Home Bibles ମାର୍କଲିଖିତ ସୁସମାଚାର 1:30 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 1:30 · ଓଡ଼ିଆ ବାଇବେଲ

ଶିମାନଙ୍କେ ଶାଶୁ ଜ୍ବର ରେ ପୀଡିତ ହାଇେ ବିଛଣା ରେ ପଡି ଥିଲେ। ତେଣୁ ସଠାେରେ ଥିବା ଲୋକମାନେ ଯୀଶୁଙ୍କୁ ତାହାଙ୍କ ବିଷୟ ରେ କହିଲେ।

Cross references

ମାର୍କଲିଖିତ ସୁସମାଚାର 5:23

ସେ କାକୁତି ମିନତି ହାଇେ ଯୀଶୁଙ୍କୁ ଭିକ୍ଷା ମାଗିଲେ, ମାରେ େଛାଟ ଝିଅ ମରିବା ଉପରେ। ଦୟା କରି ଆପଣ ଆସି ତା' ଉପରେ ହାତ ରଖନ୍ତୁ, ତା ହେଲେ ସେ ସୁସ୍ଥ ହାଇଯେିବ ଓ ଜୀବନ ପାଇବ।

ଯୋହନଲିଖିତ ସୁସମାଚାର 11:3

ତେଣୁ ମରିୟମ ଓ ମାର୍ଥା ଯୀଶୁଙ୍କୁ ଜଣାଇବା ପାଇଁ ଗୋଟିଏ ଲୋକ ପଠାଇଲେ। ସମାନେେ କହି ପଠାଇଲେ, ପ୍ରଭୁ, ତୁମ୍ଭର ପ୍ରିୟ ବନ୍ଧୁ ଲାଜାର ପୀଡିତ ଅଛନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:5

ଜଣେ ବିଶ୍ବାସିନୀ ପତ୍ନୀକୁ ଯାତ୍ରା ବେଳେ ସଙ୍ଗ ରେ ନଇେ ୟିବା ପାଇଁ କଣ ଆମ୍ଭର ଅଧିକାର ନାହିଁ? ? ଅନ୍ୟ ପ୍ ରରେିତମାନେ, ପ୍ରଭୁଙ୍କର ଭାଇମାନେ ଓ କଫୋତ ଏପରି କରୁଛନ୍ତି।

ଯାକୁବଙ୍କ ପତ୍ 5:14

ଯଦି ତୁମ୍ଭ ମଧ୍ଯରୁ କହେି ଜଣେ ଅସୁସ୍ଥ ଅଛି, ତବେେ ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ337 ଡ଼ାକିବା ଦରକାର। ସମାନେେ ପ୍ରଭୁଙ୍କ ନାମ ରେ ତାହାଙ୍କୁ ତଲେ ମଖାଇବେ ଓ ତାହାଙ୍କ ପାଇଁ ପ୍ରାର୍ଥନା କରିବେ।

Interlinear

Choose Theme