Home Bibles ଯିହିଜିକଲ 28:26 · ଓଡ଼ିଆ ବାଇବେଲ
ଯିହିଜିକଲ 28:26 · ଓଡ଼ିଆ ବାଇବେଲ

ସମାନେେ ତାହା ମଧିଅରେ ନିରାପଦ ରେ ବାସ କରିବେ। ସମାନେେ ଗୃହ ନିର୍ମାଣ କରିବେ ଓ ଦ୍ରାକ୍ଷାକ୍ଷେତ୍ର ରୋପଣ କରିବେ। ମୁଁ ତା'ର ଚତୁର୍ଦ୍ଦିଗସ୍ଥିତ ସମସ୍ତ ଦେଶକୁ ଦଣ୍ଡିତ କରିବି ଯେଉଁମାନେ ସମାନଙ୍କେୁ ତିରସ୍କାର କଲେ, ତା'ପ ରେ ସମାନେେ ନିରାପଦ ରେ ବାସ କରିବେ, ତହିଁରେ ମୁଁ ଯେ ସଦାପ୍ରଭୁ ଓ ସମାନଙ୍କେର ପରମେଶ୍ବର ଅଟେ ଏହା ସମାନେେ ଜାଣିବେ।

Cross references

ଯାତ୍ରା ପୁସ୍ତକ 29:46

ତହିଁରେ ଆମ୍ଭେ ଯେ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ତାହା ସମାନେେ ଜାଣିବେ। ସମାନଙ୍କେ ମଧିଅରେ ବାସ କରିବା ନିମନ୍ତେ ଆମ୍ଭେ ମିଶର ଦେଶରୁ ସମାନଙ୍କେୁ ବାହାର କରି ଆଣିଛୁ, ତାହା ସମାନେେ ଜାଣିବେ। ଆମ୍ଭେ ସଦାପ୍ରଭୁ ସମାନଙ୍କେର ପରମେଶ୍ବର।

ଲେବୀୟ ପୁସ୍ତକ 25:18

ଆମ୍ଭର ବ୍ଯବସ୍ଥା ଅନୁସାରେ ଆଚରଣ କରିବ ଓ ଆମ୍ଭର ଶାସନ ସକଳ ମାନିବ ଓ ପାଳନ କରିବ। ତାହା ହେଲେ ତୁମ୍ଭମାନେେ ଦେଶ ରେ ନିର୍ଭୟ ରେ ବାସ କରିପାରିବ।

ଦିତୀୟ ବିବରଣ 12:10

କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ଯେଉଁ ଦେଶ ତୁମ୍ଭମାନଙ୍କୁ ଅଧିକାର କରାଇବେ, ସଠାେକକ୍ସ୍ଟ ତୁମ୍ଭମାନେେ ଯେତବେେଳେ ୟର୍ଦ୍ଦନ ପାର ହାଇେ ୟିବ ଓ ସଠାେରେ ପହଞ୍ଚିବ। ସେ ତୁମ୍ଭମାନଙ୍କ ଚତକ୍ସ୍ଟର୍ଦ୍ଦିଗସ୍ତ ସମସ୍ତ ଶତୃଗଣଠାରକ୍ସ୍ଟ ତୁମ୍ଭମାନଙ୍କୁ ବିଶ୍ରାମ ଦବେେ, ଏବଂ ତୁମ୍ଭମାନେେ ନିର୍ଭୟ ରେ ବାସ କରିବ।

ପ୍ରଥମ ରାଜାବଳୀ 4:25

ଶଲୋମନଙ୍କ ରାଜତ୍ବ କାଳ ରେ ଦାନଠାରୁ ବରେଶବୋ ପର୍ୟ୍ଯନ୍ତ ଯିହୁଦା ଓ ଇଶ୍ରାୟେଲର ସମସ୍ତ ଲୋକ ନିଜ ନିଜ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ମୂଳ ରେ ନିରାପଦ ରେ ଅବସ୍ଥାନ କରୁଥିଲେ।

