କଲସୀୟଙ୍କ ପ୍ରତି ପତ୍ର 4:14 · ଓଡ଼ିଆ ବାଇବେଲ
ଦୀମା ଓ ଆମ୍ଭର ପ୍ରିୟ ବୈଦ୍ଯ ଲୂକ ନମସ୍କାର କରୁଛନ୍ତି।
Cross references
ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4:10
ଦୀମା ଏହି ସଂସାରକୁ ଅଧିକ ଭଲ ପାଉଥିବାରୁ ମାେତେ ଛାଡ଼ି ଚାଲିଗଲେ। ସେ ଥସେଲନୀକୀକୁ ଯାଇଛନ୍ତି। କ୍ ରେସକନ୍େସ୍ ଗାଲାତୀଆକୁ, ତିତସ୍ ଦଲ୍ଲତିଆକୁ ଯାଇଛନ୍ତି।
ଫିଲୀମୋନଙ୍କ ପ୍ରତି ପତ୍ର 1:24
ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ ଏମାନେ ମଧ୍ଯ ତୁମ୍ଭକୁ ନମସ୍କାର ଜଣାଉଛନ୍ତି।