Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 9:8 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 9:8 · ଓଡ଼ିଆ ବାଇବେଲ

ଶାଉଲ ଭୂମି ଉପରୁ ଉଠିଲେ, କିନ୍ତୁ କିଛି ଦେଖିପାରିଲେ ନାହିଁ। ତେଣୁ ଲୋକମାନେ ତାହାଙ୍କର ହାତ ଧରି ଦମ୍ମସକେକୁ ନଇଗେଲେ।

Cross references

ଆଦି ପୁସ୍ତକ 19:11

ତା'ପରେ ବାହା ରେ ଥିବା ସମସ୍ତ ଲୋକ ବୃଦ୍ଧ ଓ ୟୁବା ଅନ୍ଧ ହାଇଗେଲେ। ତେଣୁ ସଇେ ଲୋକମାନେ ଘରର ଫାଟକ ପାଇଲେ ନାହିଁ।

ଯାତ୍ରା ପୁସ୍ତକ 4:11

ଏହାପରେ ସଦାପ୍ରଭୁ ତାଙ୍କୁ କହିଲେ, ମନୁଷ୍ଯର ମୁଖ କିଏ ନିର୍ମାଣ କରିଛି? ମନୁଷ୍ଯକୁ କିଏ ମୁକ ବା ବଧିର କରେ? ମନୁଷ୍ଯକୁ କିଏ ଦୃଷ୍ଟିହୀନ କରେ? ମନୁଷ୍ଯକୁ କିଏ ଦୃଷ୍ଟିବାନ କରେ? ମୁଁ ହେଉଛି ସହେି ଯେ କି ଏ ସମସ୍ତ କର୍ମ କରାଉଥାଏ। ମୁଁ ହେଉଛି ସହେି ସଦାପ୍ରଭୁ।

ଦିତୀୟ ରାଜାବଳୀ 6:17

ତା'ପରେ ଇଲୀଶାୟ ପ୍ରାର୍ଥନା କରି କହିଲେ, ହେ ସଦାପ୍ରଭୁ, ମୁଁ ବିନଯ କରୁଛି, ମାରେ ସବେକର ଆଖି ଖାଲିେ ଦିଅ, ଯେପରି ସେ ଦେଖିପାରିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:18

ଏହି କଥା କହିବା ସଙ୍ଗେ ସଙ୍ଗେ ଶାଉଲଙ୍କ ଆଖିରୁ ମାଛ କାତି ପରି କିଛି ଖସି ପଡ଼ିଲା। ସେ ଦେଖି ପାରିଲେ। ତା'ପରେ ସେ ଉଠି ବାପ୍ତିଜିତ ହେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:11

ଏବେ ଦେଖ, ତୁମ୍ଭ ଉପରେ ପ୍ରଭୁଙ୍କର ହାତ ଅଛି। ତୁମ୍ଭେ ଅନ୍ଧ ହାଇଯେିବ ଓ କିଛି ସମୟ ପାଇଁ ସୂର୍ୟ୍ଯ ଆଲୁଅ ମଧ୍ଯ ଦେଖି ପାରିବ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 22:11

ମୁଁ କିଛି ଦେଖିପାରୁ ନଥିଲି, କାରଣ ସହେି ଆଲୋକର ତଜେ ମାେତେ ଅନ୍ଧ କରି ପକାଇଥିଲା। ସେଥିପାଇଁ ମାରେ ବନ୍ଧୁମାନେ ମାେ ହାତ ଧରି ଦମ୍ମସକେ ନଇଗେଲେ।

Interlinear

Choose Theme