Home Bibles ଆମୋଷ 9:14 · ଓଡ଼ିଆ ବାଇବେଲ
ଆମୋଷ 9:14 · ଓଡ଼ିଆ ବାଇବେଲ

ଆମ୍ଭେ ଇଶ୍ରାୟେଲକୁ ବନ୍ଦୀରୁ ମୁକ୍ତ କରିବା ଏବଂ ସମାନଙ୍କେୁ ସମାଙ୍କେର ଭୂମିକୁ ଫରୋଇ ଆଣିବା। ସମାନେେ ଧ୍ବଂସ ବିଧ୍ବଂସ ନଗରଗୁଡିକୁ ପୁନଃନିର୍ମାଣ କରିବେ ଏବଂ ସହେି ନଗରୀ ରେ ବାସ କରିବେ। ସମାନେେ ଦ୍ରାକ୍ଷାବୃକ୍ଷ କ୍ଷତେ ରେ ରୋପଣ କରିବେ ଏବଂ ଦ୍ରାକ୍ଷାରସ ପିଇବେ, ଯାହା ସଠାେକାର ଦ୍ରାକ୍ଷାଫଳରୁ ପ୍ରସ୍ତୁତ ହୁଏ। ସମାନେେ ମଧ୍ଯ ଗ୍ଭଷ କରିବେ ଓ ଉତ୍ପାଦିତ ଶସ୍ଯକୁ ଭକ୍ଷଣ କରିବେ।

Cross references

ଗୀତସଂହିତା 53:6

ମୁଁ ଇଚ୍ଛାକରେ, ସହେି ବିଜଯ ସିୟୋନ ପର୍ବତରୁ ଇଶ୍ରାୟେଲକୁ ଆସନ୍ତା ! ଯେତବେେଳେ ପରମେଶ୍ବର ଆପଣା ଲୋକମାନଙ୍କୁ ପୁଣିଥରେ ବନ୍ଦୀତ୍ବରୁ ଆଣିବେ, ସେ ତବେଳେେ ୟାକୁବ ଆନନ୍ଦିତ ହବେେ ଏବଂ ଇଶ୍ରାୟେଲ ଉଲ୍ଲସିତ ହବେ।

ଯିଶାଇୟ 61:4

ସମାନେେ ପୁରାତନ ଧ୍ବସ୍ତ ବିଧ୍ବସ୍ତ ସ୍ଥାନଗୁଡ଼ିକୁ ପୁନଃନିର୍ମାଣ କରିବେ। ପୂର୍ବକାଳର ନଷ୍ଟ ସ୍ଥାନସବୁ ଉଠାଇବେ, ଆଉ ସମାନେେ ବିନଷ୍ଟ ଓ ଅନକେ ପୁରୁଷ ପରମ୍ପରାର ନଷ୍ଟ ନଗର ସବୁକୁ ନୂତନ କରି ଗଢ଼ିବେ।

ଯିଶାଇୟ 62:8

ସଦାପ୍ରଭୁ ନିଜର ଦକ୍ଷିଣ ହସ୍ତ ଓ ବଳବାନ୍ ବାହୁଦ୍ବାରା ଶପଥ କରିଛନ୍ତି, ଆମ୍ଭେ ତୁମ୍ଭର ଶସ୍ଯ ତୁମ୍ଭର ଶତ୍ରୁଗଣଙ୍କୁ ଶସ୍ଯ ନିମନ୍ତେ ନିଶ୍ଚଯ ଦବୋ ନାହିଁ ଓ ଯେଉଁ ଦ୍ରାକ୍ଷାରସ ପାଇଁ ତୁମ୍ଭେ ପରିଶ୍ରମ କରିଅଛ, ସହେି ନୂତନ ଦ୍ରାକ୍ଷାରସ ବିଦେଶୀମାନେ ଆଉ ପାନ କରିବେ ନାହିଁ।

ଯିଶାଇୟ 65:21

ସହେି ସ୍ଥାନ ରେ ଲୋକମାନେ ଗୃହ ନିର୍ମାଣ କରି ତହିଁରେ ବାସ କରିବେ ଓ ସମାନେେ ଦ୍ରାକ୍ଷାକ୍ଷତେ ପ୍ରସ୍ତୁତ କରି ତାହାର ଫଳ ଭୋଗ କରିବେ।

ଯିରିମିୟ 16:15

କିନ୍ତୁ ସମୟ ଆସୁଛି, ଯେତବେେଳେ ସମାନେେ କହିବେ, 'ନିଶ୍ଚିତ ଭାବରେ ସଦାପ୍ରଭୁ ଅଛନ୍ତି, ୟିଏ କି ଇଶ୍ରାୟେଲୀୟମାନଙ୍କୁ ଉତ୍ତରରୁ ଓ ଯେଉଁଠା ରେ ସମାନେେ ଥିଲେ ସଠାରୁେ ଫରୋଇ ଆଣିଥିଲେ।' ସେତବେେଳେ ମୁଁ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦଇେଥିଲି, ସହେି ଦେଶକୁ ସମାନଙ୍କେୁ ପୁନର୍ବାର ଫରୋଇ ଦବେି।'

