ସହେିଲୋକ ଡାହାଣ ହସ୍ତ ରେ ଦୀର୍ଘାଯୁ ଏବଂ ବାମ ହସ୍ତ ରେ ଧନ ଓ ସମ୍ମାନ ଧାରଣ କରିଛି।
Cross references
ଏହା ବ୍ଯତୀତ ତୁମ୍ଭେ ମାଗି ନଥିବା ଜିନିଷ ଆମ୍ଭେ ତୁମ୍ଭକୁ ଦବୋ। ଆମ୍ଭେ ତୁମ୍ଭକୁ ପ୍ରଚୁର ସମ୍ପତ୍ତି ଓ ସମ୍ମାନ ଦବୋ ଯେ ତୁମ୍ଭ ଜୀବନ କାଳ ରେ ପୃଥିବୀ ରେ କହେି ତୁମ୍ଭ ସମାନ ହବେେ ନାହିଁ।
ତୁମ୍ଭେ ତା' ଉପରେ ନିର୍ଭର କରିପାରିବ କି ? ତୁମ୍ଭର ଶସ୍ଯ ଅମଳ କରିବା ପାଇଁ ଶସ୍ଯସବୁ ଖଳାକୁ ଆଣିବାକୁ ?
ହେ ପରମେଶ୍ବର, ରାଜା ତୁମ୍ଭକୁ ଜୀବନ ପ୍ରାର୍ଥନା କଲେ ଓ ତୁମ୍ଭେ ତାକୁ ତାହା ପ୍ରଦାନ କରିଛ। ତୁମ୍ଭେ ତାକୁ ଅନନ୍ତ ଜୀବନଦାନ କରିଛ, ୟାହା ଅନନ୍ତକାଳସ୍ଥାଯୀ।
ବୃଦ୍ଧା ଅବସ୍ଥା ହତେୁ ମାେତେ ପରିତ୍ଯାଗ କର ନାହିଁ। ମୁଁ ଦୁର୍ବଳ ହବୋ ସମଯରେ ମାେତେ ପରିତ୍ଯାଗ କର ନାହିଁ।
ମାରେ ଶିକ୍ଷା ତୁମ୍ଭ ଜୀବନକୁ ଦୀର୍ଘମଯ ଓ ଶାନ୍ତି ପ୍ରଦାୟକ ହବେ।
ଜ୍ଞାନଠାରୁ ଦୂ ରଇେ ୟାଅ ନାହିଁ। ଜ୍ଞାନ ତୁମ୍ଭକୁ ସହାୟ ହବେ। ଜ୍ଞାନକୁ ଭଲ ପାଅ। ଜ୍ଞାନ ତୁମ୍ଭକୁ ନିରାପଦ ରେ ରଖିବ।
ଜ୍ଞାନକୁ ସମ୍ମାନ କର, ଏବଂ ସେ ତୁମ୍ଭକୁ ପ୍ରତିଷ୍ଠିତ କରିବ। ତୁମ୍ଭେ ଯଦି ତାହାକୁ ଆଲିଙ୍ଗନ କର, ତବେେ ସେ ତୁମ୍ଭ ନିକଟକୁ ସମ୍ମାନ ଆଣିଦବେ।
ମାେ ସହିତ ଧନସମ୍ପଦ ଓ ସମ୍ମାନ ଅଛି। ମୁଁ ସତ୍ଯର ସମ୍ପତ୍ତି ଓ ଧାର୍ମିକତା ଦେଉଛି।
ନମ୍ରତାର ଓ ସଦାପ୍ରଭୁଙ୍କ ବିଷଯକ ଭୟର ପୁରସ୍କାର ଧନ, ସମ୍ମାନ ଓ ଜୀବନ ଅଟେ।
ସେ ନିଶ୍ଚୟ ଆପଣାର ସହେି ଛାଡିଥିବା ବସ୍ତୁଠାରୁ ଶ ହେ ଗୁଣ ଅଧିକ ଇହ କାଳ ରେ ପାଇ ପାରିବ। ସେ ଅଧିକ ଘରଦ୍ବାର, ଭାଉ-ଭଉଣୀ, ମାଆ, ପିଲା ପିଲି, ଓ ଜମି ବାଡି ପାଇବ। ଏବଂ ନିର୍ୟ୍ଯାତନା ସହିତ ସେ ଏହି ସବୁ ଜିନିଷ ପାଇବ କିନ୍ତୁ ପର କାଳ ରେ ସେ ଅନନ୍ତ ଜୀବନ ଲାଭ କରିବ।
ସେଥିପାଇଁ ମନୁଷ୍ଯମାନଙ୍କ ପାଇଁ ତୁମ୍ଭମାନେେ ଗର୍ବ କରିବା ଉଚିତ୍ ନୁହେଁ, କାରଣ ସମସ୍ତ ବିଷୟ ତୁମ୍ଭମାନଙ୍କର।
ଆମ୍ଭର ବହୁତ ଦୁଃଖ ଅଛି କିନ୍ତୁ ଆମ୍ଭେ ସର୍ବଦା ପ୍ରସନ୍ନ ରହୁ। ଆମ୍ଭେ ଗରିବ, କିନ୍ତୁ ଅନକଙ୍କେୁ ଧନୀ କରୁ। ଆମ୍ଭର କିଛି ନାହିଁ, କିନ୍ତୁ ଆମ୍ଭର ସବୁ କିଛି ଅଛି।
ନିଜ ଶରୀର ସାଧନା ଅନକୋଂଶ ରେ ତୁମ୍ଭକୁ ସାହାୟ୍ଯ କରେ। କିନ୍ତୁ ପରମେଶ୍ବରଙ୍କ ଉପାସନା କରିବା ଦ୍ବାରା ତାହା ସମସ୍ତ ବିଷୟ ରେ ତୁମ୍ଭକୁ ସାହାୟ୍ଯ କରେ। ଏହା ବର୍ତ୍ତମାନର ଜୀବନ ରେ ଓ ଭବିଷ୍ଯତ ରେ ଜୀବନ ରେ ମଧ୍ଯ ତୁମ୍ଭ ପାଇଁ ଆଶୀର୍ବାଦ ଆଣେ।