ରେରିତମାନଙ୍କ କାର୍ଯ୍ୟର ବିବରଣ 24:8 · ଓଡ଼ିଆ ବାଇବେଲ
ଆପଣ ନିଜେ ତାକୁ ପରୀକ୍ଷା କରି ତାହାଠାରୁ ଆମ୍ଭେ ତାଙ୍କ ବିରୁଦ୍ଧ ରେ କରଥିବା ସମସ୍ତେ ଅଭିଯୋଗର ସତ୍ଯାସତ୍ଯ ଜାଣି ପାରିବେ।
Cross references
ରେରିତମାନଙ୍କ କାର୍ଯ୍ୟର ବିବରଣ 23:30
ହଠାତ୍ ମୁଁ ତାକୁ ହତ୍ଯା କରିବାକୁ ଷଡ଼ୟନ୍ତ୍ର କରାଯାଇଥିବାର ଖବର ପାଇଲି। ତେଣୁ ମୁଁ ତାକୁ ସଙ୍ଗେ ସଙ୍ଗେ ଆପଣଙ୍କ ନିକଟକୁ ପଠାଇଲି। ମୁଁ ତା'ର ଅଭିଯୋଗକାରୀମାନଙ୍କୁ କହିଲି ଯେ, ସମାନେେ ଆପଣଙ୍କ ନିକଟରେ ଅଭିଯୋଗ କରନ୍ତୁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 23:35
ରାଜ୍ଯପାଳ କହିଲେ, ତୁମ୍ଭର ଅଭିଯୋଗକାରୀମାନେ ଏଠା ରେ ପହଞ୍ଚିବା ପରେ, ମୁଁ ତୁମ୍ଭ ବିଷୟ ରେ ଶୁଣିବି। ସେ ପାଉଲଙ୍କୁ ହରେୋଦଙ୍କର ପ୍ରାସାଦ ରେ ରଖିବା ପାଇଁ ଆଦେଶ ଦେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25:5
ତୁମ୍ଭମାନଙ୍କ ମଧ୍ଯରୁ କେତକେ ନେତା ମଧ୍ଯ ମାେ ସହିତ ଚ଼ାଲନ୍ତୁ। ଯଦି ପାଉଲ କିଛି ଭୁଲ୍ କରିଛନ୍ତି, ତବେେ ସମାନେେ ତାହାଙ୍କ ବିରୁଦ୍ଧ ରେ ଅଭିଯୋଗ ଆଣନ୍ତୁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25:15
ମୁଁ ୟିରୂଶାଲମ ରେ ରହିବା ସମୟରେ ମୁଖ୍ଯ ଯାଜକମାନେ ଓ ଯିହୂଦୀମାନଙ୍କ ପ୍ରାଚୀନମାନେ ମାେ ନିକଟରେ ତା ବିରୁଦ୍ଧ ରେ ଅଭିଯୋଗ କରିଥିଲେ। ସମାନେେ ତାର ମୃତ୍ଯୁ ଦଣ୍ଡ ଚ଼ାହୁଁଥିଲେ।