ଯିରିମିୟ 29:14

ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭର ଉଦ୍ଦେଶ୍ଯ ପାଇବାକୁ ଦବୋ। ଆମ୍ଭେ ତୁମ୍ଭମାନଙ୍କର ବନ୍ଦୀ ଅବସ୍ଥା ପରିବର୍ତ୍ତନ କରିଥିଲୁ, କିନ୍ତୁ ଆମ୍ଭେ ସଠାରୁେ ତୁମ୍ଭମାନଙ୍କୁ ପୁନଃ ଏକତ୍ରୀତ କରିବା। ପୁଣି ସଦାପ୍ରଭୁ କହନ୍ତି, ଆମ୍ଭେ ପୁନର୍ବାର ତୁମ୍ଭମାନଙ୍କୁ ନିର୍ବାସନ ସ୍ଥାନରୁ ଫରୋଇ ଆଣିବା।

ଯିରିମିୟ 30:3

କାରଣ ସଦାପ୍ରଭୁ କହନ୍ତି, ସମୟ ଆସିବ ଯେଉଁ ସମୟରେ ଆମ୍ଭେ ଆପଣା ଲୋକ ଇଶ୍ରାୟେଲର ଓ ଯିହୁଦାର ବନ୍ଦୀତ୍ବ ଅବସ୍ଥା ପରିବର୍ତ୍ତନ କରିବା। ପୁଣି ସଦାପ୍ରଭୁ କହନ୍ତି, ଏପରି ସମୟ ଆସିବ ଯେଉଁ ସମୟରେ ଆମ୍ଭେ ସମାନଙ୍କେ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦଇେଅଛୁ, ସହେି ଦେଶକୁ ସମାନଙ୍କେୁ ଫରୋଇ ଆଣିବା ଓ ସମାନେେ ତାହା ଅଧିକାର କରିବେ।

ଯିରିମିୟ 30:18

ସଦାପ୍ରଭୁ କହନ୍ତି, ମୁଁ ଯାକୁବର ତମ୍ବୁଗୁଡ଼ିକର ବନ୍ଦୀତ୍ବର ପରିବର୍ତ୍ତନ କରିବି ଓ ତାହାର ସମସ୍ତ ବାସସ୍ଥାନ ପ୍ରତି ଦୟା କରିବି। ସହେି ଧ୍ବଂସ୍ତ ସ୍ଥାନ ରେ ନଗର ନିର୍ମିତ ହବେ ଓ ରାଜଗୃହ ଯଥା ସ୍ଥାନ ରେ ପୁନଃନିର୍ମିତ ହବେ।

ଯିରିମିୟ 31:23

ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହା କହନ୍ତି, ଆମ୍ଭେ ପୁନର୍ବାର ଯିହୁଦାର ଲୋକମାନଙ୍କର ମଙ୍ଗଳ କରିବା। ଆମ୍ଭେ ସମାନଙ୍କେୁ ବନ୍ଦୀତ୍ବରୁ ମୁକ୍ତ କରିବା। ଯିହୁଦା ଦେଶ ରେ ଓ ତାହାର ନଗର ସକଳ ରେ ସମାନେେ ପୁନର୍ବାର ଏହା ବ୍ଯବହାର କରିବେ। ' ହେ ଧାର୍ମିକମାନଙ୍କର ବାସସ୍ଥାନ, ହେ ପବିତ୍ର ପର୍ବତ, ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।

ଯିରିମିୟ 31:28

ଅତୀତ ରେ ଆମ୍ଭେ ସମାନଙ୍କେୁ ଉତ୍ପାଟନ, ଭଗ୍ନ, ନିପାତ, ବିନାଶ ଓ କ୍ଲେଶ ଦଇେଥିଲୁ। ମାତ୍ର ବର୍ତ୍ତମାନ ସମାନଙ୍କେୁ ନିର୍ମାଣ ଓ ରୋପଣ କରିବା। ଆଉ ସମାନଙ୍କେର ଯତ୍ନ ନଇେ ସମାନଙ୍କେୁ ଶକ୍ତିଶାଳୀ କରିବା। ଏହା ସଦାପ୍ରଭୁ କହନ୍ତି।

