Home Bibles ଦିତୀୟ ବିବରଣ 11:10 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 11:10 · ଓଡ଼ିଆ ବାଇବେଲ

ପନିପରିବା ବଗିଗ୍ଭ ରେ ଯେପରି ବୀଜ ବପନ କର, ସହେିପରି ମିଶର ଦେଶର ଗ୍ଭରାଗଛ ରେ ତୁମ୍ଭମାନେେ ପାଣି ଦେଉଥିଲ, ଯେଉଁଠାରକ୍ସ୍ଟ ତୁମ୍ଭମାନେେ ବାହାରି ଆସିଛ। ମାତ୍ର ଯେଉଁ ଦେଶ ଅଧିକାର କରିବାକୁ ଯାଉଛ ତାହା ସପରେି ନକ୍ସ୍ଟ ହେଁ।

Cross references

ଦିତୀୟ ବିବରଣ 8:7

ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଏକ ଉତ୍ତମ ଦେଶକକ୍ସ୍ଟ ନଇେ ଯାଉଛନ୍ତି, ଯେଉଁ ଭୂମିକି ଜଳରାଶି ରେ ଝରଣା ରେ ଓ ଗଭୀର ଜଳ ସୋର୍ତ ରେ ପୂର୍ଣ୍ଣ, ତାହା ଉପତ୍ୟକା ଓ ପର୍ବତ ଦଇେ ଝରିୟାଏ।

ଯିଶାଇୟ 19:10

ଭଗ୍ନ ବୁଣାଳୀମାନେ ଏବଂ ଯେଉଁମାନେ ସବୁ ମଜୁରୀ ପାଇଁ କାମ କରୁଥିଲେ ଦୁଃଖୀ ହବେ।

ଯିଖରିୟ 14:18

ଯଦି ମିଶରର ପରିବାର ନ ଆସିନ୍ତି, ବର୍ଷା ସମାନଙ୍କେ ଉପ ରେ ଆସିବ ନାହିଁ। ତା' ବଦଳ ରେ ସଦାପ୍ରଭୁ ମହାମାରୀ ପଠାଇବେ ଯାହା ସେ ଦେଶସବୁ ବିରୁଦ୍ଧ ରେ ପଠାଇଥିଲେ ଏବଂ ଯେଉଁମାନେ ପତ୍ରକୁଟୀର ପର୍ବ ପାଳନ କରିବା ପାଇଁ ୟାଇ ନଥିଲେ।

Interlinear

Choose Theme