Home Bibles ଦିତୀୟ ବିବରଣ 11:9 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 11:9 · ଓଡ଼ିଆ ବାଇବେଲ

ସେଥିପାଇଁ ତୁମ୍ଭମାନେେ ସହେି ଦକ୍ସ୍ଟଗ୍ଧ ମଧକ୍ସ୍ଟ ପ୍ରବାହିତ ଦେଶ ରେ ଦୀର୍ଘ୍ଯ ଦିନ ବାସ କରିବ। ଏହି ଦେଶ ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ଓ ସମାନଙ୍କେର ଭବିଷ୍ଯଦ୍ ବଂଶଧରମାନଙ୍କୁ ଦବୋ ପାଇଁ ପ୍ରତିଜ୍ଞା କରିଥିଲେ।

Cross references

ଯାତ୍ରା ପୁସ୍ତକ 3:8

ଏଥି ନିମନ୍ତେ ଆମ୍ଭେ ସମାନଙ୍କେୁ ମିଶରୀଯମାନଙ୍କଠାରୁ ରକ୍ଷା କରିବା ପାଇଁ ମର୍ତ୍ତ୍ଯକୁ ୟିବି। ଆମ୍ଭେ ସମାନଙ୍କେୁ ସେ ଭୂମିରୁ ଏକ ଉତ୍ତମ ଭୂମିକୁ ନଇୟିବୋ, ଯେଉଁଠା ରେ ପ୍ରଚୁର ପରିମାଣ ରେ ଦୁଗ୍ଧ ଓ ମହୁର ବନ୍ଯା ଛୁଟୁଥିବ। ସଠାେରେ ସମାନଙ୍କେ ପାଇଁ କୌଣସି ଅସୁବିଧ ହବେନାହିଁ। ତୁମ୍ଭେ ସଠାେରେ ଅସୁବିଧାରୁ ମୁକ୍ତ ରହିବ। ସମସ୍ତ ଉତ୍ତମ ଦ୍ରବ୍ଯମାନ ମିଳିବ। ବହୁଦେଶୀଯ ଲୋକମାନେ ସଠାେରେ ବାସ କରୁଥିବେ। କିଣାନୀଯ, ହିତ୍ତୀଯ, ଇମାରେୀୟ, ପିରିଷୀଯ, ହିଦ୍ଦୀଯ ଓ ୟିବୂଷୀଯମାନେ ଯେଉଁ ସ୍ଥାନ ରେ ବାସ କରନ୍ତି ତୁମ୍ଭମାନେେ ସହେିଠା ରେ ବାସ କରିବ।

ଦିତୀୟ ବିବରଣ 1:8

ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ଏହି ଦେଶ ଦଇେଅଛୁ, ଏହାସବୁ ତୁମ୍ଭମାନଙ୍କର, ୟାଅ ଏବଂ ଏହାକକ୍ସ୍ଟ ଅଧିକାର କର। ଆମ୍ଭେ ତୁମ୍ଭର ପୂର୍ବପୁରୁଷ ୟାଥ: ଅବ୍ରହାମ, ଇସହାକ୍ ଓ ୟାକୁବକୁ ଏହା ଦବୋ ପାଇଁ ଶପଥ କରିଥିଲକ୍ସ୍ଟ, ଆମ୍ଭେ ସମାନଙ୍କେୁ ଓ ସମାନଙ୍କେର ବଂଶଧରମାନଙ୍କୁ ଏହି ଦେଶମାନ ଦବୋ ପାଇଁ ଶପଥ କରିଥିଲକ୍ସ୍ଟ।'

ଦିତୀୟ ବିବରଣ 4:40

ସେଥିପାଇଁ ତୁମ୍ଭମାନେେ ବ୍ଯବସ୍ଥା ଓ ଆଜ୍ଞା ପାଳନ କରିବା ଉଚିତ୍, ଯାହାକି ମୁ ଆଜି ତୁମ୍ଭମାନଙ୍କୁ ଦେଉଛି। ତେଣୁ ତୁମ୍ଭର ଓ ତୁମ୍ଭମାନଙ୍କର ପିଲାମାନଙ୍କର ମଗଂଳ ହବେ,ଏବଂ ତକ୍ସ୍ଟମ୍ଭମାନେ ସହେି ଭୂମିରେ ଦିର୍ଘଦିନ ଧରି ବାସ କରିବ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଚିରଦିନ ପାଇଁ ଦଇେଛନ୍ତି।

