Home Bibles ଦିତୀୟ ବିବରଣ 6:3 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 6:3 · ଓଡ଼ିଆ ବାଇବେଲ

ତେଣୁ ହେ ଇଶ୍ରାୟେଲ, ଶକ୍ସ୍ଟଣ ଓ ତାହା ପାଳନ କରିବାକୁ ମନୋୟୋଗ କର, ତହିଁରେ ସଦାପ୍ରଭୁ ତକ୍ସ୍ଟମ୍ଭ ପୂର୍ବପୁରୁଷ ପରମେଶ୍ବର ତୁମ୍ଭକୁ ଯେଉଁପରି ପ୍ରତିଜ୍ଞା କରିଛନ୍ତି; ସହେିପରି ଦକ୍ସ୍ଟଗ୍ଧମଧକ୍ସ୍ଟ ପ୍ରବାହୀ ଦେଶ ରେ ତୁମ୍ଭର ମଙ୍ଗଳ ହବେ ଓ ତୁମ୍ଭମାନେେ ଅଧିକ ବିର୍ଦ୍ଦିଷ୍ତୁ ହବେ।

Cross references

ଆଦି ପୁସ୍ତକ 12:2

ମୁଁ ତୁମ୍ଭଠାରୁ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବି। ମୁଁ ତୁମ୍ଭକୁ ଆଶୀର୍ବାଦ କରିବି ଓ ତୁମ୍ଭକୁ ମହାନ କରିବି ଏବଂ ତୁମ୍ଭେ ଆଶୀର୍ବାଦର ସଂକତେ ହବେ।

ଆଦି ପୁସ୍ତକ 13:16

ପୃଥିବୀ ରେ ଧୂଳିପରି ମୁଁ ତୁମ୍ଭର ବଂଶ ବୃଦ୍ଧି କରାଇବି। ଯଦି କହେି ପୃଥିବୀର ଧୂଳି ଗଣିପା ରେ ତବେେ ସେ ତୁମ୍ଭର ବଂଶର ଲୋକମାନଙ୍କୁ ଗଣିପାରିବ।

ଆଦି ପୁସ୍ତକ 15:5

ଏହାପରେ ପରମେଶ୍ବର ତାଙ୍କୁ ବାହାରକୁ ନେଲେ ଓ କହିଲେ, ଉର୍ଦ୍ଧ ରେ ଆକାଶକୁ ଦେଖ ଏବଂ ତାରାଗଣ ଗଣନା କର, ତୁମ୍ଭେ ଯଦି ତାକୁ ଗଣନା କରିପାରିବ। ଏବଂ ସେ ମଧ୍ଯ କହିଲେ, ତୁମ୍ଭର ବଂଶଧର ତାରାଗଣ ପରି ବହୁସଂଖ୍ଯକ ହବେେ।

ଆଦି ପୁସ୍ତକ 22:17

ମୁଁ ତୁମ୍ଭକୁ ଆଶୀର୍ବାଦ କରିବି। ଆକାଶର ତାରାତୁଲ୍ଯ ଓ ସମୁଦ୍ର କୂଳର ଅସଂଖ୍ଯ ବାଲି ତୁଲ୍ଯ ତୁମ୍ଭର ବଂଶଧର ବଢ଼ାଇବି। ଏବଂ ତୁମ୍ଭର ଲୋକମାନେ ଯେଉଁ ସହର ଅଧିକାର କରିଛନ୍ତି ସହେି ସହର ରେ ବାସକରିବ।

ଆଦି ପୁସ୍ତକ 26:4

ଆମ୍ଭେ ଆକାଶର ତାରାଗଣ ପରି ତୁମ୍ଭର ବଂଶ ବୃଦ୍ଧିକରି ସମାନଙ୍କେୁ ଏହିସବୁ ଦେଶ ଦବୋ ଓ ତୁମ୍ଭ ବଂଶଧର, ପୃଥିବୀସ୍ଥ ସମସ୍ତ ଜାତି ଆଶୀର୍ବାଦ ପ୍ରପ୍ତ ହବେେ।

