Home Bibles ଦିତୀୟ ବିବରଣ 10:4 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 10:4 · ଓଡ଼ିଆ ବାଇବେଲ

ସଦାପ୍ରଭୁ ଏହି ପ୍ରସ୍ତର ଫଳକ ଉପରେ ସ୍ବହସ୍ତ ରେ ପୂର୍ବପରି ଲେଖି ଦେଲେ। ସେ ତୁମ୍ଭମାନଙ୍କୁ ଅଗ୍ନି ମଧ୍ଯରକ୍ସ୍ଟ ଯେଉଁ ଦଶ ଆଜ୍ଞା କହିଥିଲେ। ତାହା ସେ ଲେଖି ଦେଲେ। ଏହାପରେ ସଦାପ୍ରଭୁ ସହେି ପ୍ରସ୍ତର ଫଳକଦ୍ବଯ ମାେତେ ଦେଲେ।

Cross references

ଯାତ୍ରା ପୁସ୍ତକ 19:17

ଏହାପରେ ମାଶାେ ଲୋକମାନଙ୍କୁ ଛାଉଣୀରୁ ବାହାର କରି ପରମେଶ୍ବରଙ୍କର ସାକ୍ଷାତ ପାଇଁ ପର୍ବତର ପାଦଦେଶକୁ ଆଣିଲେ।

ଯାତ୍ରା ପୁସ୍ତକ 20:1

ଏହାପରେ ପରମେଶ୍ବର କହିଲେ,

ଯାତ୍ରା ପୁସ୍ତକ 31:18

ତେଣୁ ସଦାପ୍ରଭୁ ସୀନଯ ପର୍ବତ ରେ ମାଶାଙ୍କେ ସହିତ କଥାବାର୍ତ୍ତା ନିଯମ ସ୍ବରୂପେ ପରମେଶ୍ବରଙ୍କ ଅଙ୍ଗୁଳି-ଲିଖିତ ଦୁଇଟି ପ୍ରସ୍ତର ପଟା ଫଳକ ତାଙ୍କୁ ଦେଲେ।

ଯାତ୍ରା ପୁସ୍ତକ 34:28

ମାଶାେ ସଠାେରେ ସଦାପ୍ରଭୁଙ୍କ ସହିତ ଚାଳିଶ ଦିନ ଓ ଚାଳିଶ ରାତି ରହିଲେ. ମାଶାେ କୌଣସି ଖାଦ୍ୟ କିମ୍ବା ପାନୀଯ ସଠାେରେ ଗ୍ରହଣ କଲେ ନାହିଁ। ଏବଂ ସେ ଚୁକ୍ତିର ବାକ୍ଯସବୁ ସହେି ଦଶଆଜ୍ଞା ପ୍ରସ୍ତର ଫଳକରେ ଖୋଦିତ କଲେ।

ଦିତୀୟ ବିବରଣ 4:11

ତେଣୁ ସମାନେେ ମାରେ ନିକଟବର୍ତ୍ତୀ ହାଇେ ପର୍ବତ ତଳେ ଛିଡା ହେଲେ। ସହେି ସମୟରେ ସହେି ପର୍ବତ ଅନ୍ଧକାର, ମେଘ ଓ ଘୋର ଅନ୍ଧକାର ରେ ବ୍ଯାଲ୍ଗ ହାଇେଥିଲା ଓ ଗଗନର ମଧ୍ଯ ପର୍ୟ୍ଯନ୍ତ ଅଗ୍ନି ରେ ଜଳିଲା।

ଦିତୀୟ ବିବରଣ 4:12

ଏହାପରେ ସଦାପ୍ରଭୁ ସହେି ଅଗ୍ନି ମଧ୍ଯରକ୍ସ୍ଟ ତୁମ୍ଭମାନଙ୍କୁ କଥା କହିଲେ। ତୁମ୍ଭମାନେେ ବାକ୍ଯର ଶଦ୍ଦ ଶକ୍ସ୍ଟଣିଲ। ମାତ୍ର କୌଣସି ମୂର୍ତ୍ତି ଦେଖିଲ ନାହିଁ।

