Home Bibles ଦାନିଏଲ 5:7 · ଓଡ଼ିଆ ବାଇବେଲ
ଦାନିଏଲ 5:7 · ଓଡ଼ିଆ ବାଇବେଲ

ଗଣକ, କଲଦୀଯ ଓ ଶୁଭାଶୁଭବାଦୀମାନଙ୍କୁ ତାଙ୍କ ସମ୍ମୁଖକୁ ରାଜା ଡକାଇଲେ। ସେ ବାବିଲୋନୀଯ ବିଦ୍ବାନମାନଙ୍କୁ କହିଲେ, ଯେ କହେି ଏହି ଲଖାେ ପଢିପାରିବ ଓ ତାହାର ଅର୍ଥ ବାହାର କରିପାରିବ, ତାଙ୍କୁ ମୁଁ ବାଇଗଣିଆ ରଙ୍ଗର ବସ୍ତ୍ର ଉପହାର ଦବେି ଓ ତାଙ୍କ କଣ୍ଠ ରେ ସୁବର୍ଣ୍ଣର ହାର ପିନ୍ଧାଇ ଦବେି। ଆଉ ସେ ରାଜ୍ଯର ତୃତୀୟ ସର୍ବୋଚ୍ଚ ଶାସନ କର୍ତ୍ତା ହବେ।

Cross references

ଆଦି ପୁସ୍ତକ 41:8

ଏହାପରେ ପ୍ରଭାତ ରେ ତାଙ୍କର ମନ ଉତ୍ବିଗ୍ନ ହେଲା। ତେଣୁ ସେ ଲୋକ ପଠାଇ ମିଶର ଦେଶୀଯ ପ୍ରେତ୍ୟକକ ମନ୍ତ୍ରଜ୍ଞ ଓ ଜ୍ଞାନୀ ଲୋକମାନଙ୍କୁ ଡ଼କାଇଲେ। ମାତ୍ର ଫାରୋ ସମାନଙ୍କେ ନିକଟରେ ଆପଣା ସ୍ବପ୍ନର କଥା କୁହନ୍ତେ ସମାନଙ୍କେ ମଧ୍ଯରୁ କହେି ତା'ର ଅର୍ଥ କହି ପାରିଲେ ନାହିଁ।

ଆଦି ପୁସ୍ତକ 41:42

ଏହାପରେ ଫାରୋ ତାଙ୍କୁ ଏକ ବିଶଷେ ମୁଦ୍ରିକା ଦେଲେ। ତାଙ୍କୁ ସୁକ୍ଷ୍ମ ବସ୍ତ୍ର ପିନ୍ଧାଇ ତାହାଙ୍କ ଗଳା ରେ ସୁବର୍ଣ୍ଣହାର ଦେଲେ।

ଗଣନା ପୁସ୍ତକ 22:7

ତହୁଁ ମାୟୋବର ଓ ମିଦିଯନର ପ୍ରାଚୀନବର୍ଗ ଉପହାର ନଇେ ଆସିଲେ। ସମାନେେ ବିଲିଯମ ନିକଟରେ ଉପସ୍ଥିତ ହାଇେ ବାଲାକ ଯାହା କହିଥିଲେ ତାହା କହିଲେ।

ଗଣନା ପୁସ୍ତକ 22:17

ତୁମ୍ଭେ ଯଦି ମାେତେ ସାହାୟ୍ଯ କର, ମୁଁ ତୁମ୍ଭକୁ ବହୁତ ଭଲ ଭାବରେ ପୁରସ୍କାର ଦବେି। ତୁମ୍ଭେ ମାେତେ ଯାହା କହିବ ତାହା ମୁଁ କରିବି, ଏଣୁ ପାର୍ଥନା କରି ମୁଁ ବିନଯ କରୁଅଛି, ମାେ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ।

ଗଣନା ପୁସ୍ତକ 24:11

ଏଣୁ ତୁମ୍ଭେ ଆପଣା ସ୍ଥାନକୁ ୟାଅ। ତୁମ୍ଭକୁ ଅତି ସମ୍ଭ୍ରାନ୍ତ କରିବାକୁ ଆମ୍ଭର ବିଚାର ଥିଲା। ମାତ୍ର ସଦାପ୍ରଭୁ ତୁମ୍ଭକୁ ସମ୍ମାନ ପାଇବାରୁ ବଞ୍ଚିତ କଲେ।

ପ୍ରଥମ ଶାମୁୟେଲ 17:25

ଜଣେ ଇଶ୍ରାୟେଲର ଲୋକ କହିଲା, ତୁମ୍ଭମାନେେ ସହେି ବ୍ଯକ୍ତିକକ୍ସ୍ଟ ଦେଖିଲକି ୟିଏ ଇଶ୍ରାୟେଲକକ୍ସ୍ଟ ଅବମାନନା କରିବାକୁ ଆସିଥିଲା? ଏହାକକ୍ସ୍ଟ ଯେଉଁଲୋକ ହତ୍ଯା କରିବ, ରାଜା ତାହାଙ୍କକ୍ସ୍ଟ ବହକ୍ସ୍ଟତ ଧନ ରେ ଧନବାନ କରିବେ ଓ ତାହାକକ୍ସ୍ଟ ଆପଣା କନ୍ଯା ଦବେେ। ଆଉ ଇଶ୍ରାୟେଲ ମଧିଅରେ ତା'ର ପିତୃ ଗୃହକକ୍ସ୍ଟ ନିଷ୍କର କରିବେ।

