Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 25:5 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 25:5 · ଓଡ଼ିଆ ବାଇବେଲ

ତୁମ୍ଭମାନଙ୍କ ମଧ୍ଯରୁ କେତକେ ନେତା ମଧ୍ଯ ମାେ ସହିତ ଚ଼ାଲନ୍ତୁ। ଯଦି ପାଉଲ କିଛି ଭୁଲ୍ କରିଛନ୍ତି, ତବେେ ସମାନେେ ତାହାଙ୍କ ବିରୁଦ୍ଧ ରେ ଅଭିଯୋଗ ଆଣନ୍ତୁ।

Cross references

ପ୍ରଥମ ଶାମୁୟେଲ 24:11

ଦେଖ, ମାେ ହାତ ରେ ଥିବା ଲକ୍ସ୍ଟଗା ଖଣ୍ତକକ୍ସ୍ଟ। ମୁ ଏହାକକ୍ସ୍ଟ ତକ୍ସ୍ଟମ୍ଭ ଲକ୍ସ୍ଟଗା ଧଡିରକ୍ସ୍ଟ କାଟିଅଛି। ମୁ ତୁମ୍ଭକୁ ମାରି ପାରିଥାନ୍ତି କିନ୍ତୁ ମୁ ମାରି ନାହିଁ। ମୁ ତୁମ୍ଭକୁ ବର୍ତ୍ତମାନ ବକ୍ସ୍ଟଝିବାକକ୍ସ୍ଟ ଦେଉଛି। ମୁ ତୁମ୍ଭକୁ ଜଣାଇ ଦବୋକକ୍ସ୍ଟ ଗ୍ଭହକ୍ସ୍ଟଁଛି ଯେ ମୁ ତୁମ୍ଭକୁ ମାରିବା ପାଇଁ ଯୋଜନା କରି ନଥିଲି। ମୁ ତକ୍ସ୍ଟମ୍ଭ ପ୍ରତି କବେେ ଅନ୍ଯାଯ କରି ନାହିଁ। କିନ୍ତୁ ତୁମ୍ଭେ ମାେତେ ଆଘାତ କରିଛ ଏବଂ ମାରିବାକକ୍ସ୍ଟ ମଧ୍ଯ ଗ୍ଭହିଁଛ।

ଗୀତସଂହିତା 7:3

ହେ ସଦାପ୍ରଭୁ ମାରେ ପରମେଶ୍ବର, ୟଦି ମୁଁ କିଛି ଭଲ କରି ନାହିଁ। ମୁଁ ପ୍ରତିଜ୍ଞା କରି କହିପାରେ ମୁଁ କିଛି କୁକର୍ମ କରି ନାହିଁ।

ଯୋହନଲିଖିତ ସୁସମାଚାର 18:29

ତେଣୁ ପୀଲାତ ପ୍ରାସାଦ ବାହା ରେ ଯିହୂଦୀମାନଙ୍କ ପାଖକୁ ଗଲେ। ସେ ପଚାରିଲେ, ଏହି ଲୋକ ବିରୁଦ୍ଧ ରେ ତୁମ୍ଭମାନଙ୍କର ଅଭିଯୋଗ କ'ଣ?

ରେରିତମାନଙ୍କ କାର୍ଯ୍ୟର ବିବରଣ 18:14

ପାଉଲ କହିବା ଆରମ୍ଭ କହିବା ମାତ୍ ରେ ଗାଲ୍ଲିଯୋନ ୟିହୁଦୀୟମାନଙ୍କୁ କହିଲେ, ଯଦି ଏହା କୌଣସି ଅପରାଧ ବା କୌଣସି ସଂାଘାତିକ ଦୁର୍ବବ୍ଯହାର ବିଷୟ ରେ ଅଭିଯୋଗ ହାଇେଥା'ନ୍ତା, ତବେେ ତୁମ୍ଭମାନଙ୍କର କଥା ଶୁଣିବା ମାରେ କର୍ତ୍ତବ୍ଯ ହାଇେଥାନ୍ତା,

ରେରିତମାନଙ୍କ କାର୍ଯ୍ୟର ବିବରଣ 23:30

ହଠାତ୍ ମୁଁ ତାକୁ ହତ୍ଯା କରିବାକୁ ଷଡ଼ୟନ୍ତ୍ର କରାଯାଇଥିବାର ଖବର ପାଇଲି। ତେଣୁ ମୁଁ ତାକୁ ସଙ୍ଗେ ସଙ୍ଗେ ଆପଣଙ୍କ ନିକଟକୁ ପଠାଇଲି। ମୁଁ ତା'ର ଅଭିଯୋଗକାରୀମାନଙ୍କୁ କହିଲି ଯେ, ସମାନେେ ଆପଣଙ୍କ ନିକଟରେ ଅଭିଯୋଗ କରନ୍ତୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:8

ଆପଣ ନିଜେ ତାକୁ ପରୀକ୍ଷା କରି ତାହାଠାରୁ ଆମ୍ଭେ ତାଙ୍କ ବିରୁଦ୍ଧ ରେ କରଥିବା ସମସ୍ତେ ଅଭିଯୋଗର ସତ୍ଯାସତ୍ଯ ଜାଣି ପାରିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 25:16

ମୁଁ ସମାନଙ୍କେୁ ଉତ୍ତର ଦଲେି, 'ଯେତବେେଳେ କୌଣସି ବ୍ଯକ୍ତି କୌଣସି ଦୋଷ ପାଇଁ ଅଭିୟୁକ୍ତ ହୁଏ, ସେ ନିଜ ଅଭିଯୋଗକାରୀମାନଙ୍କର ମୁଖାମୁଖି ନ ହବୋ ପର୍ୟ୍ଯନ୍ତ ଓ ନିଜ ବିରୁଦ୍ଧ ରେ ଆଗତ ଅଭିଯୋଗର ଉତ୍ତର ନଦବୋ ପର୍ୟ୍ଯନ୍ତ ରୋମୀୟମାନେ ସହେି ଲୋକକୁ ଅନ୍ୟ କାହାକୁ ବିଚ଼ାର ପାଇଁ ଦିଅନ୍ତି ନାହିଁ।'

ରେରିତମାନଙ୍କ କାର୍ଯ୍ୟର ବିବରଣ 25:18

ଯିହୂଦୀମାନେ ଠିଆ ହାଇେ ତାହାଙ୍କୁ ଦୋଷୀ କଲେ। କିନ୍ତୁ କୌଣସି ଖରାପ ଅପରାଧ ପାଇଁ ସମାନେେ ତାକୁ ଅଭିୟୁକ୍ତ କରି ପାରିଲେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 25:25

କିନ୍ତୁ ମୁଁ ଯେତବେେଳେ ତାହାଙ୍କର ବିଚ଼ାର କଲି ସେତବେେଳେ ତାହାଙ୍କର କିଛି ଭୁଲ୍ ଦେଖିଲି ନାହିଁ। ତାହାଙ୍କୁ ମୃତ୍ଯୁଦଣ୍ଡ ଦଲୋ ଭଳି କୌଣସି କାରଣ ଦେଖିଲି ନାହିଁ। ସେ ସମ୍ରାଟଙ୍କ ନିକଟରେ ବିଚ଼ାରିତ ହବୋ ପାଇଁ ଆବଦନେ କରିଥିବାରୁ ମୁଁ ତାହାକୁ ରୋମ୍ ପାଠାଇବା ପାଇଁ ସ୍ଥିର କଲି।

Interlinear

Choose Theme