ଦିତୀୟ ବିବରଣ 4:15

ସହେିଦିନ ସଦାପ୍ରଭୁ ତୁମ୍ଭମାନଙ୍କୁ ସହେି ଅଗ୍ନିଶିଖାରକ୍ସ୍ଟ କଥା କହିବା ସମୟରେ (ହାରେବେ ରେ) ତୁମ୍ଭମାନେେ ତାଙ୍କର କୌଣସି ମୂର୍ତ୍ତି ଦେଖିଲ ନାହିଁ।

ଦିତୀୟ ବିବରଣ 5:4

ସଦାପ୍ରଭୁ ପର୍ବତ ରେ ଅଗ୍ନିମଧ୍ଯରକ୍ସ୍ଟ ତୁମ୍ଭମାନଙ୍କ ସହିତ ମକ୍ସ୍ଟହାଁ ମକ୍ସ୍ଟହିଁ କଥା କହିଲେ।

ଦିତୀୟ ବିବରଣ 9:10

ତା'ପରେ ସଦାପ୍ରଭୁ ମାେତେ ପରମେଶ୍ବରଙ୍କ ଆଙ୍ଗକ୍ସ୍ଟଳି ଲିଖିତ ସହେି ଦକ୍ସ୍ଟଇ ପ୍ରସ୍ତର ଫଳକ ଦେଲେ। ସମସ୍ତ ବାକ୍ଯ ଯାହା ସଭାଦିନ ରେ ପର୍ବତର ଅଗ୍ନି ମଧ୍ଯରକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କୁ କହିଲେ, ତାହାସବୁ ସଠାେରେ ଲଖିତ ହେଲା।

ଦିତୀୟ ବିବରଣ 18:16

ପରମେଶ୍ବର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ଯଦ୍ ବକ୍ତାମାନଙ୍କୁ ପଠାଇବେ। କାରଣ ତକ୍ସ୍ଟମ୍ଭମାନେ ଏପରି କରିବାକୁ କହିଥିଲ। ଯେତବେେଳେ ତୁମ୍ଭମାନେେ ହାରେବେ ପର୍ବତ ନିକଟରେ ଏକତ୍ରିତ ହାଇେଥିଲ, ତୁମ୍ଭମାନେେ ସଦାପ୍ରଭୁ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥିଲ। ଆମ୍ଭେ ଯମେନ୍ତ ମରକ୍ସ୍ଟ, 'ଏଥିପାଇଁ ସଦାପ୍ରଭୁ ଆମ୍ଭ ପରମେଶ୍ବରଙ୍କ ବାକ୍ଯ ପକ୍ସ୍ଟନର୍ବାର ନ ଶକ୍ସ୍ଟଣ କିଅବା ଏହି ମହାଗ୍ନି ଆଉ ଯେପରି ନ ଦେଖକ୍ସ୍ଟ, ନଚେତ୍ ଆମ୍ଭେ ସବୁ ମରିୟିବକ୍ସ୍ଟ।'

ଏବ୍ରୀ 12:18

ତୁମ୍ଭମାନେେ ଗୋଟିଏ ନୂଆ ଜାଗାକୁ ଆସିଛ। ଏହି ସ୍ଥାନଟି ଇଶ୍ରାୟେଲୀୟମାନେ ଆସିଥିବା ପର୍ବତ ଭଳି ଜାଗା ନୁହେଁ। ତୁମ୍ଭମାନେେ ଗୋଟିଏ ଛୁଇଁ ପାରୁଥିବା ଓ ନିଆଁ ରେ ଜଳୁଥିବା ପର୍ବତ ପାଖକୁ ଆସି ନାହଁ। ତୁମ୍ଭମାନେେ ଅନ୍ଧାରୁଆ, ଝାପ୍ସା ଓ ଝଡ଼ ହେଉଥିବା ସ୍ଥାନକୁ ଆସି ନାହଁ।

Interlinear

Choose Theme