ଦିତୀୟ ବିବରଣ 5:16

ତୁମ୍ଭମାନଙ୍କର ପିତାମାତାଙ୍କୁ ସମ୍ମାନ କର। ଏପରି କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦଇେଛନ୍ତି। ଯଦି ତୁମ୍ଭମାନେେ ଏହି ଆଦେଶ ପାଳନ କର, ତବେେ ତୁମ୍ଭମାନଙ୍କର ପରମାଯକ୍ସ୍ଟ ଦୀର୍ଘ୍ଯାଯକ୍ସ୍ଟ ହବେ ଓ ସହେି ଦେଶ ରେ ତୁମ୍ଭମାନଙ୍କର ମଙ୍ଗଳ ହବେ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଦେଉଛନ୍ତି।

ଦିତୀୟ ବିବରଣ 6:2

ଏହା ଏପରି ଅଟେ ଯେ, ତୁମ୍ଭମାନେେ ତୁମ୍ଭମାନଙ୍କର ସନ୍ତାନଗଣ ଏବଂ ନାତିନାତକ୍ସ୍ଟଣୀଗଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ତୁମ୍ଭମାନେେ ବଞ୍ଚିଥିବା ପର୍ୟ୍ଯନ୍ତ ଭୟ କରିବା ପାଇଁ ଏବଂ ତାଙ୍କର ସମସ୍ତ ଆଜ୍ଞା ଓ ନିଯମ ପାଳନ କରିବା ପାଇଁ ମୁ ଯାହା ତୁମ୍ଭମାନଙ୍କୁ ଦେଉଛି, ସେଥିପାଇଁ ଦୀର୍ଘଜିବୀ ହବେ।

ଦିତୀୟ ବିବରଣ 6:3

ତେଣୁ ହେ ଇଶ୍ରାୟେଲ, ଶକ୍ସ୍ଟଣ ଓ ତାହା ପାଳନ କରିବାକୁ ମନୋୟୋଗ କର, ତହିଁରେ ସଦାପ୍ରଭୁ ତକ୍ସ୍ଟମ୍ଭ ପୂର୍ବପୁରୁଷ ପରମେଶ୍ବର ତୁମ୍ଭକୁ ଯେଉଁପରି ପ୍ରତିଜ୍ଞା କରିଛନ୍ତି; ସହେିପରି ଦକ୍ସ୍ଟଗ୍ଧମଧକ୍ସ୍ଟ ପ୍ରବାହୀ ଦେଶ ରେ ତୁମ୍ଭର ମଙ୍ଗଳ ହବେ ଓ ତୁମ୍ଭମାନେେ ଅଧିକ ବିର୍ଦ୍ଦିଷ୍ତୁ ହବେ।

ଦିତୀୟ ବିବରଣ 6:18

ଏହାପରେ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯାହା ନ୍ଯାଯ ଓ ଉତ୍ତମ ତୁମ୍ଭେ ତାହା କରିବ, ତହିଁରେ ତୁମ୍ଭର ମଙ୍ଗଳ ହବେ ଓ ତୁମ୍ଭମାନେେ ଆସିବ ଓ ଉତ୍ତମ ଭୂମି ଅଧିକାର କରିବ ଯାହାକି ସଦାପ୍ରଭୁ ତୁମ୍ଭର ପୂର୍ବପୁରୁଷମାନଙ୍କଠା ରେ ପ୍ରତିଜ୍ଞା କରିଥିଲେ।

