ଏଥିପାଇଁ ତୁମ୍ଭମାନେେ ହୃଦଯର ସକ୍ସ୍ଟନ୍ନତ ହବୋ ଉଚିତ୍ ଏବଂ ଆଉ ଅଧିକ ଜୀଦ୍ଖୋର ହବୋ ଉଚିତ୍ ନକ୍ସ୍ଟହଁ।
Cross references
ଆଉ ମଧ୍ଯ ସମାନେେ ଆମ୍ଭର ପ୍ରତିକୂଳାଚରଣ କରିବା ହତେୁ ଆମ୍ଭେ ମଧ୍ଯ ସମାନଙ୍କେର ପ୍ରତିକୂଳାଚରଣ କଲୁ। ସମାନଙ୍କେୁ ସମାନଙ୍କେ ଶତୃଗଣର ଦେଶରୁ ଆଣିଲୁ, ଏହା ସମାନେେ ସ୍ବୀକାର କରିବେ। ତହିଁରେ ଯବେେ ସମାନଙ୍କେ ଦୃଦଯ ନମ୍ର ହବେ ଓ ସମାନେେ ନିଜନିଜ ଅପରାଧର ଦଣ୍ତ ଗ୍ରହଣ କରିବେ।
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ଧାର୍ମୀକତା ହତେକ୍ସ୍ଟରକ୍ସ୍ଟ ତୁମ୍ଭକୁ ଏହି ଉତ୍ତମ ଦେଶ ଅଧିକାର କରିବାକୁ ଦେଉ ନାହାଁନ୍ତି। ଏହା ତୁମ୍ଭମାନେେ ଜାଣ, ଯେ ହତେକ୍ସ୍ଟ ତୁମ୍ଭମାନେେ ଜୀଦ୍ଖୋର ଲୋକ।
ସଦାପ୍ରଭୁ ମାେତେ କହିଲେ, 'ଆମ୍ଭେ ଏହି ଲୋକମାନଙ୍କୁ ଦେଖିଲକ୍ସ୍ଟ, ଆଉ ଏମାନେ ଶକ୍ତଗ୍ରୀବ ଲୋକ।
ତୁମ୍ଭମାନେେ ଯେପରି ଆପଣାର ସମସ୍ତ ପ୍ରାଣ ଓ ସମସ୍ତ ହୃଦଯ ସହିତ ପରମେଶଓରଙ୍କୁ ପ୍ ରମେ କରିବ। ଏଥିପାଇଁ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭର ହୃଦଯ ଓ ତକ୍ସ୍ଟମ୍ଭ ବଂଶର ହୃଦଯ ସକ୍ସ୍ଟନ୍ନତ କରିବେ। ତହିଁରେ ତୁମ୍ଭେ ବଞ୍ଚିବ।
ମୁ ଜାଣେ ତୁମ୍ଭମାନେେ ଶକ୍ତ ଗ୍ରିବ ଅଟ। ମୁ ଜାଣେ ତୁମ୍ଭେ ତକ୍ସ୍ଟମ୍ଭ ବାଟରେ ଚଳିବାକକ୍ସ୍ଟ ଗ୍ଭହଁ। ଦେଖ ଆଜି ମୁ ତୁମ୍ଭମାନଙ୍କ ମଧିଅରେ ବଞ୍ଚି ଥାଉ ଥାଉ ତୁମ୍ଭମାନେେ ସଦାପ୍ରଭୁଙ୍କର ବିଦ୍ରୋହି ହେଉଅଛ। ମାରେ ମରଣ ପରେ ତୁମ୍ଭମାନେେ କେତେ ଅଧିକ ନ ହବେ। ତୁମ୍ଭମାନେେ ସଦାପ୍ରଭୁଙ୍କୁ ମାନିବ ନାହିଁ।
