ଇଶ୍ରାୟେଲର ଲୋକମାନେ, ସଦାପ୍ରଭୁଙ୍କର ଦାସ ଅଟନ୍ତି। ଯାକୁବର ବଂଶଧରମାନେ, ସଦାପ୍ରୁଙ୍କର ମନୋନୀତ ଲୋକ ଅଟନ୍ତି।
Cross references
ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବି। ସହେି ଚୁକ୍ତି ମଧ୍ଯ ତୁମ୍ଭର ବଂଶଧରମାନଙ୍କ ପାଇଁ ହବେ। ଏହି ଚୁକ୍ତି ଅନନ୍ତକାଳସ୍ଥାଯୀ ହବେ। ତହିଁରେ ମୁଁ ତୁମ୍ଭର ଓ ତୁମ୍ଭ ଭବିଷ୍ଯତ୍ ବଂଶଧରମାନଙ୍କର ପରମେଶ୍ବର ହବେି।
ଏବଂ ଯାକୁବ ଦେଖିଲେ ସଦାପ୍ରଭୁ ସହେି ସିଢ଼ି ପାଖ ରେ ଛିଡ଼ା ହାଇେଛନ୍ତି। ସଦାପ୍ରଭୁ କହୁଥିଲେ, ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କର ପରମେଶ୍ବର, ମଧ୍ଯ ଇସ୍ହାକର ପରମେଶ୍ବର। ତୁମ୍ଭେ ଶାଇେଥିବା ଭୂମି ଆମ୍ଭେ ତୁମ୍ଭକୁ ଦବୋ। ଆମ୍ଭେ ଏହି ଜମି ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ ତାହା ଦବୋ।
ପରମେଶ୍ବର ଯାକୁବଙ୍କୁ କହିଲେ, ତୁମ୍ଭର ନାମ ଯାକୁବ କିନ୍ତୁ ଆମ୍ଭେ ସହେି ନାମକୁ ପରିବର୍ତ୍ତନ କରିବା। ତୁମ୍ଭକୁ ଯାକୁବ ଡ଼କା ୟିବ ନାହିଁ। ତୁମ୍ଭର ନୂତନ ନାମ ଇଶ୍ରାୟେଲ ହବେ। ଆଉ ସେ ତାଙ୍କର ନାମ ଇଶ୍ରାୟେଲ ରଖିଲେ।
ତେଣୁ ସମାନଙ୍କେୁ ମାରେ ଆଜ୍ଞା ମାନିବା ପାଇଁ କୁହ। ସମାନଙ୍କେୁ ମାରେ ନିଯମ ପାଳନ କରିବାକୁ ଦିଅ। ଯଦି ତୁମ୍ଭେ ଏପରି କର, ତବେେ ତୁମ୍ଭମାନେେ ମାରେ ଆପଣାର ରତ୍ନଭଣ୍ଡାର ହାଇେ ରହିବ ଯେ ହତେୁ ସମଗ୍ର ପୃଥିବୀ ମାରେ।
କାରଣ ତୁମ୍ଭେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ପବତ୍ର ଲୋକ ଅଟ। ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ମନୋନୀତ କରିଅଛନ୍ତି।
କବଳେ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପ୍ରତି ସ୍ନହେ କରିବାକୁ ଏବଂ ସମାନଙ୍କେ ପରେ ସମାନଙ୍କେର ବଂଶଧରମାନଙ୍କୁ ବାଛିବାକକ୍ସ୍ଟ ସଦାପ୍ରଭୁଙ୍କର ସନ୍ତାଷେ ଥିଲେ। ସମାନଙ୍କେ ପରେ ଆଜି ପର୍ୟ୍ଯନ୍ତ ସମସ୍ତ ଜାତି ମଧ୍ଯରକ୍ସ୍ଟ ତକ୍ସ୍ଟମ୍ଭ ଜାତିଗଣଙ୍କକ୍ସ୍ଟ ମନୋନୀତ କରିଛନ୍ତି।
ସଦାପ୍ରଭୁ ଆପଣା ନିମନ୍ତେ ୟାକୁବକୁ ମନୋନୀତ କଲେ। ସେ ନିଜର ଅତି ଆପଣା ଲୋକ ହବୋ ପାଇଁ ସେ ଇଶ୍ରାୟେଲକୁ ମନୋନୀତ କଲେ।
ହେ ମାରେ ଦାସ ଇଶ୍ରାୟେଲ, ମାରେ ମନୋନୀତ ଯାକୁବ ଓ ମାରେ ବନ୍ଧୁ ଅବ୍ରହାମର ପରିବାରବର୍ଗ।
ହେ ଇଶ୍ରାୟେଲର ଲୋକମାନେ, ଏହି ବାର୍ତ୍ତା ଶୁଣ। ଇଶ୍ରାୟେଲ ବିଷଯ ରେ ଏହି କଥା କହିଲେ। ମିଶରରୁ ଅଣାଇଥିବା ସମସ୍ତ ଇଶ୍ରାୟେଲୀୟ ପରିବାର ବିଷଯ ରେ ଏହା ବାର୍ତ୍ତା ଥିଲା।
କିନ୍ତୁ ତୁମ୍ଭମାନେେ ମନୋନୀତ ଲୋକ ଅଟ। ତୁମ୍ଭମାନେେ ରାଜାଙ୍କର ଯାଜକ। ତୁମ୍ଭମାନେେ ପବିତ୍ର ଜାତି ଅଟ। ତୁମ୍ଭମାନେେ ପରମେଶ୍ବରଙ୍କ ଲୋକ। ପରମେଶ୍ବର କରିଥିବା ଆଶ୍ଚର୍ୟ୍ଯ ଘଟଣାମାନ କହିବା ପାଇଁ ପରମେଶ୍ବର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ୟ୍ଯ ଜନକ ଆଲୋକକୁ ଆଣିଛନ୍ତି।