ହିତୋପଦେଶ 14:26

ସଦାପ୍ରଭୁ ବିଷଯକ ଭୟ ଦୃଢ଼ ଶରଣ ଭୂମି। ଆଉ ତାଙ୍କର ସନ୍ତାନମାନେ ସଠାେ ରେ ଆଶ୍ରଯସ୍ଥାନ ପାଇବେ।

ଯିଶାଇୟ 13:1

ପରମେଶ୍ବର ଆମାେସଙ୍କ ପୁତ୍ର ଯିଶାଇୟଙ୍କୁ ବାବିଲ ସମ୍ବନ୍ଧୀଯ ବାର୍ତ୍ତା ଦଖାଇେଲେ।

ଯିଶାଇୟ 17:14

ସନ୍ଧ୍ଯା ରେ ସମାନେେ ଭୟଭୀତ ହବେେ ଓ ପ୍ରଭାତ ପୂର୍ବରୁ ଲୋପ ପାଇୟାଇଥିବେ। ତେଣୁ ଆମ୍ଭର ଶତ୍ରୁ ଓ ଅପହରଣୀକାରୀ କିଛି ସଠାେ ରେ ଦେଖିବାକୁ ପାଇବେ ନାହିଁ।

ଯିଶାଇୟ 33:1

ଦେଖ, ତୁମ୍ଭମାନେେ ଲୁଟିତ ନ ହାଇେ ମଧ୍ଯ ଅନ୍ୟମାନଙ୍କୁ ଲୁଟୁଅଛ। ଅନ୍ୟମାନେ ତୁମ୍ଭମାନଙ୍କ ପ୍ରତି ବିଶ୍ବାସଘାତକତା ନ କଲେ ମଧ୍ଯ ତୁମ୍ଭମାନେେ ଅନ୍ୟମାନଙ୍କ ପ୍ରତି ବିଶ୍ବାସଘାତକତା କରୁଅଛ। ତେଣୁ ତୁମ୍ଭମାନେେ ସନ୍ତାପର ପାତ୍ର। କାରଣ ତୁମ୍ଭମାନେେ ଲୁଟିବା ସମାପ୍ତ କଲାପ ରେ ଅନ୍ୟମାନେ ତୁମ୍ଭକୁ ଲୁଟିବେ। ପୁଣି ତୁମ୍ଭମାନେେ ବିଶ୍ବାସଘାତକତା ସମାପ୍ତ କଲାପ ରେ ଅନ୍ୟମାନେ ତୁମ୍ଭପ୍ରତି ବିଶ୍ବାସଘାତକତା କରିବେ।

ଯିଶାଇୟ 65:21

ସହେି ସ୍ଥାନ ରେ ଲୋକମାନେ ଗୃହ ନିର୍ମାଣ କରି ତହିଁରେ ବାସ କରିବେ ଓ ସମାନେେ ଦ୍ରାକ୍ଷାକ୍ଷତେ ପ୍ରସ୍ତୁତ କରି ତାହାର ଫଳ ଭୋଗ କରିବେ।

ଯିରିମିୟ 12:14

ସଦାପ୍ରଭୁ ଏହା କହନ୍ତି, ସମସ୍ତ ମନ୍ଦ ପଡ଼ୋଶୀ ଯେଉଁମାନେ କି ଆମ୍ଭେ ଉତ୍ତରାଧିକାରୀ ସୂତ୍ର ରେ ଇଶ୍ରାୟେଲୀୟମାନଙ୍କୁ ଦଇେଥିବା ଦେଶକୁ ସ୍ପର୍ଶ କରନ୍ତି ଆମ୍ଭେ ସମାନଙ୍କେୁ ତାଙ୍କ ଦେଶରୁ ଉତ୍ପାଟନ କରିବା ଏବଂ ଆମ୍ଭେ ସମାନଙ୍କେ ମଧ୍ଯରୁ ଯିହୁଦାର ଘରକୁ ହଟଇେ ଦବୋ।

ଯିରିମିୟ 23:6

ସହେି ଉତ୍ତମ ରାଜତ୍ବ କାଳ ରେ ଶାଖା 'ଉତ୍ପନ୍ନ' ହାଇେ ଯିହୁଦା ପରିତ୍ରାଣ ପାଇବ ଓ ଇଶ୍ରାୟେଲ ନିରାପଦ ରେ ବାସ କରିବ। ପୁଣି ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ, ଏହି ନାମ ରେ ସେ ବିଖ୍ଯାତ ହବେେ।

