ତୁମ୍ଭରତ ବହୁ ଉପଦେଷ୍ଟା ଅଛନ୍ତି। ତୁମ୍ଭେ ଆପଣାର ଅପାର ମନ୍ତ୍ରଣା ରେ କ୍ଲାନ୍ତ ହାଇେଅଛ। ଏବେ ସହେି ଜ୍ଯୋତିଷମାନ, ନକ୍ଷତ୍ରଦର୍ଶିମାନେ, ମାସିକ ଶୁଭାଶୁଭ ଗଣନାକାରୀମାନେ ଛିଡ଼ା ହୁଅନ୍ତୁ ଓ ତୁମ୍ଭ ପ୍ରତି ଯାହା ଘଟିବ, ତହିଁରୁ ତୁମ୍ଭକୁ ରକ୍ଷା କରନ୍ତୁ।
Cross references
ଆମ୍ଲଭ ମିଥ୍ଯାବାଦୀମାନଙ୍କର ମିଥ୍ଯାକୁ ପ୍ରମାଣ କରୁ। ଆମ୍ଲଭ ନିର୍ଲବାଧମାନଙ୍କର ୟାଦୁକାରୀ କାର୍ୟ୍ଯ ବିଫଳ କରୁ। ଜ୍ଞାନୀମାନଙ୍କର ଜ୍ଞାନକୁ ପ୍ରତିହତ କରୁ ଓସସମାନଙ୍କର ଜ୍ଞାନକୁ ଅଜ୍ଞାନତାସର ପରିଣତ କରୁ।
ଯେଉଁ ବିଷଯ ପ୍ରତି ତୁମ୍ଭେ ପରିଶ୍ରମ କରିଅଛ, ସେ ସବୁ ତୁମ୍ଭପ୍ରତି ଏହିପରି ଘଟିବ। ଯେଉଁମାନେ ୟୌବନରୁ ତୁମ୍ଭ ସହିତ ବାଣିଜ୍ଯ କରିଅଛନ୍ତି, ସମାନେେ ପ୍ରେତ୍ୟକକ ଭ୍ରମଣ କରି ଆପଣା ଆପଣା ସ୍ଥାନକୁ ଯିବେ, ତୁମ୍ଭକୁ ରକ୍ଷା କରିବାକୁ କହେି ରହିବେ ନାହିଁ।'
ତୁମ୍ଭେ ଦୀର୍ଘପଥ ୟାତ୍ରା ୟୋଗୁଁ ଯଦିଓ କ୍ଲାନ୍ତ ହାଇେଥିଲ, ତଥାପି ତୁମ୍ଭେ ଭରସା ନାହିଁ ବୋଲି କହି ନ ଥିଲ। ତୁମ୍ଭେ ନୂତନ ବଳ ପାଇ ସତଜେ ହେଲ, ତେଣୁ ତୁମ୍ଭେ କ୍ଲାନ୍ତ ଅନୁଭବ କଲ ନାହିଁ।
ପୁଣି ସୈନ୍ଯାଧିପତି ସଦାପ୍ରଭୁ ଏହି କଥା କହନ୍ତି, ବାବିଲର ପ୍ରଶସ୍ତ ସୁଦୃଢ଼ ପ୍ରାଚୀର ସମ୍ପୂର୍ଣ୍ଣ ରୂପେ ଉତ୍ପାଟିତ ହବେ ଓ ତାହାର ଉଚ୍ଚ ଦ୍ବାରସବୁ ଅଗ୍ନି ରେ ଦଗ୍ଧ ହବେ। ବାବିଲର ଲୋକମାନେ କଠିନ ପରିଶ୍ରମ କରିବେ ଓ ନଗରକୁ ରକ୍ଷା କରିବାକୁ କ୍ଲାନ୍ତ ହବେେ। ମାତ୍ର ତାହା କିଛି ସାହାୟ୍ଯ କରିବ ନାହିଁ। ସମାନେେ ସହେି ଅଗ୍ନି ଶିଖା ରେ ଜାଳଣେି ସ୍ବରୂପ ଦଗ୍ଧ ହବେେ।
ଅତିରିକ୍ତ 'ମଇଳା' ଏଥିରୁ ବାହାରି ଆସିବ ନାହିଁ। କବଳେ ଅଗ୍ନି କଳଙ୍କକୁ ପୋଡ଼ିବ।
ତେଣୁ ରାଜା ତାଙ୍କର ସ୍ବପ୍ନ ଜଣାଇବା ନିମନ୍ତେ ମନ୍ତ୍ରୀଗଣ, ଗଣକ, ମଯାବୀ ଓ କଲଦୀଯମାନଙ୍କୁ ଡାକିବା ପାଇଁ ଆଜ୍ଞା ଦେଲେ। ଏଥି ରେ ସମାନେେ ଆସି ରାଜାଙ୍କ ସମ୍ମୁଖ ରେ ଠିଆ ହେଲେ।
ଗଣକ, କଲଦୀଯ ଓ ଶୁଭାଶୁଭବାଦୀମାନଙ୍କୁ ତାଙ୍କ ସମ୍ମୁଖକୁ ରାଜା ଡକାଇଲେ। ସେ ବାବିଲୋନୀଯ ବିଦ୍ବାନମାନଙ୍କୁ କହିଲେ, ଯେ କହେି ଏହି ଲଖାେ ପଢିପାରିବ ଓ ତାହାର ଅର୍ଥ ବାହାର କରିପାରିବ, ତାଙ୍କୁ ମୁଁ ବାଇଗଣିଆ ରଙ୍ଗର ବସ୍ତ୍ର ଉପହାର ଦବେି ଓ ତାଙ୍କ କଣ୍ଠ ରେ ସୁବର୍ଣ୍ଣର ହାର ପିନ୍ଧାଇ ଦବେି। ଆଉ ସେ ରାଜ୍ଯର ତୃତୀୟ ସର୍ବୋଚ୍ଚ ଶାସନ କର୍ତ୍ତା ହବେ।
ମାରେ ରାଜ୍ଯର ଜ୍ଞାନୀ ଲୋକମାନେ ମାେ ପାଖକୁ ଆସିଥିଲେ। କିନ୍ତୁ ସମାନେେ କାନ୍ଥ ରେ ଲଖାେ ହାଇେଥିବା ଅର୍ଥ ପ୍ରକାଶ କରି ପାରିଲେ ନାହିଁ।
ସହେି ରାତ୍ରି ରେ କଲଦୀଯମାନଙ୍କର ରାଜା ବଲେଶତ୍ସରଙ୍କୁ ବଧ କରାଗଲା।
ସର୍ବଶକ୍ତିମାନ ସଦାପ୍ରଭୁ ସ୍ଥିର କରିଛନ୍ତି ଯେ ଅଗ୍ନି ସବୁ ଜିନିଷକୁ ପୋଡି଼ଦବେ ଯାହାସବୁ ଲୋକମାନେ ନିର୍ମାଣ କରିଥିଲେ। ସମାନଙ୍କେର ସହେି ସବୁ କାର୍ୟ୍ଯ ନିଷ୍ଫଳ ହବେ।