧ ଜୀବନୟାପନ ସହିତ ସମସ୍ତ ପାପରୁ ମୁକ୍ତ ହାଇେ ପାରିବି।

ହିତୋପଦେଶ 21:11

ନିନ୍ଦକମାନଙ୍କୁ ଦଣ୍ଡ ଦେଲେ, ନିର୍ବୋଧ ଲୋକ ବୁଦ୍ଧିମାନ୍ ହୁଏ। ମାତ୍ର ବୁଦ୍ଧିମାନ୍କୁ ବୁଝାଇ ଦେଲେ ସେ ଆହୁରି ଜ୍ଞାନବାନ୍ ହୁଏ।

ଯିରିମିୟ 25:3

ଆମାନରେ ପୁତ୍ର ଯିହୁଦାର ରାଜା ଯୋଶିୟଯର ଅଧିକାରର ତ୍ରଯୋଦଶ ବର୍ଷଠାରୁ ଆଜି ପର୍ୟ୍ଯନ୍ତ ଏହି ତଇେଶ ବର୍ଷକାଳ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହାଇେଅଛି। ଆଉ ମୁଁ ପ୍ରତ୍ଯୁଷରୁ ଉଠି ତାହା ତୁମ୍ଭମାନଙ୍କୁ କହିଅଛି ମାତ୍ର ତୁମ୍ଭମାନେେ ତାହା ଶୁଣି ନାହିଁ।

ହୋଶେୟ 4:4

କୌଣସି ବ୍ଯକ୍ତି ଅନ୍ୟ ସହିତ ୟୁକ୍ତି କି ଅନ୍ୟକୁ ଦୋଷ ଦବୋ ଉଚିତ୍ ନୁହେଁ।

ମାଥିଉଲିଖିତ ସୁସମାଚାର 10:14

ଯଦି କହେି ହେଲେ ତୁମ୍ଭର ସ୍ବାଗତ କରୁ ନାହାଁନ୍ତି, କିମ୍ବା ତୁମ୍ଭର ଉପଦେଶ ଶୁଣୁ ନାହାଁନ୍ତି, ତବେେ ସେ ଘର ବା ନଗର ଛାଡିଦିଅ। ତୁମ୍ଭ ପାଦ ରେ ଲାଗିଥିବା ଧୂଳି ମଧ୍ଯ ସହେିଠା ରେ ଝାଡିଦିଅ।

ଲୂକଲିଖିତ ସୁସମାଚାର 10:16

ଯେତବେେଳେ କୌଣସି ଲୋକ ତୁମ୍ଭମାନଙ୍କ କଥା ଶୁଣେ, ସେ ପ୍ରକୃତ ରେ ମାେ କଥା ଶୁଣେ। ଯେତବେେଳେ ଜଣେ ତୁମ୍ଭମାନଙ୍କୁ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତ ରେ ମାେତେ ଗ୍ରହଣ କରିବାକୁ ମନା କରିଦିଏ ଏବଂ ଯେତବେେଳେ ଜଣେ ମାେତେ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତ ରେ ମାେତେ ପଠାଇଥିବା ପରମେଶ୍ବରଙ୍କୁ ଗ୍ରହଣ କରିବାକୁ ମନା କରିଦିଏ।

ଯୋହନଲିଖିତ ସୁସମାଚାର 12:48

ଜଣେ ବିଚାରକ ଅଛନ୍ତି. ୟିଏ ବିଚାର କରିବେ କି, କେଉଁ ଲୋକ ମାେତେ ବିଶ୍ବାସ କରୁନାହିଁ ଓ ମାେ କଥା ଗ୍ରହଣ କରୁନାହିଁ। ମୁଁ ଯେଉଁ ଉପଦେଶ ଶିକ୍ଷା ଦଇେଛି, ତାହା ଦ୍ବାରା ସହେି ଲୋକ ଶଷେ ଦିନ ରେ ବିଚାର ହବେ।

ଯୋହନଲିଖିତ ସୁସମାଚାର 20:23

ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ତବେେ ସମାନଙ୍କେର ପାପ କ୍ଷମା କରା ହବେ। ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ନାହିଁ, ତବେେ ସମାନଙ୍କେର ପାପ କ୍ଷମା କରା ହବେ ନାହିଁ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 4:2

ତୁମ୍ଭମାନେେ ଜାଣିଛ ଯେ, ଆମ୍ଭେ ତୁମ୍ଭମାନଙ୍କୁ କ'ଣ କରିବା ପାଇଁ କହିଛୁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅଧିକାର ମାଧ୍ଯମ ରେ ଆମ୍ଭେ ତୁମ୍ଭମାନଙ୍କୁ ସହେି କଥାଗୁଡ଼ିକ କହିଛୁ। ପରମେଶ୍ବର ଇଚ୍ଛା କରନ୍ତି ଯେ, ତୁମ୍ଭମାନେେ ପବିତ୍ର ହୁଅ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 4:8

ଅତଏବ ଯେଉଁ ଲୋକ ଏହି ଶିକ୍ଷାକୁ ଅବମାନନା କରେ, ସେ ପରମେଶ୍ବରଙ୍କ ଅବମାନନା କରେ, ମଣିଷକୁ ନୁହେଁ। ପରମେଶ୍ବର ତାଙ୍କର ପବିତ୍ରଆତ୍ମା ତୁମ୍ଭମାନଙ୍କୁ ପ୍ରଦାନ କରି ଥାଆନ୍ତି।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 5:20

ଯେଉଁମାନେ ପାପ କରନ୍ତି, ସମାନଙ୍କେୁ ସମାନଙ୍କେର ଭୁଲ ଦଖାଇଦେିଅ। ମଣ୍ଡଳୀର ଲୋକମାନଙ୍କ ସମ୍ମୁଖ ରେ ଏହା କର। ସପରେି କଲେ, ଅନ୍ୟମାନେ ସତର୍କ ହବେେ।

ଏବ୍ରୀ 10:26

ସତ୍ଯକୁ ଜାଣିଲା ପରେ ମଧ୍ଯ ଯଦି ଆମ୍ଭେ ପାପକାମ କରି ଚାଲିବା ପାଇଁ ଇଚ୍ଛା କରିବା, ତା' ହେଲେ ସିଦ୍ଧାନ୍ତ ନେଉ, ପାପ ହରଣ କରିବା ପାଇଁ ଆଉ କୌଣସି ବଳିଦାନ ନାହିଁ।

Interlinear

Choose Theme