ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି, ଯେଉଁ ଦିନ ମୁଁ ତୁମ୍ଭମାନଙ୍କୁ ସକଳ ପାପରୁ ଶୁଚି କରିବି, ସଦେିନ ମୁଁ ନଗରଗୁଡ଼ିକୁ ବସତି ବିଶିଷ୍ଟ କରିବି ଓ ଧ୍ବଂସସ୍ଥାନସବୁ ପୁନଃନିର୍ମିତ ହବେ।
Cross references
ପୁଣି ତୁମ୍ଭ ବଂଶୀଯ ଲୋକେ ପୁରାତନ ଧ୍ବଂସ ସ୍ଥାନଗୁଡ଼ିକୁ ପୁନନିର୍ମାଣ କରିବେ, ତୁମ୍ଭେ ପୂର୍ବକାଳର ଭିତ୍ତିମୂଳ ଉପ ରେ ନିର୍ମାଣ କରିବ। ପୁଣି ଭଗ୍ନ ପ୍ରାଚୀର ନିର୍ମାଣକାରୀ ଓ ନିବାସ ନିମନ୍ତେ ପୁନଃ ପଥ ସଂସ୍ଥାପନକାରୀ ବୋଲି ବିଖ୍ଯାତ ହବେ।
ପୁଣି ତୁମ୍ଭମାନେେ କହୁଅଛ, 'ଏହା ମନୁଷ୍ଯ ଓ ପଶୁତୁଲ୍ଯ ଧ୍ବଂସ ସ୍ଥାନ ହାଇେଅଛି ଓ କଲଦୀଯମାନଙ୍କ ହସ୍ତ ରେ ସମର୍ପିତ ହାଇେଅଛି।' ମାତ୍ର ଭବିଷ୍ଯତ ରେ ଲୋକମାନେ ଏଠା ରେ କ୍ଷେତ୍ର କ୍ରଯ କରିବେ।
ତୁମ୍ଭମାନେେ କହୁଅଛ, 'ଏହି ସ୍ଥାନ ନରଶୂନ୍ଯ ଓ ପଶୁଶୂନ୍ଯ ହାଇେ ଏକ ଧ୍ବଂସିତ ନଗର ହବେ।' ମାତ୍ର ଏହି ସ୍ଥାନ ଖୁବ୍ ଶୀଘ୍ର କୋଳାହଳପୂର୍ଣ୍ଣ ହବେ।
ଆମ୍ଭେ ଇଶ୍ରାୟେଲକୁ ପୁନର୍ବାର ତା'ର ଚରାସ୍ଥାନକୁ ଆଣିବା, ସେ କର୍ମିଲ ଓ ବାଶନ ଉପ ରେ ଚରିବ। ଆଉ ସେ ଇଫ୍ରଯିମର ଓ ଗିଲିଯଦର ପର୍ବତମାନଙ୍କ ଉପ ରେ ଭୋଜନ କରି ପରିତୃପ୍ତ ହବେେ।
ତୁମ୍ଭଠା ରେ ବାସ କରୁଥିବା ଇଶ୍ରାୟେଲର ପରିବାର ଲୋକମାନଙ୍କୁ ମୁଁ ଦ୍ବିଗୁଣିତ କରିବି। ପୁଣି ତହିଁରେ ନଗର ସମୂହ ବସତିସ୍ଥାନ ହବେ ଓ ଧ୍ବଂସସ୍ଥାନସବୁ ପୁନଃନିର୍ମିତ ହବେ।
ଆମ୍ଭେ ଇଶ୍ରାୟେଲକୁ ବନ୍ଦୀରୁ ମୁକ୍ତ କରିବା ଏବଂ ସମାନଙ୍କେୁ ସମାଙ୍କେର ଭୂମିକୁ ଫରୋଇ ଆଣିବା। ସମାନେେ ଧ୍ବଂସ ବିଧ୍ବଂସ ନଗରଗୁଡିକୁ ପୁନଃନିର୍ମାଣ କରିବେ ଏବଂ ସହେି ନଗରୀ ରେ ବାସ କରିବେ। ସମାନେେ ଦ୍ରାକ୍ଷାବୃକ୍ଷ କ୍ଷତେ ରେ ରୋପଣ କରିବେ ଏବଂ ଦ୍ରାକ୍ଷାରସ ପିଇବେ, ଯାହା ସଠାେକାର ଦ୍ରାକ୍ଷାଫଳରୁ ପ୍ରସ୍ତୁତ ହୁଏ। ସମାନେେ ମଧ୍ଯ ଗ୍ଭଷ କରିବେ ଓ ଉତ୍ପାଦିତ ଶସ୍ଯକୁ ଭକ୍ଷଣ କରିବେ।
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ଦେଖ, ଆମ୍ଭେ ପୂର୍ବ ଓ ପଶ୍ଚିମ ଦେଶରୁ ଆମ୍ଭର ଲୋକମାନଙ୍କୁ ମୁକ୍ତ କରିବା।
ଆମ୍ଭେ ସମାନଙ୍କେୁ ଏଠାକୁ ଫରୋଇ ଆଣିବା ଏବଂ ସମାନେେ ୟିରୁଶାଲମ ମଧିଅରେ ବାସ କରିବେ। ସମାନେେ ଆମ୍ଭର ଲୋକ ହବେେ ଏବଂ ଆମ୍ଭେ ସମାନଙ୍କେର ବିଶ୍ବସ୍ଥ ଏବଂ ନ୍ଯାଯବାନ୍ ପରମେଶ୍ବର ହବୋ।