Home Bibles କଲସୀୟଙ୍କ ପ୍ରତି ପତ୍ର 4:16 · ଓଡ଼ିଆ ବାଇବେଲ
କଲସୀୟଙ୍କ ପ୍ରତି ପତ୍ର 4:16 · ଓଡ଼ିଆ ବାଇବେଲ

ଏହି ପତ୍ରଟି ତୁମ୍ଭ ପାଖ ରେ ପଢ଼ା ଯାଇ ସାରିଲା ପରେ, ଲାଅଦିକୀଆର ମଣ୍ଡଳୀକୁ ଏହି ପତ୍ରଟି ପଢ଼ିବାକୁ ଦିଅ। ଲାଅଦିକୀଆକୁ ଯେଉଁ ପତ୍ର ମୁଁ ଲେଖୁଛି, ତାକୁ ମଧ୍ଯ ତୁମ୍ଭମାନେେ ପଢ଼।

Cross references

ଯିରିମିୟ 51:61

ଆଉ ଯିରିମିୟ ସରାଯକୁ କହିଲେ, ହେ ସରାଯ, ତୁମ୍ଭେ ବାବିଲକୁ ୟାଇ ଏହି ବାର୍ତ୍ତା ସମସ୍ତଙ୍କ ଗୋଚରାର୍ଥେ ପାଠ କର।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:27

ପ୍ରଭୁଙ୍କର କ୍ଷମତା ଦ୍ବାରା ମୁଁ ଏହି ପତ୍ରକୁ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପଢ଼ି ଶୁଣାଇବା ପାଇଁ କହୁଛି।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3:14

ଆମ୍ଭେ ଏହି ପତ୍ର ରେ ତୁମ୍ଭମାନଙ୍କୁ ଯାହା କହିଛୁ, ଯଦି କୌଣସି ଲୋକ ତାହା ପାଳନ କରେ ନାହିଁ, ତା' ହେଲେ ସହେି ଲୋକଠାରୁ ସତର୍କ ରୁହ। ତା'ସହିତ ସମ୍ପର୍କ ରଖ ନାହିଁ। ତାହାହେଲେ ସେ ଲଜ୍ଜିତ ହବେ।

Interlinear

Choose Theme