ଯିରିମିୟ 29:5

ତୁମ୍ଭମାନେେ ଗୃହ ନିର୍ମାଣ କରି ତହିଁରେ ବାସ କର ; ଉଦ୍ୟାନ ପ୍ରସ୍ତୁତ କରି ତାହାର ଫଳ ଉପ ଭୋଗ କର।

ଯିରିମିୟ 29:28

ଯିରିମିୟ ଆମ୍ଭମାନଙ୍କ ନିକଟକୁ ଏହି ବାର୍ତ୍ତା ଦଇେଅଛି, ତୁମ୍ଭମାନେେ ବାବିଲ ରେ ଦୀର୍ଘକାଳ ନିର୍ବାସିତ ହାଇେଅଛ। ତେଣୁ ତୁମ୍ଭମାନେେ ଗୃହ ନିର୍ମାଣ କରି ତହିଁରେ ବାସ କର ଓ ଉଦ୍ୟାନ ପ୍ରସ୍ତୁତ କରି ଫଳ ଉପଭୋଗ କର।

ଯିରିମିୟ 30:16

ଏଣୁ ଯେଉଁମାନେ ତୁମ୍ଭମାନଙ୍କୁ ଗ୍ରାସ କରନ୍ତି, ସମାନେେ ଗ୍ରାସିତ ହବେେ। ତୁମ୍ଭର ବିପକ୍ଷ ସମସ୍ତେ ସମାନଙ୍କେର ପ୍ରେତ୍ୟକକର ବନ୍ଦୀତ୍ବ ସ୍ଥାନକୁ ଯିବେ। ଆଉ ଯେଉଁମାନେ ତୁମ୍ଭମାନଙ୍କୁ ଲୁଣ୍ଠନ କରନ୍ତି, ସମାନେେ ଲୁଣ୍ଠିତ ହବେେ। ଯେଉଁମାନେ ତୁମ୍ଭମାନଙ୍କର ଦ୍ରବ୍ଯ ଅପହରଣ କରନ୍ତି, ଆମ୍ଭେ ସମାନଙ୍କେର ଦ୍ରବ୍ଯ ଅପହରଣ କରାଇବା।

ଯିରିମିୟ 31:4

ହେ ଇଶ୍ରାୟେଲ କୁମାରୀ, ଆମ୍ଭେ ତୁମ୍ଭକୁ ପୁନର୍ବାର ଗଢ଼ିବା। ତୁମ୍ଭେ ପୁନର୍ବାର ଏକ ଦେଶ ହବେ। ତୁମ୍ଭେ ପୁଣି ଆପଣା ତବଲା ରେ ବିଭୂଷିତା ହାଇେ ଆନନ୍ଦକାରୀମାନଙ୍କ ସଙ୍ଗେ ନୃତ୍ଯ କରି ଗମନ କରିବ।

ଯିରିମିୟ 32:15

ଆଉ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଭବିଷ୍ଯତ ରେ ଆମ୍ଭର ଲୋକମାନେ ଆହୁରି ଗୃହ, କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର କ୍ରଯ କରିବେ।'

ଯିରିମିୟ 32:37

'ଆଉ ଦେଖ, ଆମ୍ଭେ ଆପଣା କୋରଧ ଓ ପ୍ରଚଣ୍ଡ କୋପ ରେ ଯେଉଁସବୁ ଦେଶ ରେ ସମାନଙ୍କେୁ ଚ୍ଛିନ୍ନଭିନ୍ନ କରିଦଇେଥିଲୁ, ସହେି ସହସ୍ର ଦେଶରୁ ପୁନର୍ବାର ସମାନଙ୍କେୁ ସଂଗ୍ରହ କରିବା। ସମାନଙ୍କେୁ ପୁନର୍ବାର ଏହି ସ୍ଥାନକୁ ଆଣିବା ଓ ସମାନଙ୍କେୁ ଶାନ୍ତି ଏବଂ ନିରାପଦ ରେ ଏହି ସ୍ଥାନ ରେ ବାସ କରାଇବା।

