Home Bibles ☰ Books ଯିହୋଶୂୟ 1:4 · ଓଡ଼ିଆ ବାଇବେଲ
ଯିହୋଶୂୟ 1:4 · ଓଡ଼ିଆ ବାଇବେଲ

ହିତ୍ତୀଯମାନଙ୍କ ସମସ୍ତ ଦେଶ, ସହିତ ଭୂମଧ୍ଯ ସାଗର ପର୍ୟ୍ଯନ୍ତ ଓ ପଶ୍ଚିମ ରେ ମହାନ ଫରାତ୍ ନଦୀ ପାଖର ମରକ୍ସ୍ଟଭୂମି ଓ ଲିବା ନୋନ୍ର ସମସ୍ତ ଭୂମି ତୁମ୍ଭର ହବେ।

Cross references

ଆଦି ପୁସ୍ତକ 15:18

ସହେିଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ଏକ ଚୁକ୍ତି କଲେ। ସେ କହିଲେ, ମୁଁ ଏହି ଦେଶ ତୁମ୍ଭର ବଂଶଧରଙ୍କୁ ଦଲେି। ମିଶରୀଯ ନଦୀଠାରୁ ମହାନ ନଦୀ ଫରାତ୍ ପର୍ୟ୍ଯନ୍ତ ଏହି ଦେଶ ତୁମ୍ଭର ପରିବାରକୁ ମୁଁ ଦଲେି।

ଯାତ୍ରା ପୁସ୍ତକ 23:31

ମୁଁ ସୂଫ ସମୁଦ୍ରଠାରୁ ଫରାତ୍ ନଦୀ ପର୍ୟ୍ଯନ୍ତ ତୁମ୍ଭର ସୀମା ନିର୍ଦ୍ଧାରଣ କରିବି। ପଲେଷ୍ଟୀୟମାନଙ୍କର ସମୁଦ୍ର ତୁମ୍ଭର ପଶ୍ଚିମ ସୀମା ରେ ଏବଂ ଆରବ ମରୁଭୂମି ପୂର୍ବ ସୀମା ରେ ରହିବ। କାରଣ ମୁଁ ସହେି ଲୋକମାନଙ୍କୁ ତୁମ୍ଭ ହସ୍ତ ରେ ସମର୍ପଣ କରିବି। ଏବଂ ତୁମ୍ଭେ ଆପଣା ସମ୍ମୁଖରୁ ସମାନଙ୍କେୁ ଘଉଡାଇ ଦବେ।

ଗଣନା ପୁସ୍ତକ 34:2

ଇଶ୍ରାୟେଲର ଲୋକମାନଙ୍କୁ କୁହ: ଯେତବେେଳେ ତୁମ୍ଭମାନେେ କିଣାନ ଦେଶ ରେ ପ୍ରବେଶ କରିବ, ତାହା ତୁମ୍ଭମାନଙ୍କର ଦେଶ ହବେ। ଏଗୁଡିକ ସହେି ଦେଶର ସୀମା ହବେ।

ଦିତୀୟ ବିବରଣ 1:7

ଇମାରେୀୟମାନଙ୍କ ପର୍ବତ ଦେଶକକ୍ସ୍ଟ ୟାଅ। ତୁମ୍ଭେ ସହେି ଦେଶର ପଡ଼ୋଶୀ ଅଞ୍ଚଳ ଗୁଡିକୁ ୟାଅ, ପର୍ବତମଯ ଦେଶ, ୟର୍ଦ୍ଦନର ଉପତ୍ୟକାକକ୍ସ୍ଟ ତଳଭୂମି, ମରକ୍ସ୍ଟଭୂମି ଏବଂ ସମକ୍ସ୍ଟଦ୍ର ଉପକୂଳ ସମତେ କିଣାନୀଯମାନଙ୍କ ସମସ୍ତଦେଶ ଓ ଲିବାନୋନ୍ ଦଇେ ଫରାତ ନଦୀ ପର୍ୟ୍ଯନ୍ତ ୟାଅ।

ଦିତୀୟ ବିବରଣ 3:25

ମୁ ବିନତି କରୁଛି, ମାେତେ ସପୋରିକି ୟିବାକକ୍ସ୍ଟ ଦିଅ, ୟର୍ଦ୍ଦନର ସପୋରିସ୍ଥ ସହେି ଉତ୍ତମ ଦେଶ, ସହେି ରମଣୀଯ ପର୍ବତ ଓ ଲିବାନୋନ୍ ଦେଖିବାକକ୍ସ୍ଟ ଦିଅ।'

ଦିତୀୟ ବିବରଣ 11:24

ଯେଉଁଠା ରେ ତୁମ୍ଭର ପାଦ ପଡିବ, ସେ ସ୍ଥାନ ତୁମ୍ଭମାନଙ୍କର ହବେ। ପ୍ରାନ୍ତରରକ୍ସ୍ଟ ଲିବାନୋନ ପର୍ୟ୍ଯନ୍ତ ଏବଂ ଫରାତ ନଦୀଠାରକ୍ସ୍ଟ ପଶ୍ଚିମ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ତୁମ୍ଭମାନଙ୍କର ସୀମା ହବେ।

ପ୍ରଥମ ରାଜାବଳୀ 10:29

ମିଶରର ଏକ ଏକ ରଥର ମୂଲ୍ଯ 600 ରେ ୗପ୍ୟମୁଦ୍ରା ଥିଲା ଓ ଗୋଟିଏ ଗୋଟିଏ ଅଶ୍ବର ମୂଲ୍ଯ 150 ରେ ୗପ୍ୟ ମୁଦ୍ରା ଥିଲା। ରାଜା ଶଲୋମନ ସହେି ରଥ ଓ ଅଶ୍ବକୁ ହିତ୍ତୀଯ ଅରାମୀଯ ରାଜାଙ୍କୁ ବିକ୍ରି କଲେ।

ପ୍ରଥମ ବଂଶାବଳୀ 5:9

ବଲୋଙ୍କ ବଂଶଧରମାନ ପୂର୍ବଦିଗ ରେ ମରୁଭୂମିର ସୀମାବର୍ତ୍ତୀ ଫରାତ୍ ନଦୀ ନିକଟରେ ବାସ କରୁଥିଲେ। ଗିଲିଯଦ ରେ ସମାନଙ୍କେର ଅନକେ ଗୋପଲ ଥିବାରୁ ସମାନେେ ସହେି ସ୍ଥାନ ରେ ବାସ କରୁଥିଲେ।

ପ୍ରଥମ ବଂଶାବଳୀ 18:3

ଦାଉଦ ଆହୁରି ମଧ୍ଯ ହଦ ରଷେରଙ୍କ ସୈନ୍ଯବାହିନୀ ସହିତ ୟୁଦ୍ଧ କଲେ। ହଦ ରଷେର ସୋବର ରାଜା ଥିଲେ। ଦାଉଦ ହମାତ ସହର ପର୍ୟ୍ଯନ୍ତ ପଥରେ ସହେି ସୈନ୍ଯବାହିନୀ ସହିତ ୟୁଦ୍ଧ କଲେ। ହଦ ରଷେର ଫରାତ୍ ନଦୀ ପର୍ୟ୍ଯନ୍ତ ତାହାଙ୍କ ରାଜ୍ଯ ବିସ୍ତାର କରିବାକୁ ଚେଷ୍ଟା କରିବାରୁ ଦାଉଦ ଏହିପରି କଲେ।

Interlinear

Choose Theme