ପରମେଶ୍ବର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ଯଦ୍ ବକ୍ତାମାନଙ୍କୁ ପଠାଇବେ। କାରଣ ତକ୍ସ୍ଟମ୍ଭମାନେ ଏପରି କରିବାକୁ କହିଥିଲ। ଯେତବେେଳେ ତୁମ୍ଭମାନେେ ହାରେବେ ପର୍ବତ ନିକଟରେ ଏକତ୍ରିତ ହାଇେଥିଲ, ତୁମ୍ଭମାନେେ ସଦାପ୍ରଭୁ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥିଲ। ଆମ୍ଭେ ଯମେନ୍ତ ମରକ୍ସ୍ଟ, 'ଏଥିପାଇଁ ସଦାପ୍ରଭୁ ଆମ୍ଭ ପରମେଶ୍ବରଙ୍କ ବାକ୍ଯ ପକ୍ସ୍ଟନର୍ବାର ନ ଶକ୍ସ୍ଟଣ କିଅବା ଏହି ମହାଗ୍ନି ଆଉ ଯେପରି ନ ଦେଖକ୍ସ୍ଟ, ନଚେତ୍ ଆମ୍ଭେ ସବୁ ମରିୟିବକ୍ସ୍ଟ।'
Cross references
ଆଉ ସମାନେେ ମାଶାଙ୍କେୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ସଙ୍ଗେ କଥା କୁହ ଆମ୍ଭମାନେେ ଶୁଣିବୁ, ମାତ୍ର ପରମେଶ୍ବର ଆମ୍ଭମାନଙ୍କ ସଙ୍ଗେ କଥା ନ କୁହନ୍ତୁ, ନ ହେଲ ଆମ୍ଭମାନେେ ମରିୟିବୁ।
ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ହାରେବେ ରେ କହିଥିଲେ। ସେ କହିଲେ, 'ତୁମ୍ଭମାନେେ ଏହି ପର୍ବତ ରେ ୟଥେଷ୍ଟ ସମୟ ବାସ କରି ଅଛ।
ମାତ୍ର ପ୍ରର୍ବତ ଅଗ୍ନି ରେ ଜଳିବା ସମୟରେ ତୁମ୍ଭମାନେେ ଅନ୍ଧକାର ମଧ୍ଯରକ୍ସ୍ଟ ଶଦ୍ଦ ଶୁଣିଲେ। ଏହାପରେ ତୁମ୍ଭମାନଙ୍କର ଗୋଷ୍ଠୀର ମକ୍ସ୍ଟଖ୍ଯ ଓ ପ୍ରଚୀନ ମାେ ନିକଟକକ୍ସ୍ଟ ଆସିଲେ।
କିନ୍ତୁ ଯଦି ଆମ୍ଭମାନେେ ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କର ବାକ୍ଯ ଅଧିକ ଶକ୍ସ୍ଟଣକ୍ସ୍ଟ, ତା ନ ହେଲେ ଆମ୍ଭମାନେେ ମୃତକ୍ସ୍ଟ୍ଯବରଣ କରିବକ୍ସ୍ଟ। ସହେି ଭୟଙ୍କର ଅଗ୍ନି ଆମ୍ଭମାନଙ୍କୁ ଧ୍ବଂସ କରିବ। ଆମ୍ଭମାନେେ ମରିବାକକ୍ସ୍ଟ ଚାହକ୍ସ୍ଟଁ ନାହକ୍ସ୍ଟଁ।
ତା'ପରେ ସଦାପ୍ରଭୁ ମାେତେ ପରମେଶ୍ବରଙ୍କ ଆଙ୍ଗକ୍ସ୍ଟଳି ଲିଖିତ ସହେି ଦକ୍ସ୍ଟଇ ପ୍ରସ୍ତର ଫଳକ ଦେଲେ। ସମସ୍ତ ବାକ୍ଯ ଯାହା ସଭାଦିନ ରେ ପର୍ବତର ଅଗ୍ନି ମଧ୍ଯରକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କୁ କହିଲେ, ତାହାସବୁ ସଠାେରେ ଲଖିତ ହେଲା।
ସେତବେେଳେ ସଦାପ୍ରଭୁ ଆପଣା ହସ୍ତ ବଢ଼ାଇ ମାରେ ପାଟି ସ୍ପର୍ଶ କଲେ ଓ ମାେତେ କହିଲେ, ହେ ଯିରିମିୟ, ଆମ୍ଭେ ଆପଣା ବାକ୍ଯ ତୁମ୍ଭ ମୁଖ ରେ ଦଲେୁ।
ସଠାେରେ ତୂରୀର ଧ୍ବନି, ଏବଂ ଶବ୍ଦ ଉଚ୍ଚାରଣ ଧ୍ବନି ନାହିଁ। ଯେତବେେଳେ ଲୋକେ ସେ ଧ୍ବନି ଶୁଣିଲେ, ସମାନେେ ପ୍ରାର୍ଥନା କଲେ ଯେ, ଅନ୍ୟ କୌଣସି ଶବ୍ଦ ଯେପରି ନ ଶୁଣନ୍ତି।