Home Bibles ☰ Books ରେରିତମାନଙ୍କ କାର୍ଯ୍ୟର ବିବରଣ 22:11 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 22:11 · ଓଡ଼ିଆ ବାଇବେଲ

ମୁଁ କିଛି ଦେଖିପାରୁ ନଥିଲି, କାରଣ ସହେି ଆଲୋକର ତଜେ ମାେତେ ଅନ୍ଧ କରି ପକାଇଥିଲା। ସେଥିପାଇଁ ମାରେ ବନ୍ଧୁମାନେ ମାେ ହାତ ଧରି ଦମ୍ମସକେ ନଇଗେଲେ।

Cross references

ଯିଶାଇୟ 42:16

ତା'ପ ରେ ଆମ୍ଭେ ଅନ୍ଧମାନଙ୍କୁ ସମାନଙ୍କେର ଅଜ୍ଞାତ ପଥ ଦଇେ ଆଣିବୁ ଓ ଯେଉଁ ପଥ ସମାନେେ ଜାଣନ୍ତି ନାହିଁ, ସହେି ପଥରେ ସମାନଙ୍କେୁ କଢ଼ାଇ ନବେୁ। ଆମ୍ଭେ ସମାନଙ୍କେ ସମ୍ମୁଖ ରେ ଅନ୍ଧକାରକୁ ଆଲୋକର ଓ ବକ୍ର ସ୍ଥାନକୁ ସଳଖ ରେ ପରିଣତ କରିବୁ। ଏହିସବୁ କାର୍ୟ୍ଯ କରି ଆମ୍ଭେ ନିଜ ସନ୍ତାନମାନଙ୍କୁ ପରିତ୍ଯାଗ କରିବୁ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:8

ଶାଉଲ ଭୂମି ଉପରୁ ଉଠିଲେ, କିନ୍ତୁ କିଛି ଦେଖିପାରିଲେ ନାହିଁ। ତେଣୁ ଲୋକମାନେ ତାହାଙ୍କର ହାତ ଧରି ଦମ୍ମସକେକୁ ନଇଗେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:11

ଏବେ ଦେଖ, ତୁମ୍ଭ ଉପରେ ପ୍ରଭୁଙ୍କର ହାତ ଅଛି। ତୁମ୍ଭେ ଅନ୍ଧ ହାଇଯେିବ ଓ କିଛି ସମୟ ପାଇଁ ସୂର୍ୟ୍ଯ ଆଲୁଅ ମଧ୍ଯ ଦେଖି ପାରିବ ନାହିଁ।

Interlinear

Choose Theme