ଯିରିମିୟ 33:16

ସହେି ସମୟରେ ସେ ଯିହୁଦା ପରିତ୍ରାଣ ପାଇବ ଓ ୟିରୁଶାଲମ ନିରାପଦ ରେ ବାସ କରିବ। ଆଉ 'ସଦାପ୍ରଭୁ ଆମ୍ଭମାନଙ୍କର ପରିଚାଳକ ହବେେ, ସଦାପ୍ରଭୁ ଆମ୍ଭର ନ୍ଯାଯବାନ।'

ଯିରିମିୟ 46:1

ବିଭିନ୍ନ ଗୋଷ୍ଠୀଗଣ ବିଷଯ ରେ ସଦାପ୍ରଭୁଙ୍କର ଏହିସବୁ ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।

ଯିରିମିୟଙ୍କ ବିଳାପ 1:8

ୟିରୁଶାଲମ ଅତିଶଯ ପାପ କରିଅଛି, ଏଣୁ ସେ ନଗର ଧ୍ବଂସପ୍ରାପ୍ତ ହାଇେଅଛି। ଯେଉଁମାନେ ତାକୁ ପୂର୍ବେ ସମ୍ମାନ କରୁଥିଲେ, ଏବେ ସମାନେେ ତାକୁ ଘୃଣା କରୁଛନ୍ତି। କାରଣ ସମାନେେ ତାକୁ ଗାଳି ଦିଅନ୍ତି। ୟିରୁଶାଲମ ଦୀର୍ଘ ନିଃଶ୍ବାସ ଛାଡ଼ୁଅଛି ଓ ପଛକୁ ମୁଖ ଫରୋଉଛି।

ଯିହିଜିକଲ 25:1

ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,

ଯିହିଜିକଲ 28:22

ଆଉ କୁହ, ' ମାରେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି,

ଯିହିଜିକଲ 28:24

'ଏବଂ ଇଶ୍ରାୟେଲ ଦେଶ ଆଉ ପଡ଼ୋଶୀମାନଙ୍କ ଦ୍ବାରା ବେଷ୍ଟିତ ହବେ ନାହିଁ, ଯେଉଁମାନେ କି ତିକ୍ଷଣ ଛୁରୀ ଓ ମୁନିଆଁ କଣ୍ଟାବୁଦା ତୁଲ୍ଯ। ଏବଂ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ସମାନଙ୍କେର ପ୍ରଭୁ ଅଟେ।'

ଯିହିଜିକଲ 34:25

ଏବଂ ମୁଁ ସମାନଙ୍କେ ପାଇଁ ଶାନ୍ତିର ଚୁକ୍ତି କରିବି। ମୁଁ ବନ୍ଯ ପଶୁଗଣଙ୍କୁ ଏହି ଦେଶରୁ ତଡ଼ି ଦବେି। ତାହା ହେଲେ ସମାନେେ ନିରାପଦ ରେ ମରୁଭୂମିରେ ବାସ କରିବେ ଓ ବଣ ରେ ଶଯନ କରିବେ।

ଯିହିଜିକଲ 34:31

ଆଉ ତୁମ୍ଭମାନେେ ଆମ୍ଭର ମଷେ ଓ ଆମ୍ଭ ତୃଣଭୂମିର ମଷେ ଅଟ। ତୁମ୍ଭମାନେେ ମନୁଷ୍ଯ ଅଟ ଓ ଆମ୍ଭେ ତୁମ୍ଭମାନଙ୍କ ପରମେଶ୍ବର ଅଟୁ। ଏହା ମାରେପ୍ରଭୁ ସଦାପ୍ରଭୁ କହନ୍ତି।

