Home Bibles ଗଣନା ପୁସ୍ତକ 34:3 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 34:3 · ଓଡ଼ିଆ ବାଇବେଲ

ତୁମ୍ଭମାନଙ୍କର ଦକ୍ଷିଣ ଅଞ୍ଚଳ ଇଦୋମ ନିକଟସ୍ଥିତ ସୀନ ପ୍ରାନ୍ତର ପର୍ୟ୍ଯନ୍ତ ହବେ। ମୃତ ସମୁଦ୍ର ଦକ୍ଷିଣ ମୁଣ୍ତରୁ ପୂର୍ବଦିଗକୁ ତୁମ୍ଭମାନଙ୍କର ଦକ୍ଷିଣ ସୀମା ହବେ।

Cross references

ଆଦି ପୁସ୍ତକ 14:3

ଏହି ସମସ୍ତ ରାଜାମାନେ ସମାନଙ୍କେର ସୈନ୍ଯମାନଙ୍କୁ ସୀଦ୍ଦୀମ ଉପତ୍ୟକା ରେ ଉପସ୍ଥିତ କରାଇଲେ। ସହେି ସୀଦ୍ଦୀମ ଉପତ୍ୟକା ବର୍ତ୍ତମାନ ଲବଣ ସମୁଦ୍ର।

ଯାତ୍ରା ପୁସ୍ତକ 23:31

ମୁଁ ସୂଫ ସମୁଦ୍ରଠାରୁ ଫରାତ୍ ନଦୀ ପର୍ୟ୍ଯନ୍ତ ତୁମ୍ଭର ସୀମା ନିର୍ଦ୍ଧାରଣ କରିବି। ପଲେଷ୍ଟୀୟମାନଙ୍କର ସମୁଦ୍ର ତୁମ୍ଭର ପଶ୍ଚିମ ସୀମା ରେ ଏବଂ ଆରବ ମରୁଭୂମି ପୂର୍ବ ସୀମା ରେ ରହିବ। କାରଣ ମୁଁ ସହେି ଲୋକମାନଙ୍କୁ ତୁମ୍ଭ ହସ୍ତ ରେ ସମର୍ପଣ କରିବି। ଏବଂ ତୁମ୍ଭେ ଆପଣା ସମ୍ମୁଖରୁ ସମାନଙ୍କେୁ ଘଉଡାଇ ଦବେ।

ଗଣନା ପୁସ୍ତକ 13:21

ତେଣୁ ସମାନେେ ସୀନ ମରୁଭୂମିରୁ ୟାତ୍ରାକରି ହମାତର ପ୍ରବେଶ ସ୍ଥାନ ରହୋବ ପର୍ୟ୍ଯନ୍ତ ଦେଶ ଅନୁସନ୍ଧାନ କଲେ।

ଯିହୋଶୂୟ 3:16

ତା'ପରେ ଉପରକ୍ସ୍ଟ ବହକ୍ସ୍ଟଥିବା ଜଳ ପ୍ରବାହ ହଠାତ୍ ସର୍ତ୍ତନ ସହର ନିକଟବର୍ତ୍ତୀ ଆଦମ ପର୍ୟ୍ଯନ୍ତ ବନ୍ଦ ହାଇଗେଲା ଓ ଗୋଟିଏ ରାଶି ରେ ପରିଣତ ହାଇେ ସ୍ଥଗିତ ହେଲା। ଏବଂ ମୃତ ସମକ୍ସ୍ଟଦ୍ରକକ୍ସ୍ଟ ଯାଉଥିବା ନିମ୍ନଗାମୀ ଜଳ ସୋର୍ତ ବନ୍ଦ ହାଇଗେଲା। ଇତ୍ଯବସ ରେ ଲୋକମାନେ ଯିରୀହାେ ନିକଟରେ ୟର୍ଦ୍ଦନ ନଦୀ ପାର ହେଲେ।

ଯିହୋଶୂୟ 15:1

ୟିହକ୍ସ୍ଟଦା ସନ୍ତାନମାନଙ୍କ ବଂଶର ବାଣ୍ଟ ସମାନଙ୍କେ ପରିବାରବର୍ଗନକ୍ସ୍ଟସା ରେ ଇଦୋମ ସୀମା ପାଶର୍‌ବସ୍ଥ ସିନ୍ ମରକ୍ସ୍ଟଭୂମିର ଦକ୍ଷିଣ ଦିଗ ରେ ଦକ୍ଷିଣ ପ୍ରାନ୍ତ ଭାଗ ରେ ଥିଲା।

ଯିହିଜିକଲ 47:8

ଲୋକଟି ମାେତେ କହିଲେ, ଏହି ଜଳସବୁ ପୂର୍ବ ଅଞ୍ଚଳ ଆଡ଼େ ବହୁଅଛି। ଆଉ ତାହା ପ୍ରବାହିତ ହାଇେ ଆରବ୍ବାକୁ ୟିବ, ଆଉ ତାହା ମୃତ ସମୁଦ୍ରକୁ ୟିବ, ଏବଂ ଯେତବେେଳେ ଏହା ସମୁଦ୍ର ରେ ପ୍ରବେଶ କଲେ, ଏହାର ଜଳ ନିର୍ମଳ ହାଇୟୋଏ।

ଯିହିଜିକଲ 47:13

ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ତୁମ୍ଭମାନେେ ଇଶ୍ରାୟେଲର ବଂଶର ଦ୍ବାଦଶ ଗୋଷ୍ଠୀ ମଧିଅରେ ଉତ୍ତରାଧିକାର ନିମନ୍ତେ ଯେଉଁ ଦେଶ ବିଭାଗ କରିବ, ତାହାର ସୀମା ଏହି। ଯୋଷଫେ ଦୁଇ ଭାଗ ପାଇବ।

ଯିହିଜିକଲ 47:18

ପୂର୍ବ ଦିଗର ସୀମା ହା ମାରେ, ନୋନ୍ ମଧିଅରେ ହୌରଣ, ଦମ୍ମେଶକ ଦଇେ ୟର୍ଦ୍ଦନ ନଦୀ ଦଇେ ଗିଲିଯଦ ଓ ଇଶ୍ରାୟେଲ ମଧ୍ଯଦଇେ ୟିବ। ପୂର୍ବ ସମୁଦ୍ର ହୌରଣ, ଦମ୍ମେଶକ ଓ ଗିଲିଯଦ। ଆଉ ଇଶ୍ରାୟେଲର ଦେଶର ମଧ୍ଯବର୍ତ୍ତୀ ୟର୍ଦ୍ଦନ ହବେ। ଉତ୍ତର ସୀମାରୁ ପୂର୍ବ ସମୁଦ୍ର ପର୍ୟ୍ଯନ୍ତ ମାପିବ। ଏହା ପୂର୍ବ ସୀମା ହବେ।

Interlinear

Choose Theme