ତୁମ୍ଭମାନଙ୍କ ପୂର୍ବପୁରୁଷଙ୍କ ପରି ଦାମ୍ଭିକ ହୁଅ ନାହିଁ। କିନ୍ତୁ ଇଚ୍ଛୁକ ହୃଦଯର ସହିତ ସଦାପ୍ରଭୁଙ୍କର ଆଜ୍ଞାକାରୀ ହୁଅ। ସହେି ପବିତ୍ର ସ୍ଥାନକୁ ଆସ। ସଦାପ୍ରଭୁ ତାଙ୍କ ପବିତ୍ର ସ୍ଥାନକୁ ଚିରଦିନ ନିମନ୍ତେ ପବିତ୍ର କରିଛନ୍ତି। ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ବରଙ୍କର ସବୋ କର। ତବେେ ସଦାପ୍ରଭୁଙ୍କର କୋରଧ ତୁମ୍ଭମାନଙ୍କଠାରୁ ନିବୃତ୍ତ ହବେ।
ହେ ଯିହୁଦା ଓ ୟିରୁଶାଲମର ନିବାସୀଗଣ, ତୁମ୍ଭମାନେେ ସଦାପ୍ରଭୁଙ୍କ ପାଇଁ ନିଜକୁ ସୁନ୍ନତ କର। ତୁମ୍ଭମାନଙ୍କର ହୃଦଯରୁ ଆବିଳତାକୁ ଦୂର କର। ତା' ନ ହେଲେ ତୁମ୍ଭମାନଙ୍କର ଦୁଷ୍କର୍ମ ଯୋଗୁଁ ଆମ୍ଭର କୋରଧ ଅଗ୍ନିତୁଲ୍ଯ ପ୍ରଜ୍ବଳିତ ହବେ। ଓ ସହେି କୋର୍ଧାଗ୍ନି ରେ ତୁମ୍ଭମାନେେ ଭସ୍ମୀଭୂତ ହବେ। କହେି ତାହାକୁ ଲିଭାଇ ପାରିବା ପାଇଁ ସକ୍ଷମ ହବେ ନାହିଁ।
ହେ ୟିରୁଶାଲମ ନିବାସୀଗଣ ! ଉଦ୍ଧାର ପାଇବା ନିମନ୍ତେ ନିଜ ନିଜ ହୃଦଯରୁ ଅମଙ୍ଗଳକୁ ଧୋଇ ଦିଅ। ହୃଦଯକୁ ନିର୍ମଳ ଓ ପବିତ୍ର କର, ଆଉ ମନ୍ଦ କଳ୍ପନା ତୁମ୍ଭମାନଙ୍କ ମଧିଅରେ ସ୍ଥାନ ଦିଅ ନାହିଁ।
ଜଣେ କବଳେ ଶରୀର ରେ ଯିହୂଦୀ, କିନ୍ତୁ ପ୍ରକୃତ ରେ ଯିହୂଦୀ ନୁହେଁ। ପ୍ରକୃତ ସୁନ୍ନତ କବଳେ ବାହାର ଶରୀର ରେ ନୁହେଁ।
ଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନେେ ଏକ ଭିନ୍ନ ପ୍ରକାରର ସୁନ୍ନତ ହାଇେଛ। ଏହି ସୁନ୍ନତ କୌଣସି ମଣିଷର ହାତ କରି ନାହିଁ। ଅର୍ଥାତ୍ ତୁମ୍ଭମାନଙ୍କୁ ତୁମ୍ଭର ପାପପୂର୍ଣ୍ଣ ଶକ୍ତିରୁ ମୁକ୍ତ କରାଯାଇଛି। ଖ୍ରୀଷ୍ଟ ଏହିଭଳି ସୁନ୍ନତ କରନ୍ତି।
କିନ୍ତୁ ପରମେଶ୍ବର ଆମ୍ଭକୁ ଦଇେଥିବା ଅନୁଗ୍ରହ ଅତି ମହାନ ଅଟେ। ଯେପରି ଶାସ୍ତ୍ର କୁ ହେ : ପରମେଶ୍ବର ଅହଂକାରୀ ଲୋକମାନଙ୍କର ବିରୋଧୀ, କିନ୍ତୁ ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।335