ଯିହିଜିକଲ 36:22

ତେଣୁ ଇଶ୍ରାୟେଲର ଲୋକମାନଙ୍କୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ହେ ଇଶ୍ରାୟେଲ ପରିବାର, ତେଣୁ ତୁମ୍ଭମାନଙ୍କ ବିରୁଦ୍ଧ ରେ ଯାହା କହିବା କଥା ତାହା ମାରେ ନାମର ସୁରକ୍ଷା ପାଇଁ କରୁ ନାହଁ। ତୁମ୍ଭମାନେେ ଯେଉଁଠାକୁ ଗଲେ, ସହେି ରାଷ୍ଟ୍ରମାନଙ୍କ ମଧିଅରେ ମାରେ ନାମକୁ କଳୁଷିତ କଲ।

ଯିହିଜିକଲ 38:8

ଅନକେ ଦିନ ପ ରେ ତୁମ୍ଭକୁ ଅସ୍ତ୍ର ପାଇଁ ନିବଦନେ କରାୟିବ। ପରବର୍ତ୍ତୀ ବର୍ଷମାନଙ୍କ ରେ ୟୁଦ୍ଧରୁ ପୂର୍ବାବସ୍ଥାକୁ ଫରେୁଥିବା ଦେଶମାନଙ୍କୁ ଆକ୍ରମଣ କରିବ, ଯାହାର ବହୁ ଦେଶରୁ ଲୋକମାନେ ପର୍ବତ ଉପ ରେ ଏକତ୍ରୀତ ହାଇେଛନ୍ତି। ଯେଉଁମାନେ ଅତୀତ ରେ ବାରମ୍ବାର ବିଧ୍ବସ୍ତ ହାଇେଥିଲେ କିନ୍ତୁ ଦେଶଗୁଡ଼ିକରୁ ସମାନଙ୍କେୁ ଅଣାୟାଇଛି ଏବଂ ସମାନେେ ସମସ୍ତେ ସଠାେ ରେ ନିରାପଦ ରେ ବାସ କରୁଛନ୍ତି।

ଯିହିଜିକଲ 38:11

ତୁମ୍ଭେ କହିବ, 'ମୁଁ ପ୍ରାଚୀର ବିହୀନ ସହର ବିଶିଷ୍ଟ ଦେଶକୁ ଯିବି ; ସମାନେେ ଶାନ୍ତି ରେ ଅଛନ୍ତି, ସମାନେେ ଭାବନ୍ତି ସମାନେେ ନିରାପଦ ରେ ଅଛନ୍ତି, ସମାନଙ୍କେର ନଗରର ସୁରକ୍ଷା ପାଇଁ ଚତୁର୍ଦ୍ଦିଗ ରେ ପ୍ରାଚୀର ନାହିଁ କିମ୍ବା ସମାନଙ୍କେର ଅର୍ଗଳ କି କବାଟ ନାହିଁ। ତେଣୁ ଆମ୍ଭେ ସମାନଙ୍କେ ଦେଶ ବିପକ୍ଷ ରେ ଖଡ୍ଗ ଆଣିବା।

ଯିହିଜିକଲ 39:10

ଆଉ ସମାନେେ ପଦାରୁ କାଠ ଆଣିବେ ନାହିଁ କିମ୍ବା ବନରୁ କିଛି କାଠ କାଟିବେ ନାହିଁ। କାରଣ ସମାନେେ ସହେି ଅସ୍ତ୍ରଶସ୍ତ୍ରକୁ ଜାଳଣେି ରୂପେ ବ୍ଯବହାର କରିବେ। ଆଉ ସମାନେେ ଲୁଣ୍ଠନକାରୀଙ୍କଠାରୁ ଧନ ଲୁଣ୍ଠନ କରିବେ ଓ ସମାନଙ୍କେର ଅପହରଣକାରୀଙ୍କଠାରୁ ସମ୍ପତ୍ତି ଅପହରଣ କରିବେ। ମାରେ ପ୍ରଭୁ ସଦାପ୍ରଭୁ ଏହା କହନ୍ତି।

