Home Bibles ଏଷ୍ଟର ବିବରଣ 3:1 · ଓଡ଼ିଆ ବାଇବେଲ
ଏଷ୍ଟର ବିବରଣ 3:1 · ଓଡ଼ିଆ ବାଇବେଲ

ଏହିସବୁ ଘଟଣା ପରେ ଅକ୍ଷଶ୍ବରେଶ ରାଜା ଅଗାଗୀଯ ହମ୍ମଦାଥାର ପୁତ୍ର ହାମନକୁ ଉନ୍ନତ କରି ଉଚ୍ଚ ପଦାନ୍ବିତ କଲା। ଆଉ ତାହାର ସଙ୍ଗେ ସମସ୍ତ ଅଧିପତିର ଆସନ ଅପେକ୍ଷା ତାକୁ ଶ୍ ରେଷ୍ଠ ଆସନ ଦଲୋ।

Cross references

ଆଦି ପୁସ୍ତକ 41:40

ମୁଁ ମାରଦେେଶର ଦାଯିତ୍ବ ତୁମ୍ଭକୁ ଦଲେି, ଏବଂ ସମସ୍ତ ଲୋକ ତୁମ୍ଭର ଆଦେଶ ମାନିବେ। କବଳେ ମୁଁ ତୁମ୍ଭଠାରୁ ବଡ଼ ହବେି।

ଆଦି ପୁସ୍ତକ 41:55

ଦୁର୍ଭିକ୍ଷ ଆରମ୍ଭ ରେ ଲୋକମାନେ ଖାଦ୍ୟ ପାଇଁ ଫାରୋଙ୍କୁ ଭିକ୍ଷା ମାଗିଲେ। ଫାରୋ ଉତ୍ତର ଦେଲେ, ଯୋଷଫଙ୍କେ ପାଖକୁ ୟାଅ ଆଉ ଯାହା ସେ କରିବାକୁ କହନ୍ତି କର।

ଗଣନା ପୁସ୍ତକ 24:7

ସମାନଙ୍କେ କଳସରୁ ଜଳ ଉଚ୍ଛୁଳିବ, ସମାନଙ୍କେର ବୀଜ ଅନକେ ଜଳ ରେ ପଡିବ, ପୁଣି ସମାନଙ୍କେର ରାଜା ଆଗାଗଠାରୁ ଉଚ୍ଚୀକୃତ ହବେ, ସମାନଙ୍କେର ରାଜ୍ଯ ଉନ୍ନତ ହବେ।

ପ୍ରଥମ ଶାମୁୟେଲ 15:8

ସେ ଅମାଲକେୀଯ ରାଜା ଅଗାଗ୍କକ୍ସ୍ଟ ଜୀବନ୍ତ ଧରିଲେ। କିନ୍ତୁ ତାଙ୍କ ସନୋବୀହିନୀର ଅନ୍ୟ ସମସ୍ତଙ୍କକ୍ସ୍ଟ ହତ୍ଯା କଲେ।

ପ୍ରଥମ ଶାମୁୟେଲ 15:33

କିନ୍ତୁଶାମକ୍ସ୍ଟଯଲେ ଅଗାଗକକ୍ସ୍ଟ କହିଲେ, ତକ୍ସ୍ଟମ୍ଭ ଖଡ୍ଗ ଯମେନ୍ତ ସ୍ତ୍ରୀମାନଙ୍କୁ ସନ୍ତାନ ହିନ କରିଅଛି, ଯମେନ୍ତ ସ୍ତ୍ରୀମାନଙ୍କ ମଧିଅରେ ତୁମ୍ଭର ମାତା ସନ୍ତାନହିତ ହବେ। ତହକ୍ସ୍ଟଁ ଶାମକ୍ସ୍ଟଯଲେ ଗିଲ୍ଗଲ୍ ରେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଅଗାଗକକ୍ସ୍ଟ ଖଣ୍ତ ଖଣ୍ତ କରି ହାଣିଲେ।

ଏଜ୍ରା 7:14

ଏଜ୍ରା, ମୁଁ ଏବଂ ମାରେ ସାତଜଣ ଉପଦେଷ୍ଟା ତୁମ୍ଭ ସହିତ ପଠାଉଛୁ। ତୁମ୍ଭେ ଯିହୁଦା ଓ ୟିରୁଶାଲମକୁ ୟିବା ଉଚିତ୍। ପରମେଶ୍ବରଙ୍କର ବ୍ଯବସ୍ଥା ବିଷଯବସ୍ତୁଗୁଡିକରେ ଧ୍ଯାନ ଦବୋ ଉଚିତ୍, ଯେଉଁଥି ରେ ତୁମ୍ଭେ ଜଣେ ବିଜ୍ଞ ଅଟ।