ଏଷ୍ଟର ବିବରଣ 3:1

ଏହିସବୁ ଘଟଣା ପରେ ଅକ୍ଷଶ୍ବରେଶ ରାଜା ଅଗାଗୀଯ ହମ୍ମଦାଥାର ପୁତ୍ର ହାମନକୁ ଉନ୍ନତ କରି ଉଚ୍ଚ ପଦାନ୍ବିତ କଲା। ଆଉ ତାହାର ସଙ୍ଗେ ସମସ୍ତ ଅଧିପତିର ଆସନ ଅପେକ୍ଷା ତାକୁ ଶ୍ ରେଷ୍ଠ ଆସନ ଦଲୋ।

ଏଷ୍ଟର ବିବରଣ 10:2

ତାହାର ପରାକ୍ରମ ଓ ପ୍ରଭାବରେ ସବୁକଥା ଆଉ ରାଜା ମର୍ଦ୍ଦରଖଯକୁ ଯେଉଁ ମହତ୍ତ୍ବ ଦଇେ ଉଚ୍ଚ ପଦ ରେ ନିୟୁକ୍ତ କଲା। ତହିଁର ସମ୍ପୁର୍ଣ୍ଣ ବିବରଣ କି ମାଦିଯ ଓ ପାରସ୍ଯ ଦେଶର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ।

ହିତୋପଦେଶ 1:9

ତୁମ୍ଭର ପିତା ଓ ମାତା, ଯାହା କିଛି ଶିକ୍ଷା ଦିଅନ୍ତି, ସହେି ବାକ୍ଯଗୁଡ଼ିକ ତୁମ୍ଭର ପାଇଁ ଆଶୀର୍ବାଦ ଫୁଲମାଳ ପରି ଅଟେ ଏବଂ ତୁମ୍ଭର ଗଳା ପାଇଁ ହାର ଅଟେ।

ପରମଗୀତ 1:10

ତୁମ୍ଭର ଗାଲ ରେ ଗଣ୍ଡ ୟୁଗଳ, ତୁମ୍ଭ ଗଳା ଦେଶ ରେ ରତ୍ନହାର ରେ ସୁଶାେଭିତ।

ଯିଶାଇୟ 44:25

ଆମ୍ଲଭ ମିଥ୍ଯାବାଦୀମାନଙ୍କର ମିଥ୍ଯାକୁ ପ୍ରମାଣ କରୁ। ଆମ୍ଲଭ ନିର୍ଲବାଧମାନଙ୍କର ୟାଦୁକାରୀ କାର୍ୟ୍ଯ ବିଫଳ କରୁ। ଜ୍ଞାନୀମାନଙ୍କର ଜ୍ଞାନକୁ ପ୍ରତିହତ କରୁ ଓସସମାନଙ୍କର ଜ୍ଞାନକୁ ଅଜ୍ଞାନତାସର ପରିଣତ କରୁ।

ଯିଶାଇୟ 47:13

ତୁମ୍ଭରତ ବହୁ ଉପଦେଷ୍ଟା ଅଛନ୍ତି। ତୁମ୍ଭେ ଆପଣାର ଅପାର ମନ୍ତ୍ରଣା ରେ କ୍ଲାନ୍ତ ହାଇେଅଛ। ଏବେ ସହେି ଜ୍ଯୋତିଷମାନ, ନକ୍ଷତ୍ରଦର୍ଶିମାନେ, ମାସିକ ଶୁଭାଶୁଭ ଗଣନାକାରୀମାନେ ଛିଡ଼ା ହୁଅନ୍ତୁ ଓ ତୁମ୍ଭ ପ୍ରତି ଯାହା ଘଟିବ, ତହିଁରୁ ତୁମ୍ଭକୁ ରକ୍ଷା କରନ୍ତୁ।

ଯିହିଜିକଲ 16:11

ଆହୁରି ମୁଁ ତୁମ୍ଭକୁ ଅଳଙ୍କାର ରେ ଭୂଷିତା କଲି। ତୁମ୍ଭ ହସ୍ତ ରେ କଙ୍କଣ ଓ ଗଳାଦେଶ ରେ ହାର ଦଲେି।

ଦାନିଏଲ 2:2

ତେଣୁ ରାଜା ତାଙ୍କର ସ୍ବପ୍ନ ଜଣାଇବା ନିମନ୍ତେ ମନ୍ତ୍ରୀଗଣ, ଗଣକ, ମଯାବୀ ଓ କଲଦୀଯମାନଙ୍କୁ ଡାକିବା ପାଇଁ ଆଜ୍ଞା ଦେଲେ। ଏଥି ରେ ସମାନେେ ଆସି ରାଜାଙ୍କ ସମ୍ମୁଖ ରେ ଠିଆ ହେଲେ।

