କବଳେ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପ୍ରତି ସ୍ନହେ କରିବାକୁ ଏବଂ ସମାନଙ୍କେ ପରେ ସମାନଙ୍କେର ବଂଶଧରମାନଙ୍କୁ ବାଛିବାକକ୍ସ୍ଟ ସଦାପ୍ରଭୁଙ୍କର ସନ୍ତାଷେ ଥିଲେ। ସମାନଙ୍କେ ପରେ ଆଜି ପର୍ୟ୍ଯନ୍ତ ସମସ୍ତ ଜାତି ମଧ୍ଯରକ୍ସ୍ଟ ତକ୍ସ୍ଟମ୍ଭ ଜାତିଗଣଙ୍କକ୍ସ୍ଟ ମନୋନୀତ କରିଛନ୍ତି।
Cross references
ଯବେେ ସଦାପ୍ରଭୁ ଆମ୍ଭମାନଙ୍କ ଠା ରେ ସନ୍ତୁଷ୍ଟ ହୁଅନ୍ତି ତବେେ ସେ ଆମ୍ଭମାନଙ୍କୁ ସହେି ଦେଶକୁ ଆଣିବେ ଓ ତାହା ଆମ୍ଭମାନଙ୍କୁ ଦବେେ, ସହେି ଦେଶ ଦୁଗ୍ଧମଧୁ ପ୍ରବାହୀ ଅଟେ।
ସମାନଙ୍କେ ପରେ ସମାନଙ୍କେ ଭବିଷ୍ଯତ ବଂଶଧର ତୁମ୍ଭକୁ ହିଁ ମନୋନୀତ କଲେ। କାରଣ ସେ ତୁମ୍ଭର ପୂର୍ବପୁରୁଷମାନଙ୍କୁ ସ୍ନହେ କଲେ ଏବଂ ତୁମ୍ଭମାନଙ୍କୁ ତାଙ୍କର ମହାନ ଶକ୍ତି ବଳ ରେ ମିଶରରକ୍ସ୍ଟ ବାହାର କରି ଆଣିଲେ।
କାରଣ ତୁମ୍ଭମାନେେ ଅନ୍ୟ ଜାତିଗଣ ଅପେକ୍ଷା ଅଧିକ ସଂଖ୍ଯକ, ତାହା ନକ୍ସ୍ଟହଁ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ ପ୍ ରମେ କଲେ ଓ ମନୋନୀତ କଲେ। କାରଣ ତୁମ୍ଭମାନେେ ସମସ୍ତ ଲୋକ ଅପେକ୍ଷା ସବୁଠକ୍ସ୍ଟ କମ୍ ଥିଲ।
ଇଶ୍ରାୟେଲର ଲୋକମାନେ, ସଦାପ୍ରଭୁଙ୍କର ଦାସ ଅଟନ୍ତି। ଯାକୁବର ବଂଶଧରମାନେ, ସଦାପ୍ରୁଙ୍କର ମନୋନୀତ ଲୋକ ଅଟନ୍ତି।
ଏହି ପୃଥିବୀ ରେ ବହୁ ପରିବାର ଅଛନ୍ତି। କିନ୍ତୁ ତୁମ୍ଭମାନେେ ଏପରି ଏକ ଗୋଷ୍ଠୀ ସ୍ବତନ୍ତ୍ର ଭାବରେ ଜାଣିବାକୁ ତୁମ୍ଭମାନଙ୍କୁ ବାଛିଥିଲୁ। ମାତ୍ର ତୁମ୍ଭମାନେେ ଆମ୍ଭ ବିରୁଦ୍ଧ ରେ ଗଲ। ତେଣୁ ତୁମ୍ଭମାନଙ୍କର ପାପ ପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦବୋ।
ଶାସ୍ତ୍ର କୁ ହେ: ମୁଁ ଯାବକକୁ ଭଲ ପାଇଲି କିନ୍ତୁ, ଏଷୌକୁ ନୁହେଁ।