ଆଦି ପୁସ୍ତକ 28:14

ତୁମ୍ଭର ବହୁତ ବଂଶ ହବେେ। ତାହା ପୃଥିବୀର ଧୂଳୀପରି ଅସଂଖ୍ଯ ହବେେ। ସମାନେେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ ବ୍ଯାପିବେ। ପୃଥିବୀର ସମସ୍ତ ପରିବାର ତୁମ୍ଭ ବଂଶଧରମାନଙ୍କ ଦ୍ବାରା ଆଶୀର୍ବାଦ ପ୍ରପ୍ତ ହବେେ।

ଯାତ୍ରା ପୁସ୍ତକ 1:7

କିନ୍ତୁ ଇଶ୍ରାୟେଲର ବଂଶଧର ବଢିଲେ। ସମାନଙ୍କେ ସଂଖ୍ଯା ବଢିବଢି ଚାଲିଲା। ଇଶ୍ରାୟେଲର ଲୋକମାନେ ଅତ୍ଯଧିକ ଶକ୍ତିଶାଳୀ ହବୋକୁ ଲାଗିଲେ ଏବଂ ମିଶର ଦେଶ ଇଶ୍ରାୟେଲୀୟଙ୍କ ଦ୍ବାରା ପରିପୂର୍ଣ୍ଣ ହେଲା।

ଯାତ୍ରା ପୁସ୍ତକ 3:6

ଆମ୍ଭେ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ବର ଅଟୁ। ଆମ୍ଭେ ଅବ୍ରହାମଙ୍କର ପରମେଶ୍ବର ଅଟୁ। ଆମ୍ଭେ ଇସ୍ହାକର ପରମେଶ୍ବର ଅଟୁ ଏବଂ ଆମ୍ଭେ ଯାକୁବର ପରମେଶ୍ବର ଅଟୁ। ମାଶାେ ପରମେଶ୍ବରଙ୍କୁ ଦେଖି ଭୟ ରେ ତାଙ୍କର ମୁହଁ ଆବୃତ କଲେ।

ଯାତ୍ରା ପୁସ୍ତକ 3:8

ଏଥି ନିମନ୍ତେ ଆମ୍ଭେ ସମାନଙ୍କେୁ ମିଶରୀଯମାନଙ୍କଠାରୁ ରକ୍ଷା କରିବା ପାଇଁ ମର୍ତ୍ତ୍ଯକୁ ୟିବି। ଆମ୍ଭେ ସମାନଙ୍କେୁ ସେ ଭୂମିରୁ ଏକ ଉତ୍ତମ ଭୂମିକୁ ନଇୟିବୋ, ଯେଉଁଠା ରେ ପ୍ରଚୁର ପରିମାଣ ରେ ଦୁଗ୍ଧ ଓ ମହୁର ବନ୍ଯା ଛୁଟୁଥିବ। ସଠାେରେ ସମାନଙ୍କେ ପାଇଁ କୌଣସି ଅସୁବିଧ ହବେନାହିଁ। ତୁମ୍ଭେ ସଠାେରେ ଅସୁବିଧାରୁ ମୁକ୍ତ ରହିବ। ସମସ୍ତ ଉତ୍ତମ ଦ୍ରବ୍ଯମାନ ମିଳିବ। ବହୁଦେଶୀଯ ଲୋକମାନେ ସଠାେରେ ବାସ କରୁଥିବେ। କିଣାନୀଯ, ହିତ୍ତୀଯ, ଇମାରେୀୟ, ପିରିଷୀଯ, ହିଦ୍ଦୀଯ ଓ ୟିବୂଷୀଯମାନେ ଯେଉଁ ସ୍ଥାନ ରେ ବାସ କରନ୍ତି ତୁମ୍ଭମାନେେ ସହେିଠା ରେ ବାସ କରିବ।

ଯାତ୍ରା ପୁସ୍ତକ 3:17

ଏବଂ ଆମ୍ଭେ ତୁମ୍ଭମାନଙ୍କୁ ମିଶରୀଯମାନଙ୍କଠାରୁ ରକ୍ଷା କରିବାକୁ ନିଷ୍ପତ୍ତି କରିଛୁ। ଆମ୍ଭେ ତୁମ୍ଭମାନଙ୍କୁ କିଣାନୀଯମାନଙ୍କ ହିତ୍ତୀଯମାନଙ୍କ, ପିରିଷୀଯମାନଙ୍କ, ହିଦ୍ଦୀଯମାନଙ୍କ ଓ ୟିବୁଷୀଯମାନଙ୍କର ଦୁଗ୍ଧମଧୁ ପ୍ରବାହୀ ଦେଶକୁ ନଇୟିବୋ।'