ଦାନିଏଲ 2:6

ଆଉ ଯବେେ ତୁମ୍ଭମାନେେ ସ୍ବପ୍ନ ଓ ତାହାର ଅର୍ଥ ପ୍ରକାଶ କର, ତବେେ ତୁମ୍ଭମାନେେ ମାଠାରୁେ ଉପହାର, ପୁରସ୍କାର ଓ ସମ୍ମାନ ପାଇବ। ଏଣୁ ସହେି ସ୍ବପ୍ନ ଓ ତାହାର ଅର୍ଥ ମାେତେ କୁହ।

ଦାନିଏଲ 2:48

ତା'ପ ରେ ରାଜା ଦାନିୟେଲଙ୍କୁ ତାଙ୍କ ରାଜ୍ଯ ରେ ଏକ ମହାନ୍ କାର୍ୟ୍ଯ ରେ ନିୟୁକ୍ତି କଲେ ଓ ବହୁମୂଲ୍ଯ ଉପହାରମାନ ଦେଲେ। ଆଉ ବାବିଲ ପ୍ରଦେଶ ଉପ ରେ ତାଙ୍କୁ ସମସ୍ତ କତ୍ତୁର୍ତ୍ବ ପଦ ଦଇେ ବାବିଲସ୍ଥ ସବୁ ବିଦ୍ବାନ ଲୋକଙ୍କ ଉପ ରେ ତାଙ୍କୁ ପ୍ରଧାନ ଅଧିପତି କଲେ।

ଦାନିଏଲ 4:6

ତେଣୁ ସ୍ବପ୍ନର ଅର୍ଥ ଜଣାଇବା ନିମନ୍ତେ ମୁଁ ବାବିଲର ସମସ୍ତ ବିଦ୍ବାନ ଲୋକଙ୍କୁ ମାେ ନିକଟକୁ ଆଣିବା ପାଇଁ ଆଜ୍ଞା କଲି।

ଦାନିଏଲ 4:14

ସେ ଉଚ୍ଚସ୍ବର ରେ କହିଲେ, 'ଏହି ବୃକ୍ଷକୁ ଛଦନେ କର। ତହିଁରେ ଶାଖା ସବୁ କାଟି ପକାଅ, ତହିଁର ପତ୍ରସବୁ ଝାଡି ଦିଅ ଓ ଫଳଗୁଡିକୁ ବିଞ୍ଚି ଦିଅ। ତାହାର ତଳେଥିବା ପଶୁମାନେ ଓ ଶାଖା ରେ ଥିବା ପକ୍ଷୀମାନେ ପଳାଇ ୟାଆନ୍ତୁ।

ଦାନିଏଲ 5:16

ମୁଁ ତୁମ୍ଭ ବିଷଯ ରେ ଶୁଣୁଅଛି ଯେ ତୁମ୍ଭେ ଅର୍ଥ ପ୍ରକାଶ ଓ ସନ୍ଦହେ ଭଞ୍ଜନ କରିପାର। ଏତେ ତୁମ୍ଭେ ଯଦି ଏହି ଲଖାେ ପାଠ କରି ତହିଁର ଅର୍ଥ ମାେତେ ଜଣାଇ ପାର, ତବେେ ମୁଁ ତୁମ୍ଭକୁ ବାଇଗଣିଆ ବସ୍ତ୍ର ଉପହାର ଦବେି ଓ ତୁମ୍ଭ କଣ୍ଠ ରେ ସୁବର୍ଣ୍ଣ ହାର ଲମ୍ବାଇବି। ଆଉ ତୁମ୍ଭେ ମାେ ରାଜ୍ଯ ରେ ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହବେ।

ଦାନିଏଲ 5:29

ବଲେଶତ୍ସର ଆଜ୍ଞା ରେ ଲୋକମାନେ ଦାନିୟେଲଙ୍କୁ ବାଇଗଣିଆ ବସ୍ତ୍ର ପିନ୍ଧାଇଲେ ଓ ତାଙ୍କ କଣ୍ଠ ରେ ସୁବର୍ଣ୍ଣର ହାର ଦେଲେ। ଆଉ ସେ ରାଜ୍ଯର ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହବେେ ବୋଲି ଘାଷେଣା କଲେ।

ଦାନିଏଲ 6:2

ସହେି ରାଜା ତିନିଜଣ ତଦାରଖକାରୀଙ୍କୁ ସୁବଦୋର ଉପ ରେ ନିୟୁକ୍ତ କଲେ, ଯେପରି ସମାନେେ ରାଜାଙ୍କୁ ଠକି ନପାରିବେ ଓ କ୍ଷତି ସହି ପାରିବେ। ଏହି ତିନିଜଣ ନିରୀକ୍ଷକ ମଧିଅରେ ଦାନିୟେଲ ଥିଲେ ଅନ୍ୟତମ।

Interlinear

Choose Theme