Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 25:16 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 25:16 · ଓଡ଼ିଆ ବାଇବେଲ

ମୁଁ ସମାନଙ୍କେୁ ଉତ୍ତର ଦଲେି, 'ଯେତବେେଳେ କୌଣସି ବ୍ଯକ୍ତି କୌଣସି ଦୋଷ ପାଇଁ ଅଭିୟୁକ୍ତ ହୁଏ, ସେ ନିଜ ଅଭିଯୋଗକାରୀମାନଙ୍କର ମୁଖାମୁଖି ନ ହବୋ ପର୍ୟ୍ଯନ୍ତ ଓ ନିଜ ବିରୁଦ୍ଧ ରେ ଆଗତ ଅଭିଯୋଗର ଉତ୍ତର ନଦବୋ ପର୍ୟ୍ଯନ୍ତ ରୋମୀୟମାନେ ସହେି ଲୋକକୁ ଅନ୍ୟ କାହାକୁ ବିଚ଼ାର ପାଇଁ ଦିଅନ୍ତି ନାହିଁ।'

Cross references

ଆଦି ପୁସ୍ତକ 39:19

ଯୋଷଫେର ମୂନିବ ତାଙ୍କର ସ୍ତ୍ରୀଙ୍କଠାରୁ ଏ ସମସ୍ତ ଶୁଣିଲେ। ଏବଂ ସେ ବହୁତ କୋର୍ଧ ହେଲେ।

ଦିତୀୟ ବିବରଣ 17:4

ଯଦି ତୁମ୍ଭମାନେେ ଏପରି କିଛିଶକ୍ସ୍ଟଣ, ତବେେ ତୁମ୍ଭେ ଏଗୁଡିକୁ ଭଲଭାବେ ଅନକ୍ସ୍ଟଧ୍ଯାନ କରିବ। ଯଦି ତୁମ୍ଭେ ଜାଣିବ ଏହା ସତ୍ଯ ତବେେ ଜାଣିବ ଇଶ୍ରାୟେଲର ଘାରେ ଅବନତୀ ଘଟିଛି। ଯଦି ତୁମ୍ଭେ ପ୍ରମାଣ କଲ ଏପରି ଘଟିଛି।

ଦିତୀୟ ବିବରଣ 19:17

ଯେଉଁ ଦକ୍ସ୍ଟଇ ବ୍ଯକ୍ତି ମଧିଅରେ ବି ରୋଧ ଥାଏ, ସେ ଦକ୍ସ୍ଟ ହେଁ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ସେ ସମୟରେ ଯାଜକ ଓ ବିଗ୍ଭରକର୍ତ୍ତାଙ୍କ ଆଗ ରେ ଛିଡା ହବେେ।

ହିତୋପଦେଶ 18:13

ଯେ ଶୁଣିବା ପୂର୍ବରୁ ଉତ୍ତର କରେ, ଗୋଟିଏ ଅଜ୍ଞାନତା ପରି ସିଏ ବିବଚେନା ହୁଏ ଓ ଲଜ୍ଜିତର କାରଣ ହୁଏ।

ହିତୋପଦେଶ 18:17

ଯେଉଁ ଲୋକ ପ୍ରଥମେ ଆପଣା ଘଟଣା ଉପସ୍ଥାପନା କରେ ଓ ବିବାଦ ଜଣାଏ, ସେ ଧାର୍ମିକ। ଯେପର୍ୟ୍ଯନ୍ତ ସେ ଅନ୍ୟ ଲୋକ ଦ୍ବାରା ପରୀକ୍ଷା ହାଇେ ନାହିଁ।

ଯୋହନଲିଖିତ ସୁସମାଚାର 7:51

ସେ କହିଲେ, ଆମ୍ଭର ପ୍ରଥା ଯେ କୌଣସି ଲୋକର କଥା ପ୍ରଥମେ ନଶୁଣି ବିଚାର କରିବ ନାହିଁ। ସେ କ'ଣ କରିଛନ୍ତି, ଆମ୍ଭେ ନଜାଣି ତାହାଙ୍କର ବିଚାର କରି ପାରିବା ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:30

ହଠାତ୍ ମୁଁ ତାକୁ ହତ୍ଯା କରିବାକୁ ଷଡ଼ୟନ୍ତ୍ର କରାଯାଇଥିବାର ଖବର ପାଇଲି। ତେଣୁ ମୁଁ ତାକୁ ସଙ୍ଗେ ସଙ୍ଗେ ଆପଣଙ୍କ ନିକଟକୁ ପଠାଇଲି। ମୁଁ ତା'ର ଅଭିଯୋଗକାରୀମାନଙ୍କୁ କହିଲି ଯେ, ସମାନେେ ଆପଣଙ୍କ ନିକଟରେ ଅଭିଯୋଗ କରନ୍ତୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 25:4

କିନ୍ତୁ ଫେଷ୍ଟ କହିଲେ, ପାଉଲ କାଇସରୀଆ ରେ ରହିବେ ଓ ମୁଁ ଶୀଘ୍ର ଯାଇ ପହଞ୍ଚିବି।

ରେରିତମାନଙ୍କ କାର୍ଯ୍ୟର ବିବରଣ 26:1

ଆଗ୍ରିପ୍ପା ପାଉଲଙ୍କୁ କହିଲେ, ତୁମ୍ଭକୁ ନିଜ ସପକ୍ଷ ରେ କହିବା ପାଇଁ ଅନୁମତି ଦିଆଗଲା।

Interlinear

Choose Theme