ଦିତୀୟ ବିବରଣ 4:6

ତେଣୁ ଏହି ବ୍ଯବସ୍ଥାସବୁ ପାଳନ କର ଏବଂ ସଗେକ୍ସ୍ଟଡିକ ଅଭ୍ଯାସ କର କାରଣ ବହକ୍ସ୍ଟତ ଦେଶମାନଙ୍କ ମଧିଅରେ ଏହା ତୁମ୍ଭର ଜ୍ଞାନ ଓ ବକ୍ସ୍ଟଝାମଣା ହବେ। ଏହି ବ୍ଯବସ୍ଥା ଶକ୍ସ୍ଟଣିଲାପରେ ସମାନେେ କହିବେ ଯେ, 'ଇଶ୍ରାୟେଲୀୟ ଲୋକମାନେ ମହାନ ଲୋକ ଯେଉଁମାନେ ଜ୍ଞାନୀ ଏବଂ ବକ୍ସ୍ଟଝାମଣା ଶକ୍ତି ଅଛି।'

ଦିତୀୟ ବିବରଣ 5:32

ଏଥିପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ଯେପରି ଆଜ୍ଞା ଦଇେଛନ୍ତି, ସହେିପରି ଭାବରେ ପାଳନ କରିବାପାଇଁ ମନୋୟୋଗ କରିବେ। ତୁମ୍ଭମାନେେ ତହିଁର ଦକ୍ଷିଣା ରେ କି ବାମ ରେ ଫରେିବ ନାହିଁ।

ଦିତୀୟ ବିବରଣ 8:8

ଏହି ଦେଶ ଗହମ, ୟବ, ଦ୍ରାକ୍ଷା, ଡିମ୍ବିରି ଓ ଡାଳିମ୍ବ ବୃକ୍ଷମଯ ଅଟେ। ସହେି ଦେଶ ମଧ୍ଯ ଜିତତୈଳ ଓ ମଧକ୍ସ୍ଟମଯ ଅଟେ।

ଦିତୀୟ ବିବରଣ 11:9

ସେଥିପାଇଁ ତୁମ୍ଭମାନେେ ସହେି ଦକ୍ସ୍ଟଗ୍ଧ ମଧକ୍ସ୍ଟ ପ୍ରବାହିତ ଦେଶ ରେ ଦୀର୍ଘ୍ଯ ଦିନ ବାସ କରିବ। ଏହି ଦେଶ ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ଓ ସମାନଙ୍କେର ଭବିଷ୍ଯଦ୍ ବଂଶଧରମାନଙ୍କୁ ଦବୋ ପାଇଁ ପ୍ରତିଜ୍ଞା କରିଥିଲେ।

ଦିତୀୟ ବିବରଣ 26:9

ଏହାପରେ ସେ ଆମ୍ଭମାନଙ୍କୁ ଏହି ସ୍ଥାନକକ୍ସ୍ଟ ଆଣିଛନ୍ତି ଓ ଏହି ଦେଶ ଦିଗ୍ଧମଧକ୍ସ୍ଟ ପ୍ରବାହୀ ଦେଶ ଆମ୍ଭମାନଙ୍କୁ ଦଇେଛନ୍ତି।

ଦିତୀୟ ବିବରଣ 26:15

ତୁମ୍ଭେ ଆପଣା ପବିତ୍ର ନିବାସ ସ୍ବର୍ଗରକ୍ସ୍ଟ ଦୃଷ୍ଟିପାତ କର। ଏବଂ ତୁମ୍ଭର ଲୋକ ଇଶ୍ରାୟେଲକକ୍ସ୍ଟ ଓ ଆମ୍ଭମାନଙ୍କ ପୂର୍ବପୁରୁଷଗଣ ପ୍ରତି କୃତ ଆପଣା ଶପଥ ଅନକ୍ସ୍ଟସା ରେ ଯେଉଁ ଭୂମି ଆମ୍ଭମାନଙ୍କୁ ଦଇେଅଛ, ସହେି ଦକ୍ସ୍ଟଗ୍ଧମଧକ୍ସ୍ଟ ପ୍ରବାହୀ ଦେଶକକ୍ସ୍ଟ ଆଶୀର୍ବାଦ କର।'