ଦିତୀୟ ବିବରଣ 9:5

ତୁମ୍ଭେ ଆପଣା ଧାର୍ମୀକତା ଅବା ହୃଦଯର ସରଳତା ହତେକ୍ସ୍ଟରକ୍ସ୍ଟ ସମାନଙ୍କେ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ନକ୍ସ୍ଟ ହେଁ, ମାତ୍ର ଏହି ଗୋଷ୍ଠୀଯ ଲୋକମାନଙ୍କ ଦୃଷ୍ଟତାପାଇଁ ଆଉ ତୁମ୍ଭମାନଙ୍କର ପୁର୍ବପୁରୁଷ ଅବ୍ରହାମଙ୍କକ୍ସ୍ଟ, ଇସହାକ୍ ଓ ୟାକକ୍ସ୍ଟବଙ୍କକ୍ସ୍ଟ ଶପଥପୂର୍ବକ ଯେଉଁ ବାକ୍ଯ କହିଥିଲେ, ତାହା ସଫଳ କରିବାପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ସମ୍ମକ୍ସ୍ଟଖରକ୍ସ୍ଟ ସମାନଙ୍କେୁ ତଡି ଦବେେ।

ଦିତୀୟ ବିବରଣ 11:21

ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଯେଉଁ ଦେଶ ଦବୋକକ୍ସ୍ଟ ଶପଥ କରିଅଛନ୍ତି, ତହିଁରେ ତୁମ୍ଭମାନଙ୍କ ଅବସ୍ଥିତି କାଳ ଓ ତୁମ୍ଭମାନଙ୍କ ସନ୍ତାନଗଣର ଅବସ୍ଥିତିକାଳ ଭୂମଣ୍ତଳ ଉପରେ ଆକାଶ ମଣ୍ତଳର ଅବସ୍ଥିତିକାଳ ତକ୍ସ୍ଟଲ୍ଯ ହବେ।

ଗୀତସଂହିତା 34:12

ୟଦି ଜଣେ ବ୍ଯକ୍ତି ଜୀବନକୁ ଭଲ ପାଏ ଏବଂ ସେ ଦୀର୍ଘ ନିରାମଯ ଜୀବନୟାପନ କରିବାକୁ ଇଚ୍ଛା କରେ।

ହିତୋପଦେଶ 3:2

ମାରେ ଶିକ୍ଷା ତୁମ୍ଭ ଜୀବନକୁ ଦୀର୍ଘମଯ ଓ ଶାନ୍ତି ପ୍ରଦାୟକ ହବେ।

ହିତୋପଦେଶ 3:16

ସହେିଲୋକ ଡାହାଣ ହସ୍ତ ରେ ଦୀର୍ଘାଯୁ ଏବଂ ବାମ ହସ୍ତ ରେ ଧନ ଓ ସମ୍ମାନ ଧାରଣ କରିଛି।

ହିତୋପଦେଶ 9:11

କାରଣ ମାେଦ୍ବାରା ତୁମ୍ଭର ଜୀବନ ବୃଦ୍ଧି ପାଇବ। ତୁମ୍ଭେ ଦୀର୍ଘଜୀବି ହବେ।

ହିତୋପଦେଶ 10:27

ସଦାପ୍ରଭୁଙ୍କ ବିଷଯକ ଭୟର ଦିନ ବଢ଼ାଏ ! ମାତ୍ର ଦୁଷ୍ଟର ବର୍ଷ ଶଷେ କରାୟିବ।

ଯିହିଜିକଲ 20:6

ସହେିଦିନ ମୁଁ ସମାନଙ୍କେୁ ମିଶର ଦେଶରୁ ବାହାର କରି ଆଣିଲି ଓ ସମାନଙ୍କେୁ ଏପରି ଏକ ଦେଶକୁ ନଇଗେଲି ଯେଉଁଠା ରେ ଦୁଗ୍ଧ ମଧୁ ପ୍ରଚୁର ଥିଲା ଓ ଯେଉଁ ଦେଶ ସମସ୍ତ ଦେଶ ମଧିଅରେ ଗୌରବମଯ ଥିଲା।

Interlinear

Choose Theme