ଏଷ୍ଟର ବିବରଣ 1:14

ଏହି ସମୟରେ କର୍ଶନା, ଶେଥର, ଅଦ୍ମାଥା, ତର୍ଶାଶ, ମରେସ୍, ର୍ମସନୋ ଓ ମମୁଖନ୍ ରାଜାର ନିକଟବର୍ତ୍ତୀ ଥିଲେ। ଏହି ସାତ ଜଣ ପାରସ୍ଯ ଓ ମାଦିଯା ଦେଶର ଅଧିପତି, ଯେଉଁମାନେ ରାଜାଙ୍କର ନିକଟତମ ଓ ରାଜ୍ଯକୁ ଶାସନ କରୁଥିଲେ।

ଏଷ୍ଟର ବିବରଣ 3:10

ଏଥି ରେ ରାଜା ଆପଣା ହସ୍ତରୁ ଅଙ୍ଗୁରୀଯ କାଢି ୟିହୁଦୀଯମାନଙ୍କର ବୌରି ଅଗାଗୀଯ ହମ୍ମଦାଥାର ପୁତ୍ର ହାମନକୁ ଦଲୋ।

ଏଷ୍ଟର ବିବରଣ 5:11

ଆଉ ହାମନ୍ ଆପଣା ଧନ ଓ ଐଶ୍ବର୍ୟ୍ଯର କଥା ଓ ବହୁ ସନ୍ତାନମାନଙ୍କ କଥା ଓ ରାଜା କିରୂପେ ତାହାର ପଦ ବୃଦ୍ଧି କରିଛନ୍ତି, ତାଙ୍କୁ ଆପଣା ଅଧିପତିମାନଙ୍କ ଓ ଦାସମାନଙ୍କ ଉପରେ ଆସନ ଦଇେଛନ୍ତି। ଏହିସବୁ ବିଷଯ ସମାନଙ୍କେୁ ଶୁଣାଇଲା।

ଏଷ୍ଟର ବିବରଣ 7:6

ଏଷ୍ଟର କହିଲା, ଏହି ଦୁଷ୍ଟ ହାମନ ଜଣେ ବିପକ୍ଷ ଓ ଶତୃ।

ଏଷ୍ଟର ବିବରଣ 8:3

ଏଷ୍ଟର ରାଜା ନିକଟରେ ପୁନର୍ବାର ନିବଦନେ କଲା, ପୁଣି ୟିହୁଦୀଯମାନଙ୍କ ପ୍ରତିକୂଳ ରେ ଅଗାଗୀଯ ହାମନର କୃତ ଅମଙ୍ଗଳ ଓ ତାର କଳ୍ପିତ କଳ୍ପନା ନିବାରାଣାର୍ଥେ ତାହାର ଚରଣ ରେ ପଡି ରୋଦନ କରି ପ୍ରାର୍ଥନା କଲା।

ଗୀତସଂହିତା 12:8

ସହେି ଦୁଷ୍ଟ ଲୋକମାନେ ୟଦିଓ ପ୍ରାଧାନ୍ଯ ବିସ୍ତାର କରନ୍ତି, କିନ୍ତୁ ପ୍ରକୃତରେ ସମାନେେ ଦେଖିବାକୁ ସୁନ୍ଦର ଗହଣା ପରି। ଏହା ବହୁମୂଲ୍ଯ ଭଳି ଜଣା ପଡ଼ିଲେ ବି ପ୍ରକୃତରେ ଏହା ଅତି ଶସ୍ତା ଅଟେ।

ହିତୋପଦେଶ 29:2

ଧାର୍ମିକମାନେ ବର୍ଦ୍ଧିଷ୍ଣୁ ହେଲେ, ଲୋକମାନେ ଆନନ୍ଦ କରନ୍ତି। ମାତ୍ର ଦୁଷ୍ଟମାନେ କତ୍ତୃର୍ତ୍ବ ପାଇଲେ, ଲୋକମାନେ ଆର୍ତ୍ତସ୍ବର କରନ୍ତି।

ଦାନିଏଲ 6:2

ସହେି ରାଜା ତିନିଜଣ ତଦାରଖକାରୀଙ୍କୁ ସୁବଦୋର ଉପ ରେ ନିୟୁକ୍ତ କଲେ, ଯେପରି ସମାନେେ ରାଜାଙ୍କୁ ଠକି ନପାରିବେ ଓ କ୍ଷତି ସହି ପାରିବେ। ଏହି ତିନିଜଣ ନିରୀକ୍ଷକ ମଧିଅରେ ଦାନିୟେଲ ଥିଲେ ଅନ୍ୟତମ।

Interlinear

Choose Theme