ଯିରିମିୟ 31:38

ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଅଛି, ଯେତବେେଳେ ୟିରୁଶାଲମ ନଗର ପୁନର୍ବାର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ନିର୍ମିତ ହବେ। ତା'ପ ରେ ହନନଲେ ଦୁର୍ଗରୁ କଣ ଫାଟକ ପର୍ୟ୍ଯନ୍ତ ତାହା ନିର୍ମିତ ହବେ।

ଯିରିମିୟ 33:7

ଆମ୍ଭେ ଇଶ୍ରାୟେଲ ଓ ଯିହୁଦାର ଲୋକମାନଙ୍କର ବନ୍ଦୀତ୍ବ ଅବସ୍ଥାର ପରିବର୍ତ୍ତନ କରି ସମାନଙ୍କେ ପ୍ରତି ମଙ୍ଗଳ ବିଧାନ କରିବା। ସମାନଙ୍କେୁ ଅତୀତ ପରି ଶକ୍ତିଶାଳୀ କରିବା।

ଯିରିମିୟ 33:11

ସଦାପ୍ରଭୁ କହନ୍ତି, ଏଠା ରେ ତୁମ୍ଭମାନେେ ଆନନ୍ଦ ଧ୍ବନି ଓ ହର୍ଷନାଦ, ବର କନ୍ଯାଙ୍କର ହର୍ଷଧ୍ବନି, ସଦାପ୍ରଭୁଙ୍କର ପ୍ରଶଂସାଗାନର କୋଳାହଳ ପାଇବ। ସମାନେେ କହିବେ, 'ସଦାପ୍ରଭୁ ମଙ୍ଗଳମଯ ଓ ତାଙ୍କର କରୁଣା ସଦାକାଳ ସ୍ଥାଯୀ।' ତେଣୁ ତାଙ୍କର ଧନ୍ଯବାଦ କର। ପୁଣି ସଦାପ୍ରଭୁଙ୍କ ଗୃହକୁ ଧନ୍ଯବାଦସ୍ବରୂପ ବଳି ଆଣିବାର ଶବ୍ଦ ଶୁଣାୟିବ। ଏହା ହବେ କାରଣ ଆମ୍ଭେ ଆପଣା ଲୋକମାନଙ୍କର ଭାଗ୍ଯ ପରିବର୍ତ୍ତନ କରିବା। ସେଥିପାଇଁ ସବୁକିଛି ପୂର୍ବରୁ ଯେପରି ଥିଲା, ସପରେି ହାଇଯେିବ।

ଯିହିଜିକଲ 16:53

ପରମେଶ୍ବର କହିଲେ, ମୁଁ ସଦୋମ ଓ ତାହାର ଚତୁର୍ଦ୍ଦିଗସ୍ଥ କନ୍ଯାଗଣକୁ ଓ ଶମରିଯା ଏବଂ ତାହାର ଚତୁର୍ଦ୍ଦିଗସ୍ଥ କନ୍ଯାଗଣଙ୍କୁ ବିନାଶ କରିବି। ୟିରୁଶାଲମ ମଧ୍ଯ ଧ୍ବଂସ ହବେ। କିନ୍ତୁ ମୁଁ ସହେି ସମଗ୍ର ନଗର ଓ ୟିରୁଶାଲମକୁ ପୁନର୍ବାର ନିର୍ମାଣ କରିବି।

ଯିହିଜିକଲ 28:26

ସମାନେେ ତାହା ମଧିଅରେ ନିରାପଦ ରେ ବାସ କରିବେ। ସମାନେେ ଗୃହ ନିର୍ମାଣ କରିବେ ଓ ଦ୍ରାକ୍ଷାକ୍ଷେତ୍ର ରୋପଣ କରିବେ। ମୁଁ ତା'ର ଚତୁର୍ଦ୍ଦିଗସ୍ଥିତ ସମସ୍ତ ଦେଶକୁ ଦଣ୍ଡିତ କରିବି ଯେଉଁମାନେ ସମାନଙ୍କେୁ ତିରସ୍କାର କଲେ, ତା'ପ ରେ ସମାନେେ ନିରାପଦ ରେ ବାସ କରିବେ, ତହିଁରେ ମୁଁ ଯେ ସଦାପ୍ରଭୁ ଓ ସମାନଙ୍କେର ପରମେଶ୍ବର ଅଟେ ଏହା ସମାନେେ ଜାଣିବେ।

ଯିହିଜିକଲ 36:33

ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି, ଯେଉଁ ଦିନ ମୁଁ ତୁମ୍ଭମାନଙ୍କୁ ସକଳ ପାପରୁ ଶୁଚି କରିବି, ସଦେିନ ମୁଁ ନଗରଗୁଡ଼ିକୁ ବସତି ବିଶିଷ୍ଟ କରିବି ଓ ଧ୍ବଂସସ୍ଥାନସବୁ ପୁନଃନିର୍ମିତ ହବେ।