ଦିତୀୟ ବିବରଣ 27:3

ତୁମ୍ଭମାନେେ ସଠାେରେ ପ୍ରବେଶ କରିବା ମାତ୍ ରେ, ତୁମ୍ଭମାନେେ ଏହିସବୁ ନିଯମ ସହେି ପ୍ରସ୍ତର ଉପରେ ଲେଖିବା ଉଚିତ୍। ଏହାକର ଯେତବେେଳେ ତୁମ୍ଭମାନେେ ୟର୍ଦ୍ଦନ ନଦୀ ପାର ହାଇେ ସହେି ଦେଶ ରେ ପ୍ରବେଶ କରିବାକୁ ଯାଉଛ, ଯାହା ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭଙ୍କକ୍ସ୍ଟ ଦେଉଛନ୍ତି। ଦକ୍ସ୍ଟଗ୍ଧ, ମଧକ୍ସ୍ଟ ପ୍ରବାହୀତ ହେଉଥିବାର ଦେଶ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କର ସଦାପ୍ରଭୁ ପରମେଶ୍ବର ଯେ ହତେକ୍ସ୍ଟ ପ୍ରତିଜ୍ଞା କରିଥିଲେ।

ଦିତୀୟ ବିବରଣ 31:20

ଆମ୍ଭେ ସମାନଙ୍କେୁ ସହେି ଦେଶକକ୍ସ୍ଟ ନଇୟିବୋ, ଯେଉଁ ଦେଶ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ପ୍ରତିଜ୍ଞା କରିଅଛକ୍ସ୍ଟଁ। ସହେି ଦକ୍ସ୍ଟଗ୍ଧମଧକ୍ସ୍ଟ ପ୍ରବାହୀ ଦେଶକକ୍ସ୍ଟ ସମାନେେ ଗଲା ପରେ ଯେତବେେଳେ ସମାନେେ ଭୋଜନ କରି ତୃଲ୍ଗି ଓ ହୃଷ୍ଟପୃଷ୍ଟ ହବେେ। ସେତବେେଳେ ସମାନେେ ଅନ୍ୟ ଦବେତାମାନଙ୍କ ପ୍ରତି ଫରେି ସମାନଙ୍କେ ସବୋ କରିବେ ସମାନେେ ମାରେ ନିଯମକକ୍ସ୍ଟ ପ୍ରତ୍ଯାଖାନ କରିବେ ଓ ଲଙ୍ଘନ କରିବେ।

ଗୀତସଂହିତା 119:4

ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିର୍ଦ୍ଦେଶସବୁ ଏବଂ ବିଧାନସବୁକୁ ସତର୍କ ରୂପେ ମାନିବା ପାଇଁ ନିର୍ଦ୍ଦେଶ ଦଇେଅଛ।

ଉପଦେଶକ 8:12

ଯଦିଓ ପାପୀ ଶତବାର ଦୁଷ୍କର୍ମ କରେ, ସେ ଦୀର୍ଘଦିନ ବଞ୍ଚେ। ତଥାପି ମୁଁ ନିଶ୍ଚଯ ସମାନଙ୍କେୁ ଜାଣେ ଯେଉଁମାନେ ପରମମେଶ୍ବରଙ୍କୁ ସମ୍ମାନ କରନ୍ତି। ନିଶ୍ଚିତ ରେ ସମାନେେ ଉନ୍ନତି କରିବେ।

ଯିଶାଇୟ 3:10

ଉତ୍ତମ ଲୋକମାନଙ୍କୁ କୁହ, ସମାନେେ ଉତ୍ତମଫଳ ଭୋଗ କରିବେ। ସମାନେେ ସମାନଙ୍କେର ସୁକର୍ମ ଯୋଗୁଁ ପୁରସ୍କୃତ ହବେେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:17

ଇତି ମଧିଅରେ ମିଶର ଦେଶ ରେ ଇଶ୍ରାୟେଲ ଲୋକମାନଙ୍କର ସଂଖ୍ଯା ବଢ଼ିବା ରେ ଲାଗିଲା। ପରମେଶ୍ବର ଅବ୍ରାହାମଙ୍କୁ ଯେଉଁ ସବୁ ପ୍ରତିଜ୍ଞା କରିଥିଲେ ତାହା ସତ୍ଯ ରେ ପରିଣତ ହାଇେଥିଲା।

Interlinear

Choose Theme