ହୋଶେୟ 2:18

ସେତବେେଳେ ଆମ୍ଭେ ସ୍ଥଳଚର ପ୍ରାଣୀ, ଆକାଶର ପକ୍ଷୀ, ଓ ସରିସୃପମାନଙ୍କ ସହିତ ଗୋଟିଏ ଚୁକ୍ତି କରିବା। ଆମ୍ଭେ ଧନୁ, ଖଣ୍ତା ଓ ସମସ୍ତ ୟୁଦ୍ଧ ଅସ୍ତ୍ରଗୁଡିକୁ ଭାଙ୍ଗି ଦବୋ ଏବଂ ଆମ୍ଭେ ସମାନଙ୍କେୁ ନିରାପଦ ରେ ଶଯନ କରିବାକୁ ଦବୋ।

ହୋଶେୟ 11:11

ସମାନେେ ମିଶରରୁ ପକ୍ଷୀ ସଦୃଶ ଥରିଥରି ଆସିବେ। ଅଶୂରୀଯରୁ କପୋତ ପରି ଥରିଥରି ଆସିବେ। ଏବଂ ଆମ୍ଭେ ସମାନଙ୍କେୁ ଗୃହକୁ ଫରୋଇ ନବୋ ବୋଲି ସଦାପ୍ରଭୁ କହିଲେ।

ଆମୋଷ 9:13

ସଦାପ୍ରଭୁ ପୁଣି କୁହନ୍ତି, ସମୟ ଆସୁଛି ଯେତବେେଳେ ପ୍ରଚୁର ଅମଳ ହବେ ଏବଂ ତାହା ଶସ୍ଯ ଲଗାଇବା ସମୟ ପର୍ୟ୍ଯନ୍ତ ମଧ୍ଯ କ୍ଷେତ୍ର ରେ ଥିବ। ଏତେ ଦ୍ରାକ୍ଷାଫଳ ହବେ ଯେ, ନୂତନ ଦ୍ରାକ୍ଷାଲତା ଲଗାଇବା ସମୟ ପୂର୍ବରୁ ତଥାପି ଦ୍ରାକ୍ଷାରସ ପ୍ରସ୍ତୁତ ହାଇେ ପାରିବ ନାହିଁ। ଏବଂ ମଧୁର ଦ୍ରାକ୍ଷାରସ ପର୍ବତରୁ ବହିବ।

ହବକକୂକ 2:8

ତୁମ୍ଭେ ବହୁ ଦେଶରୁ ଧନ ଅପହରଣ କରିଛ। ତେଣୁ ସହେି ଲୋକମାନେ ତୁମ୍ଭଠାରୁ ଅଧିକ ନଇେଯିବେ। ତୁମ୍ଭେ ବହୁ ଲୋକଙ୍କୁ ହତ୍ଯା କରିଛ। ବହୁଦେଶ ଓ ନଗର ଧ୍ବଂସ କରିଛ। ସବୁ ଲୋକଙ୍କୁ ସଠାେ ରେ ହତ୍ଯା କରିଛ।

ସିଫନିୟ 2:8

ସଦାପ୍ରଭୁ କୁହନ୍ତି, ଆମ୍ଭେ ଶୁଣିଛୁ ମାଯାେବ ଓ ଅମ୍ମାନରେ ଲୋକମାନେ କ'ଣ କହିଲେ। ସହେି ଲୋକମାନେ ଆମ୍ଭ ଲୋକମାନଙ୍କୁ ଅପମାନିତ କଲେ। ସମାନେେ ନିଜର ରାଜ୍ଯକୁ ବଢାଇବା ପାଇଁ ସମାନଙ୍କେର ଜମି ସବୁ ଅକ୍ତିଆର କଲେ।

ଯିଖରିୟ 1:15

ନିଜକୁ ନିରାପଦ ମନେ କରୁଥିବା ଦେଶ ପ୍ରତି ଆମ୍ଭେ ଅତ୍ଯନ୍ତ କ୍ଷୁବ୍ଧ ଥିଲୁ। କାରଣ ସମାନେେ ବିପର୍ୟ୍ଯଯକୁ ସର୍ବଦା ଆମନ୍ତ୍ରଣ କରୁଥିଲେ।

ଯିଖରିୟ 2:4

ସେ ତାଙ୍କୁ କହିଲେ, ଦୌଡିକରି ୟାଅ ଏବଂ ସହେି ୟୁବକଙ୍କୁ କୁହ!

Interlinear

Choose Theme