ଯିହିଜିକଲ 37:25

ଏବଂ ମୁଁ ମାରେ ଦାସ ଯାକୁବକୁ ଯେଉଁ ଦେଶ ଦଇେଥିଲି ଓ ଯେଉଁଠା ରେ ସମାନଙ୍କେ ପୂର୍ବପୁରୁଷଗଣ ବାସ କରୁଥିଲେ, ସହେି ଦେଶ ରେ ସମାନେେ ବାସ କରିବେ। ମୁଁ ସମାନେେ, ସମାନଙ୍କେର ସନ୍ତାନମାନେ ଓ ସମାନଙ୍କେର ସନ୍ତାନମାନଙ୍କର ସନ୍ତାନମାନେ ସଦାକାଳ ସଠାେ ରେ ବାସ କରିବେ। ଏବଂ ମାରେ ଦାସ ଦାଉଦ ସଦାକାଳ ସମାନଙ୍କେର ଅଧିପତି ହବେେ।

ଯିହିଜିକଲ 39:25

ତେଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଏବେ ମୁଁ ଯାକୁବକୁ ବନ୍ଦୀତ୍ବରୁ ମୁକ୍ତ କରି ଆଣିବି ଓ ସମୁଦାଯ ଇଶ୍ରାୟେଲ ବଂଶ ପ୍ରତି ଦୟା କରିବି। ଏବଂ ମୁଁ ପବିତ୍ର ନାମ ସକାେଶ ଇର୍ଷାପରାଯଣ ହବେି।

ଯୋୟେଲ 3:1

ହଁ ଦେଖ, ସହେି ସମୟରେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ଆମ୍ଭେ ବନ୍ଦୀ ଅବସ୍ଥାରୁ ଉଦ୍ଧାର କରିବା।

ଆମୋଷ 5:11

ତୁମ୍ଭମାନେେ ଦରିଦ୍ରମାନଙ୍କଠାରୁ ଅସାଧୁ ଉପାଯ ରେ କର ନେଉଅଛ ଏବଂ ସମାନଙ୍କେର ଗହମ ବଳପୂର୍ବକ ନେଉଅଛ। ତୁମ୍ଭମାନେେ କାରୁକାର୍ୟ୍ଯ ପଥର ରେ ସୁନ୍ଦର ଘର ନିର୍ମାଣ କରିଛ, କିନ୍ତୁ ତୁମ୍ଭମାନେେ ସହେି ଘ ରେ ରହିପାରିବ ନାହିଁ। ତୁମ୍ଭମାନେେ ସୁନ୍ଦର ଦ୍ରାକ୍ଷାଗଛ କ୍ଷେତ୍ର ରେ ଲଗାଇଛ କିନ୍ତୁ ସେ ଦ୍ରାକ୍ଷାରସ ପାନ କରିପାରିବ ନାହିଁ।

ସିଫନିୟ 1:13

ତା'ପ ରେ ଅନ୍ୟ ଲୋକମାନେ ସମାନଙ୍କେର ଧନସମ୍ପଦ ଲୁଣ୍ଠନ କରିବେ ଓ ସମାନଙ୍କେର ଘରଗୁଡିକୁ ଧ୍ବଂସ କରିବେ। ସହେି ସମୟରେ ସମାନେେ ନିର୍ମାଣ କରିଥିବା ଘ ରେ ଲୋକମାନେ ରହିବେ ନାହିଁ ଏବଂ ସମାନେେ ବଢାଇଥିବା ଅଙ୍ଗୁରରୁ ପ୍ରସ୍ତୁତ ଦ୍ରାକ୍ଷାରସ ପିଇବେ ନାହିଁ।

ସିଫନିୟ 2:7

ତା'ପ ରେ ସହେି ରାଜ୍ଯ ଯିହୁଦାର ରକ୍ଷାକର୍ତ୍ତାଙ୍କ ଅଧିକାରକୁ ଆସିବ। ସଦାପ୍ରଭୁ ଯିହୁଦାର ସହେି ଲୋକମାନଙ୍କୁ ସ୍ମରଣ କରିବେ। ସହେି ଲୋକମାନେ ବିଦେଶ ରେ ବନ୍ଦୀ। କିନ୍ତୁ ସଦାପ୍ରଭୁ ସମାନଙ୍କେୁ ଫରୋଇ ଆଣିବେ। ତା'ପ ରେ ଯିହୁଦାର ଲୋକମାନେ ସମାନଙ୍କେର ମଷଗେୁଡିକୁ ସହେି ପଡିଆ ରେ ଚରିବାକୁ ଦବେେ। ସନ୍ଧ୍ଯା ବେଳେ ଅସ୍କିଲୋନର ଶୂନ୍ଯ ଗୃହ ରେ ସମାନେେ ପଡି ରହିବେ।

Interlinear

Choose Theme