ରେରିତମାନଙ୍କ କାର୍ଯ୍ୟର ବିବରଣ 9:7 · ଓଡ଼ିଆ ବାଇବେଲ
ତାହାଙ୍କ ସହିତ ଯାତ୍ରା କରୁଥିବା ଲୋକମାନେ ଆଶ୍ଚର୍ୟ୍ଯ ହାଇେ ଠିଆ ହେଲେ। ସମାନେେ ଏହି କଥା ଶୁଣିଲେ, କିନ୍ତୁ କାହାକୁ ସଠାେରେ ଦେଖିଲେ ନାହିଁ।
Cross references
ଦାନିଏଲ 10:7
ପୁଣି ମୁଁ ଦାନିୟେଲ, ଏକାକୀ ସହେି ଦର୍ଶନ ଦେଖିଲି। କାରଣ ମାରେ ସାଥୀମାନେ ସହେି ଦର୍ଶନ ଦେଖିଲେ ନାହିଁ, ସମାନେେ ଅତ୍ଯନ୍ତ ଭୟଭୀତ ହାଇେ ଲୁଚି ପଳାଯନ କଲେ।
ମାଥିଉଲିଖିତ ସୁସମାଚାର 24:40
ଜମି ରେ ଦୁଇଜଣ ଲୋକ ଏକାଠି କାମ କରିଥିବେ, ସମାନଙ୍କେ ମଧ୍ଯରୁ ଜଣକୁ ସଠାେରେ ଛାଡ଼ି ଆର ଜଣକୁ ନିଆୟିବ।
ଯୋହନଲିଖିତ ସୁସମାଚାର 12:29
ସଠାେରେ ଠିଆ ହାଇେଥିବା ଲୋକମାନେ ଏହି ବାଣୀ ଶୁଣିଲେ। ସମାନେେ ତାହା ମେଘ ଗର୍ଜ୍ଜନ ବୋଲି କହିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22:9
ମାେ ସହିତ ଥିବା ଲୋକମାନେ ମଧ୍ଯ ସହେି ଆଲୋକ ଦେଖି ପାରିଲେ। କିନ୍ତୁ ସମାନେେ ମାେତେ କୁହାୟିବା ବାକ୍ଯ ଶୁଣି ବୁଝି ପାରିଲେ ନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 26:13
ମୁଁ ଦମ୍ମସକେକୁ ଯାଉଥିଲି। ସେତବେେଳେ ଖରାବଳେ ହାଇେଥିଲା। ହଠାତ୍ ମୁଁ ଆକାଶ ରେ ଗୋଟିଏ ଆଲୋକ ଦେଖିଲି। ସହେି ଆଲୋକ ସୂର୍ୟ୍ଯଙ୍କଠାରୁ ମଧ୍ଯ ଆହୁରି ଉଜ୍ଜ୍ବଳ ଥିଲା। ତାହା ମାରେ ଓ ମାେ ସହିତ ଯାଉଥିବା ଲୋକଙ୍କ ଚ଼ାରିପଟେ ଝଲକୁ ଥିଲା।