Home Bibles ☰ Books ଆଦି ପୁସ୍ତକ 19:11 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 19:11 · ଓଡ଼ିଆ ବାଇବେଲ

ତା'ପରେ ବାହା ରେ ଥିବା ସମସ୍ତ ଲୋକ ବୃଦ୍ଧ ଓ ୟୁବା ଅନ୍ଧ ହାଇଗେଲେ। ତେଣୁ ସଇେ ଲୋକମାନେ ଘରର ଫାଟକ ପାଇଲେ ନାହିଁ।

Cross references

ଦିତୀୟ ବିବରଣ 28:28

ସଦାପ୍ରଭୁ ତୁମ୍ଭମାନଙ୍କୁ ଉନ୍ନାଦ ଓ ଅନ୍ଧତା ଓ ତିତ୍ତ ସ୍ତବ୍ଧତା ଦ୍ବାରା ଆଘାତ କରିବେ।

ଦିତୀୟ ରାଜାବଳୀ 6:18

ତା'ପରେ ଅରାମର ସୈନ୍ଯଗଣ ଇଶ୍ରାୟେଲ ରେ ପହନ୍ଚିଲେ। ଇଲୀଶାୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, ମୁଁ ବିନଯ କରୁଛି, ସହେି ଲୋକମାନଙ୍କୁ ଅନ୍ଧ କରି ଦିଅନ୍ତୁ।

ଉପଦେଶକ 10:15

ପ୍ରେତ୍ୟକକ ମୂର୍ଖର ପରିଶ୍ରମ ତାହାକୁ କ୍ଲାନ୍ତ କରେ, କାରଣ କିପରି ନଗରକୁ ୟିବାକୁ ହୁଏ ତାହା ସେ ଜାଣେ ନାହିଁ।

ଯିଶାଇୟ 57:10

ତୁମ୍ଭେ ଦୀର୍ଘପଥ ୟାତ୍ରା ୟୋଗୁଁ ଯଦିଓ କ୍ଲାନ୍ତ ହାଇେଥିଲ, ତଥାପି ତୁମ୍ଭେ ଭରସା ନାହିଁ ବୋଲି କହି ନ ଥିଲ। ତୁମ୍ଭେ ନୂତନ ବଳ ପାଇ ସତଜେ ହେଲ, ତେଣୁ ତୁମ୍ଭେ କ୍ଲାନ୍ତ ଅନୁଭବ କଲ ନାହିଁ।

ଯିରିମିୟ 2:36

ତୁମ୍ଭେ କାହିଁକି ଆପଣା ମନ ପରିବର୍ତ୍ତନ କରିଚାଲିଛ, ଏତେ ଅବ ହଳେିତ ଭାବରେ ? ତୁମ୍ଭେ ଅଶୂରର ବିଷଯ ରେ ଯେପରି ଲଜ୍ଜିତା ହାଇେଥିଲ, ସହେିପରି ମିଶରର ବିଷଯ ରେ ଲଜ୍ଜିତା ହବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:11

ଏବେ ଦେଖ, ତୁମ୍ଭ ଉପରେ ପ୍ରଭୁଙ୍କର ହାତ ଅଛି। ତୁମ୍ଭେ ଅନ୍ଧ ହାଇଯେିବ ଓ କିଛି ସମୟ ପାଇଁ ସୂର୍ୟ୍ଯ ଆଲୁଅ ମଧ୍ଯ ଦେଖି ପାରିବ ନାହିଁ।

Interlinear

Choose Theme